ଓଡିଶା ପାଇଁ ଗୌରବ ଆଣିଲେ Priyanka, Miss India କଣ୍ଟେଷ୍ଟରେ ପାଇଲେ ଏହି ସ୍ଥାନ…ନିଜ ସଫଳତାର ରାଜ ବିଷୟରେ କହିଲେ କିଛି ଏମିତି ଦେଖନ୍ତୁ Video

ପ୍ରିୟଙ୍କା ଅପେରା ମିସ ଇଣ୍ଡିଆର ପ୍ରଥମ ରନ୍ନର ଅପ ହୋଇଛନ୍ତି । ସେ ହେଉଛନ୍ତି ବାରି ପଦାର ଝିଅ । ପ୍ରିୟଙ୍କା ତାଙ୍କର ପ୍ରତିକ୍ରିୟା ଦେଇ କହିଥିଲେ ସେ ଏହି କଣ୍ଟେଷ୍ଟ ଜିତିବା ପାଇଁ ବହୁତ ପରିଶ୍ରମ କରିଛନ୍ତି, ପାଖାପାଖି ପାଞ୍ଚ ମାସ ପରିଶ୍ରମ କରିଛନ୍ତି ।

ଆଉ ବହୁତ କିଛି ଟାସ୍କ କ-ମ୍ପ୍ଲି-ଟ କରିକି ସେ ଆଗକୁ ଯାଇଥିଲେ । ଆଉ ଏହି ଜର୍ନୀ ବହୁତ ଟପ ଥିଲା । ଆଉ ଗୋଟିଏ ପରେ ଗୋଟିଏ ଟାସ୍କ ତାଙ୍କୁ ଶେଷ କରିବାକୁ ପଡିଥିଲା । ଶେଷରେ ଫାଇନାଲରେ ପହଞ୍ଚିଥିଲେ । ଆଉ ରନର୍ସ ଅପ ହେବାର ସୌ-ଭା-ଗ୍ୟ ଅର୍ଜନ କରିଛନ୍ତି , । ସେ ଶେଠୀ ପାଇଁ ମଧ୍ୟ ବହୁତ ଗର୍ବିତ ଅନୁଭବ କରୁଛନ୍ତି । ଏଇଟା ତାଙ୍କର ଅନଲାଇନ କଣ୍ଟେଷ୍ଟ ଥିଲା ।

ସେ କହିଥିଲେ କରୋନା ପାଣ୍ଡେମିକ ପାଇଁ ବାହାରରେ ହେବ ସମ୍ଭବ ନୁହେଁ ଶେଥି ପାଇଁ ଅନଲାଇନ ମାଧ୍ୟମରେ ଅପେରା ମିସ ଇଣ୍ଡିଆ ୨୦୨୧ ସିଜନ ୨ ଏବେ ମଧ୍ୟ ଆପଣ ଭାଗ ନେଇପାରିବେ । ସେ କହିଥିଲେକି ଏଇଟା ତାଙ୍କର ରିଅଲ ଟ୍ୟାଲେନ୍ଟ ଉପରେ ଆଧାରିତ ଥିଲା । ଆଉ ସେ ଭଲ ଭାବରେ ଅଡିସନ ଦେଇ ନିଜକୁ ବହୁତ ଭଲ ଭାବରେ ରିପ୍ରେଜେଣ୍ଟ କରିଥିଲେ , ବାରିପଦା ମାଟିକୁ ରି ପ୍ରେଜେଣ୍ଟ କରିଥିଲେ । ତାଙ୍କୁ ବହୁତ ପ୍ରକାର ପ୍ରଶ୍ନ ପଚରା ଯାଇଥିଲା ଯେମିତିକି କରୋନା ପ୍ୟାଣ୍ଡେମିକ ଉପରେ ମଧ୍ୟ ପଚରା ଯାଇଥିଲା । ଆଉ ସୋସିଆଲ ୱାର୍କ ଉପରେ ମଧ୍ୟ ପ୍ରଶ୍ନ ପଚରା ଯାଇଥିଲା ।

ଆଉ ତାଙ୍କୁ ନାରୀ ମାନଙ୍କ ଉପରେ ମଧ୍ୟ ବହୁତ କିଛି ପ୍ରଶ୍ନ ପଚରା ଯାଇଥିଲା । ତାଙ୍କୁ ପଚରା ଯାଇଥିଲାକି ନିଜ ସହିତ ଅନ୍ୟକୁ କିପରି ସୁରକ୍ଷା ଦେଇ ପାରିବେ । ଆଉ ସେ ମଧ୍ୟ ତାର ବହୁତ ଭଲ ଉତ୍ତର ରଖି ଥିଲେ । ଆଉ ଠାଆ ଉପରେ ମଧ୍ୟ ଗୋଟିଏ ଟାସ୍କ ମଧ୍ୟ ଦିଆଯାଇଥିଲା ।

ସେ ତାଙ୍କ ସଫଳତା ପଛରେ ତାଙ୍କ ମା ଆଉ ତାଙ୍କୁ ଯେଉଁ ମାନେ ତାଙ୍କୁ ଅଧିକ ଷପୋର୍ଟ କରିଥିଲେ । ଆଉ ଯେଉଁ ଷ୍ଟୂଡିୟରେ ସେ କରିଥିଲେ ଅମ୍ବିକା ଷ୍ଟୂଡିଓର ଉମେଶ ସାର, ବଟ ନନା ଓ ମେମ୍ବର ମାନେ ତାଙ୍କୁ ବହୁତ ସାହାର୍ଯ୍ୟ ଆଉ ସହଯୋଗ ମଧ୍ୟ କରିଥିଲେ । ଆଉ ମେକଅପ ଆର୍ଟିସ୍ଟ ଯେଉଁ ମାନେ ମୋତେ ବହୁତ ସୁନ୍ଦର ଭାବେ ସଜାଇ ଥିଲେ ।

ଯିଏ ଡ୍ରେସ ଡିଜାଇନ କରିଥିଲେ ସେ ସମସ୍ତଙ୍କୁ ବହୁତ ଧନ୍ୟବାଦ ଦେଇଛନ୍ତି । ସେ ବହୁତ ଖୁସି ଅଛନ୍ତି । ସେ ଅଡିସାନ ରାଉଣ୍ଡରୁ ଫାଇନାଲ ରାଉଣ୍ଡକୁ ଯାଇଥିଲେ । ସେ ଯେତେବେଳେ ଥିଲେ ୨୦୦ ପାଖାପାଖି ପାର୍ଟିସୀପେଟ କରିଥିଲେ । ସେଥିରୁ କଟିକି ୩୭ ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ରଥମ ରନ୍ନର ଅପ ହୋଇଥିଲେ । ବହୁତ ସାରା ପ୍ରତିଯୋଗୀ ଥିଲେ ଯେମିତିକି ବିହାର, ଝର ଖଣ୍ଡ, ଉତ୍ତର ପ୍ରଦେଶ, କୋଲକାତା, ଆଗ୍ରା, ଓଡିଶା ପ୍ରତି ଯୋଗୀ ଥିଲେ ସେ ସମସ୍ତଙ୍କୁ ପଛରେ ପାଇ ସଫଳ ହୋଇପାରିଛନ୍ତି ।

Leave a Reply

Your email address will not be published. Required fields are marked *