ଏମିତି କେଉଁ ଶବ୍ଦ ଅଛି ଯାହାକୁ ସିଧା ଲେଖିଲେ ଝିଅ ର ନାମ ଓ ଓଲଟା ଲେଖିଲେ ଫିଲ୍ମ ର ନମ ଆସିଥାଏ ?

ବନ୍ଧୁଗଣ ଆଜି କାଲିର ବ୍ୟକ୍ତିଙ୍କର ଜୀବନ ବହୁତ ବ୍ୟସ୍ତ ବହୁଳ ହୋଇ ପଡିଲାଣି । ହେଲେ ସେହି ମଧ୍ୟରେ ବି ବ୍ୟକ୍ତି ନିଜ ମନକୁ ଖୁସି କରି ନିଜ ଜୀବନର ଚଲା ପଥରେ ଆଗେଇ ଚାଲିଛି । ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ।

1- ଏମିତି କେଉଁ କର ଅଛି ଯାହାର ନା ଚକ ଅଛି ନା ଇଞ୍ଜିନ ଅଛି ତଥାପି ସେ ଚାଲିଥାଏ ?

ଉତ୍ତର- ସରକାର ।

2- ଏମିତି କେଉଁ ପ୍ରାଣୀ ଅଛି ଯାହାକୁ ପ୍ରତେକ ଜିନିଷ ଦୁଇ ଗୁଣା ଦେଖାଯାଏ ?

ଉତ୍ତର- ହାତୀ ।

3- ଏମିତି କେଉଁ ଜୀବ ଅଛି ଯିଏ ଛୁଆ ଜନ୍ମ କରିବା ପରେ ତୁରନ୍ତ ମରିଯାଏ ?

ଉତ୍ତର- ବିଛା ।

4- ଗୋଟେ ଛେଳି ର 3ଟି ଗୋଡ ତେବେ କୁହ 11ଟି ଛେଳି ର କେତୋଟି ଗୋଡ ହେଲା ?

ଉତ୍ତର- 43 ଟି ।

5- ମାନି ନିଅ କି ଝିଅର ବୟସ 18 ବର୍ଷ ତେବେ ତାର ବାପାର ନାମ କଣ ?

ଉତ୍ତର- ମନା ।

6- ଏମିତି କେଉଁ ଖାଦ୍ୟ ଅଛି ଯାହାକୁ ପୁରା ଦୁନିଆରେ ଖିଆ ଯାଇଥାଏ । କିନ୍ତୁ ଆପଣ ତାହାକୁ ବ୍ରେକଫାଷ୍ଟ ପୂର୍ବରୁ ଖାଇ ପାରିବେନି ?

ଉତ୍ତର- ଲଞ୍ଚ ବ ଡିନର ।

7- ଏମିତି କେଉଁ ଜିନିଷ ଅଛି ଯାହା ପିଲାକୁ ଯବାନ ଓ ଯବାନ କୁ ବୁଢା କରି ଦିଏ ?

ଉତ୍ତର- ବୟସ ।

8- ମୟୁର ଏକ ପକ୍ଷୀ ଯିଏ ଅଣ୍ଡା ଦିଏ ନାହିଁ ତେବେ ତାର ଛୁଆ କେମିତି ହୋଇଥାଏ ?

ଉତ୍ତର- ମୋରିଣୀ ଜନ୍ମ କରିଥାଏ ।

9- ମୁଁ ସବୁଜ ମୋ ଛୁଆ କଳା ମୋତେ ଛାଡି ମୋ ଛୁଆକୁ ଖାଇଥାନ୍ତି ?

ଉତ୍ତର- ଗୁଜୁରାତି ।

10- ଗୋଟେ ହାତୀ ପାଣିରେ ପଡିଗଲା ଏବେ ବାହାରକୁ କେଇଟି ଆସିବ ?

ଉତ୍ତର- ଓଦା ହୋଇ ।

11- ଏମିତି କେଉଁ ପ୍ରାଣୀ ଅଛି ଯିଏ ଜନ୍ମ ହେବା ପରେ 1 ଇଞ୍ଚ ବଡ ହୋଇଥାଏ ଓ 5 ଫୁଟ ଲମ୍ବା ହୋଇଯାଏ ?

ଉତ୍ତର- କଙ୍ଗାରୁ ।

12- ଏମିତି କେଉଁ ପକ୍ଷୀ ଅଛି ଛୁଆ ଜନ୍ମ ପରେ କ୍ଷୀର ପିଆଇଥାଏ ?

ଉତ୍ତର- ଚମଗାଦଡ ।

13- କେଉଁ ପ୍ରାଣୀ ସପ୍ତାହେ ଯାଏଁ ପାଣି ପିଏ ନାହିଁ ?

ଉତ୍ତର- ଓଟ ।

14- ଏମିତି କେଉଁ ଶବ୍ଦ ଅଛି ଯାହାକୁ ସିଧା ଲେଖିଲେ ଝିଅ ର ନାମ ଓ ଓଲଟା ଲେଖିଲେ ଫିଲ୍ମ ର ନାମ ଆସିଥାଏ ?

ଉତ୍ତର- ମଧୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଅଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *