ନୂଆବର୍ଷ ୨୦୨୪ ଦିନ ଘରକୁ ଆଣନ୍ତୁ ଏହି ୧ ଜିନିଷ,ପୁରାବର୍ଷ ଧନପ୍ରାପ୍ତି ହେବ ।

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ଚାହିଁଥାଏ କି ଗୋଟେ ନୂଆ ସକାଳର ସହ ତାଙ୍କର ନୂଆ କାଲିର ଆରମ୍ଭ ହେଉ । କାହିଁକି ନା ବିତି ଯାଇଥିବା ଦିନରେ ଯାହା ସବୁ କଷ୍ଟ ସମସ୍ଯା ବ୍ୟକ୍ତି ଭୋଗିଥାଏ ତାହା ଆଗାମୀ ସମୟରେ ଯେମିତି ନ ଆସୁ । ସେଥିପାଇଁ ପ୍ରତେକ ବ୍ୟକ୍ତି ଚାହିଁଥାଏ ନୂଆ ସକଳ ସହ ନୂଆ ଆରମ୍ଭ ହେଉ । ପ୍ରତେକ ବ୍ୟକ୍ତି ଚାହିଁବେ କି 2023ରେ ଯେମିତି କଷ୍ଟ ଭୋଗିଛନ୍ତି ତାହା ଯେମିତି 2024 ବର୍ଷରେ ନ ଆସୁ । ଆଜି ଆମେ ଜାଣିବା ଜାନୁଆରୀ 1 ଅର୍ଥାତ ନୂଆବର୍ଷରେ ଘରକୁ କେଉଁ ଜିନିଷ ଆଣିଲେ ଉନ୍ନତି ହେବ। ଧନର ଅଭାବ କେବେ ବି ହେବ ନାହିଁ ।

ଏହି ନୂଆବର୍ଷରେ ରୁଦ୍ରାକ୍ଷ ଘରକୁ କିଣି ଆଣନ୍ତୁ । ଏହାକୁ ଆଣି ଗଙ୍ଗଜଳରେ ଧୋଇ ଡୁପ ଢିପ ଦେଇ ମହାଦେବଙ୍କ ଶିବଲିଙ୍ଗରେ 5 ଥର ଛୁଆଁଇ ଦିଅନ୍ତୁ । ଏହା ଦ୍ଵାରା ଧନର ଅଭାବ ପୁରା ବର୍ଷ ହେବ ନାହିଁ । ଜାନୁଆରୀ 1 ରେ ନାଗ ନାଗୁଣୀ ଙ୍କ ଯୋଡା ଘରକୁ ନେଇ ଆସନ୍ତୁ । ଏହାକୁ ପୂଜା ଘରେ ସ୍ଥାପନ କରନ୍ତୁ । ପୁରା ବର୍ଷ ସୌଭାଗ୍ୟ ପ୍ରାପ୍ତ ହେବ । ମାନ, ସମାନ, ଯଶ, ଖ୍ଯାତି ପ୍ରାପ୍ତ ହେବ ।

ନୂଆବର୍ଷରେ ଏହି ଦୁଇଟି ଜିନିଷ ମଧ୍ୟରୁ କୌଣସି ଗୋଟିଏ ଘରକୁ ନେଇ ଆସନ୍ତୁ । ଏହା କିଣିକି ଆଣିବା ଦ୍ଵାରା ମହାଦେବଙ୍କ କୃପା ମିଳିବା ସହ ଶୁକ୍ର ମହାରାଜ ଙ୍କ କୃପା ପ୍ରାପ୍ତି ହୋଇଥାଏ । ଯାହା ଧନ, ସୁଖ, ବୈଭବ ପ୍ରାପ୍ତ କରାଇଥାନ୍ତି । ଧଳା ବା କଳା ରଙ୍ଗର ରୁମାଲ ନୂଆବର୍ଷ ରେ କିଣିକି ଆଣିବା ଦ୍ଵାରା ମହାଦେବ ଙ୍କ କୃପା ମିଳିଥାଏ । ଭାଗ୍ୟ ଚମକିବ ।

ଏହା ସହ କଳା ରାଶି କିଣିକି ଆଣି ମହାଦେବ ଙ୍କୁ ଅର୍ପଣ କରିବା ଉଚିତ । ଜାନୁଆରି 1 ରେ ଦୁଦୁରା ଗଛର ଚେର ଘରକୁ ନେଇ ଆସନ୍ତୁ । ଏହାକୁ ଚାନ୍ଦି ବ ତମ୍ବା ର ତାବିଜରେ ପୁରାଇ ଧାରଣ କରିଲେ ନବ ଗ୍ରହଙ୍କ ପୀଡା ରୁ ମୁକ୍ତି ମିଳିବ । ପୁରାବର୍ଷ ଧନ ପ୍ରାପ୍ତ ହେବ । ଜୀବନରେ ଅନେକ ଉନ୍ନତି ହେବ । ଯେଉଁ ବ୍ୟକ୍ତି ଧନବାନ ହେବାକୁ ଚାହୁଁ ଛନ୍ତି ସେମାନେ ଓପଲ ରତ୍ନ ପିନ୍ଧିବା ଉଚିତ ଏହି ନୂଆବର୍ଷ ରେ ।

ଏହା ବହୁତ ଜଲ୍ଦି ଧନ ପ୍ରଦାନ କରିଥାଏ । ଏହାକୁ ଧାରଣ କରିଲେ ବ୍ୟକ୍ତିତ୍ବରେ ଅଲଗା ଊର୍ଜା ସୃଷ୍ଟି ହୋଇଥାଏ । ସବୁ କ୍ଷେତ୍ରରେ ସଫଳତା ମିଳିଥାଏ । ଏହାକୁ ମଧ୍ୟମା ଆଙ୍ଗୁଳି ରେ ଧାରଣ କରିବା ଉଚିତ । ଜାନୁଆରୀ 1 ଦିନ ଗଛ ଗୁଡିକରେ ଜଳ ଦାନ କରିବା ଉଚିତ । ଏହି ଦିନ ସଂକଳ୍ପ ନେବା ଉଚିତ । ଏହି ଦିନ ଗରିବ ଲୋକଙ୍କର ସାହାର୍ଯ୍ୟ ନିଶ୍ଚୟ କରନ୍ତୁ । ଯେ କୌଣସି ବସ୍ତ୍ର କିମ୍ବା ନିଜର ସାମର୍ଥ୍ୟ ଅନୁଯାୟୀ ଦାନ କରନ୍ତୁ । ଏହି ଦିନ ପଶୁପକ୍ଷୀ ଙ୍କୁ ଖାଇବାକୁ ଦେବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଅଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *