IPS ଅଫିସର ହେବା ପାଇଁ ଅନେକ ପିଲା ମାନେ ସ୍ଵପ୍ନ ଦେଖିଛନ୍ତି ମାତ୍ର ସେମାନଙ୍କ ମଧ୍ୟରୁ କିଛି ଜଣ ଏହାକୁ ନିଜର ଆଖି ଆଗରେ ପୂରଣ ହେବା ର ଦେଖିଛନ୍ତି । କିଛି ଜଣ ପରିଶ୍ରମ କରିବା ପରେ ଏହାକୁ ଖୁବ ଭଲ ଭାବେ ହାସଲ କରିଛନ୍ତି କିନ୍ତୁ ସେମାନେ ନିଜ ପରିଶ୍ରମ ଓ ଶପଥ ନେଇକି ଏହାକୁ ପାଳନ କରି ନଥାନ୍ତି ।
ଏହି ଭଳି କିଛି ଅଫିସର ଙ୍କ ପାଇଁ ଆଜି କାଲୀ ଲୋକମାନଙ୍କ ର ପୋଲିଶ ମାନଙ୍କ ଉପରୁ ଭରଷା ଭାଙ୍ଗି ଯାଉଛି । ଏହାର ମାନେ ଏହା ନୁହେଁ କି ପୁରା ପୁରୀ ଭାବେ ଦେଶରୁ ସବୁ ପୋଲିଶ ଖରାପ ହୋଇ ଯାଇଛନ୍ତି ଆଜି ଭି ଏଭଳି କିଛି ପୋଲିଶ ଆମ ଦେଶରେ ଅଛନ୍ତି ଯାହା ପାଇଁ ଆମେ ଗର୍ବ ଅନୁଭବ କରୁଛେ । ଏହି ଭଳି ଏକ ଝିଅ ଦେଶର ଯିଏ କି ନିଜର ସ୍ଵପ୍ନ କେବଳ ପୂରଣ କରି ଛାଡି ଦେଇ ନାହାନ୍ତି ନିଜର ଶପଥ ଓ ନିଜ ଦେଶ ପାଇ ସମ୍ପୂର୍ଣ ଇମାନ୍ଦାରୀ ଦେଖାଇକି କାମ କରିଛନ୍ତି ।
ଏହି ଭଳି ଏକ IPS ଅଫିସର ହେଉଛନ୍ତି ମଞ୍ଜିଲ ସେନି ସେ ମିରଟ ର ଝିଅ ଅଟନ୍ତି । ଏହାଙ୍କୁ ମିରଟ ରେ ଏସପି ପଦରେ ରଖାଯାଇଛି ଏହା ଆଗରୁ ସେ ଲକ୍ଷ୍ନୌ ରେ ଥିଲେ । ସେ ଯେତେବେଳେ ଲକ୍ଷ୍ନୌ କୁ ଆସିଥିଲେ ଶାଦା ଡ୍ରେସ ପିନ୍ଧି କି ଏକ ପୋଲିଶ ଷ୍ଟେସନ ଯାଇଥିଲେ ଓ କହିଲେ କି ଆପଣ ମୋର ଗାଡିର ଚାଲାଣ କାଟି ଦିଅନ୍ତୁ । ସବୁ କର୍ମଚାରି ଏହାକୁ ଦେଖିକି ନ ଶୁଣିଲା ଭଳି ହେଲେ ।
ମାତ୍ର କିଛି ସମୟ ପରେ ଏକ ଅଧିକାରୀ ମାନେ ତାଙ୍କୁ ଚିହ୍ନି ପାରି ସାଲୁଟ ମାରିଥିଲେ ଏହା ପରେ ପାଖରେ ଥିବା ଅଧିକାରୀ ତାଙ୍କୁ ବୁଲ ମାଗିଥିଲେ ସେଠାରେ ସେ କହିଥିଲେ କି କେବେ ଭି ଜଣେ ପୋଲିଶ ବାଲା ର ଛୁଟି ନଥାଏ । ଆଜି ଭି କିଛି କର୍ମଚାରୀ ନିଜକୁ ସୁଧାରୀ ନେଇଛନ୍ତି କାଳେ ନିଜେ IPS ଅଫିସର ଆସିଯିବେ । ତାଙ୍କ ସଫଳତା ଏତେ ସହଜ ନଥିଲା ସେ ବିବାହ ପରେ ନିଜର ପାଠ ପଢା ଆରମ୍ଭ କରିଥିଲେ ୨୦୦୫ ରେ ସେ IPS ଅଫିସର ହୋଇଥିଲେ ।
ଆଜି ଭି ଅମା ଦେଶରେ କିଛି ଏଭଳି ଅଫିସର ଅଛନ୍ତି ଯାହା ପାଇଁ ଆମେ ଗର୍ବ ଅନୁଭବ କରୁଛେ । ମାତ୍ର ଏଭଳି କିଛି ଏଭଳି ବ୍ୟକ୍ତି ମଧ୍ୟ ଅଛନ୍ତି ଯାହା ପାଇଁ ଆଜି ଭି ଦେଶ ଲାଜ୍ୟା ଅନୁଭବ କରୁଛି ଯାହାଙ୍କର ପେଟ ଏବେ କେବଳ ତାଙ୍କର ଦରମା ରେ ପୁରୁନି । ଲୋକମାନଙ୍କ ହାତ ଟେକା ଧନ ରେ ସେମାନେ ଖୁବ ବଡ ବଡ ଘର ଓ ନିଜ ସୁଖ ସୁବିଧା ପାଇଛନ୍ତି । ପୁନେର ପିନପିଡି ଅଞ୍ଚଳରେ ସବୁ ବେଳେ ଟ୍ରାଫିକ ଚେକ କରା ଯାଏ ଏହି ଠାରେ ଏକ ମହିଳା ଅଧିକାରୀ ଯାହାଙ୍କ ନାମ ସ୍ଵାତି ସ୍ଵନାର ସେ ଦୁଇ ଜଣ ମହିଳା ଙ୍କୁ ଅଟକାଇ ଥିଲେ ।
ତାଙ୍କୁ ଗାଡିର କାଗଜ ପାତ୍ର ଦେଖାଇବା ପାଇଆନ କହିଥିଲେ । ଯେତେବେଳେ ଏହାକୁ ସେ ଜାଣିଲେ କି କାଗଜ ପାତ୍ର ଠିକ ନାଇ ବୋଲି ଟ ସେ ପଇସା ମାଗିଥିଲେ ଓ ରାସ୍ତା ଆଗରେ ପଇସା ନ ନେବା ପାଇଁ କହି ଜଣଙ୍କୁ କହିଥିଲେ କି ତମେ ମୋ ପଛ ପକେଟ ରେ ଏହାକୁ ପୁରେଇ ଦିଅ ଏହାକୁ ସେହି ସାମନାରେ ଥିବା କିଛି ପୁଅ ପିଲା ମାନେ ରେକର୍ଡ କରୁଥିଲେ ।
ଏହି ଭଳି ଏକ ଡ୍ରାଇ ଭାର ନିଜ ଗାଡି ଚଳାଇକି ରାତିରେ ଫେରୁଥିଲେ ତାଙ୍କ ନାମ ବିଷ୍ଣୁ ଶର୍ମା ସେ ଆସୁଥିବା ବେଳେ ପୋଲିଶ ତାଙ୍କୁ ଧରି ତାଙ୍କ ପାଖରୁ କାଗଜ ପତ୍ର ମାଗିଥିଲା ଓ କହିଥିଲା କି ହେଲମେଟ ପାଇ ଚାଲାଣ ଦିଅନ୍ତୁ ଏହା ସୋସିଆଲ ମିଡିଆ ରେ ଭାଇରାଲ ହେବା ପରେ ପ୍ରହଲ୍ଲାଦ ସିଂ ଯିଏ ଏଭଳି କାମ କରିଥିଲେ ମିଛ କହିଲେ ଓ ବଞ୍ଚିଗଲେ ।
ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।