ପୋଲିସ ବାଲାଙ୍କ ଏମିତି ଲଜ୍ୟାଜନକ କାମ କଏଦ ହେଇଗଲା କ୍ୟାମେରାରେ, ନଚେତ କେହି ବିଶ୍ଵାସ କରି ନଥାନ୍ତେ, ଭିଡିଓ ଦେଖି ଆପଣ ବି କହିବେ ଛିଃ…ଛିଃ…ଦେଖନ୍ତୁ Video

IPS ଅଫିସର ହେବା ପାଇଁ ଅନେକ ପିଲା ମାନେ ସ୍ଵପ୍ନ ଦେଖିଛନ୍ତି ମାତ୍ର ସେମାନଙ୍କ ମଧ୍ୟରୁ କିଛି ଜଣ ଏହାକୁ ନିଜର ଆଖି ଆଗରେ ପୂରଣ ହେବା ର ଦେଖିଛନ୍ତି । କିଛି ଜଣ ପରିଶ୍ରମ କରିବା ପରେ ଏହାକୁ ଖୁବ ଭଲ ଭାବେ ହାସଲ କରିଛନ୍ତି କିନ୍ତୁ ସେମାନେ ନିଜ ପରିଶ୍ରମ ଓ ଶପଥ ନେଇକି ଏହାକୁ ପାଳନ କରି ନଥାନ୍ତି ।

ଏହି ଭଳି କିଛି ଅଫିସର ଙ୍କ ପାଇଁ ଆଜି କାଲୀ ଲୋକମାନଙ୍କ ର ପୋଲିଶ ମାନଙ୍କ ଉପରୁ ଭରଷା ଭାଙ୍ଗି ଯାଉଛି । ଏହାର ମାନେ ଏହା ନୁହେଁ କି ପୁରା ପୁରୀ ଭାବେ ଦେଶରୁ ସବୁ ପୋଲିଶ ଖରାପ ହୋଇ ଯାଇଛନ୍ତି ଆଜି ଭି ଏଭଳି କିଛି ପୋଲିଶ ଆମ ଦେଶରେ ଅଛନ୍ତି ଯାହା ପାଇଁ ଆମେ ଗର୍ବ ଅନୁଭବ କରୁଛେ । ଏହି ଭଳି ଏକ ଝିଅ ଦେଶର ଯିଏ କି ନିଜର ସ୍ଵପ୍ନ କେବଳ ପୂରଣ କରି ଛାଡି ଦେଇ ନାହାନ୍ତି ନିଜର ଶପଥ ଓ ନିଜ ଦେଶ ପାଇ ସମ୍ପୂର୍ଣ ଇମାନ୍ଦାରୀ ଦେଖାଇକି କାମ କରିଛନ୍ତି ।

ଏହି ଭଳି ଏକ IPS ଅଫିସର ହେଉଛନ୍ତି ମଞ୍ଜିଲ ସେନି ସେ ମିରଟ ର ଝିଅ ଅଟନ୍ତି । ଏହାଙ୍କୁ ମିରଟ ରେ ଏସପି ପଦରେ ରଖାଯାଇଛି ଏହା ଆଗରୁ ସେ ଲକ୍ଷ୍ନୌ ରେ ଥିଲେ । ସେ ଯେତେବେଳେ ଲକ୍ଷ୍ନୌ କୁ ଆସିଥିଲେ ଶାଦା ଡ୍ରେସ ପିନ୍ଧି କି ଏକ ପୋଲିଶ ଷ୍ଟେସନ ଯାଇଥିଲେ ଓ କହିଲେ କି ଆପଣ ମୋର ଗାଡିର ଚାଲାଣ କାଟି ଦିଅନ୍ତୁ । ସବୁ କର୍ମଚାରି ଏହାକୁ ଦେଖିକି ନ ଶୁଣିଲା ଭଳି ହେଲେ ।

Loading...

ମାତ୍ର କିଛି ସମୟ ପରେ ଏକ ଅଧିକାରୀ ମାନେ ତାଙ୍କୁ ଚିହ୍ନି ପାରି ସାଲୁଟ ମାରିଥିଲେ ଏହା ପରେ ପାଖରେ ଥିବା ଅଧିକାରୀ ତାଙ୍କୁ ବୁଲ ମାଗିଥିଲେ ସେଠାରେ ସେ କହିଥିଲେ କି କେବେ ଭି ଜଣେ ପୋଲିଶ ବାଲା ର ଛୁଟି ନଥାଏ । ଆଜି ଭି କିଛି କର୍ମଚାରୀ ନିଜକୁ ସୁଧାରୀ ନେଇଛନ୍ତି କାଳେ ନିଜେ IPS ଅଫିସର ଆସିଯିବେ । ତାଙ୍କ ସଫଳତା ଏତେ ସହଜ ନଥିଲା ସେ ବିବାହ ପରେ ନିଜର ପାଠ ପଢା ଆରମ୍ଭ କରିଥିଲେ ୨୦୦୫ ରେ ସେ IPS ଅଫିସର ହୋଇଥିଲେ ।

ଆଜି ଭି ଅମା ଦେଶରେ କିଛି ଏଭଳି ଅଫିସର ଅଛନ୍ତି ଯାହା ପାଇଁ ଆମେ ଗର୍ବ ଅନୁଭବ କରୁଛେ । ମାତ୍ର ଏଭଳି କିଛି ଏଭଳି ବ୍ୟକ୍ତି ମଧ୍ୟ ଅଛନ୍ତି ଯାହା ପାଇଁ ଆଜି ଭି ଦେଶ ଲାଜ୍ୟା ଅନୁଭବ କରୁଛି ଯାହାଙ୍କର ପେଟ ଏବେ କେବଳ ତାଙ୍କର ଦରମା ରେ ପୁରୁନି । ଲୋକମାନଙ୍କ ହାତ ଟେକା ଧନ ରେ ସେମାନେ ଖୁବ ବଡ ବଡ ଘର ଓ ନିଜ ସୁଖ ସୁବିଧା ପାଇଛନ୍ତି । ପୁନେର ପିନପିଡି ଅଞ୍ଚଳରେ ସବୁ ବେଳେ ଟ୍ରାଫିକ ଚେକ କରା ଯାଏ ଏହି ଠାରେ ଏକ ମହିଳା ଅଧିକାରୀ ଯାହାଙ୍କ ନାମ ସ୍ଵାତି ସ୍ଵନାର ସେ ଦୁଇ ଜଣ ମହିଳା ଙ୍କୁ ଅଟକାଇ ଥିଲେ ।

 

ତାଙ୍କୁ ଗାଡିର କାଗଜ ପାତ୍ର ଦେଖାଇବା ପାଇଆନ କହିଥିଲେ । ଯେତେବେଳେ ଏହାକୁ ସେ ଜାଣିଲେ କି କାଗଜ ପାତ୍ର ଠିକ ନାଇ ବୋଲି ଟ ସେ ପଇସା ମାଗିଥିଲେ ଓ ରାସ୍ତା ଆଗରେ ପଇସା ନ ନେବା ପାଇଁ କହି ଜଣଙ୍କୁ କହିଥିଲେ କି ତମେ ମୋ ପଛ ପକେଟ ରେ ଏହାକୁ ପୁରେଇ ଦିଅ ଏହାକୁ ସେହି ସାମନାରେ ଥିବା କିଛି ପୁଅ ପିଲା ମାନେ ରେକର୍ଡ କରୁଥିଲେ ।

ଏହି ଭଳି ଏକ ଡ୍ରାଇ ଭାର ନିଜ ଗାଡି ଚଳାଇକି ରାତିରେ ଫେରୁଥିଲେ ତାଙ୍କ ନାମ ବିଷ୍ଣୁ ଶର୍ମା ସେ ଆସୁଥିବା ବେଳେ ପୋଲିଶ ତାଙ୍କୁ ଧରି ତାଙ୍କ ପାଖରୁ କାଗଜ ପତ୍ର ମାଗିଥିଲା ଓ କହିଥିଲା କି ହେଲମେଟ ପାଇ ଚାଲାଣ ଦିଅନ୍ତୁ ଏହା ସୋସିଆଲ ମିଡିଆ ରେ ଭାଇରାଲ ହେବା ପରେ ପ୍ରହଲ୍ଲାଦ ସିଂ ଯିଏ ଏଭଳି କାମ କରିଥିଲେ ମିଛ କହିଲେ ଓ ବଞ୍ଚିଗଲେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ

Leave a Reply

Your email address will not be published. Required fields are marked *