ସଂସାରରେ ଭଗବାନ ସମସ୍ତଙ୍କୁ ଅଲଗା ଓଜନ, ଉଚ୍ଚତା ଏବଂ ସବୁ ଅଲଗା ଆକାରର ଅଙ୍ଗ ଦେଇଛନ୍ତି ତେବେ ବି ଆମେ ମଣିଷ ସମସ୍ତେ ସମାନ କାହିଁକିନା ଆମର ଏକା ଭଳି ଦୁଇଟି ଆଖି ଅଛି ନାକ ଅଛି ଦୁଇଟି ହାତ, ଦୁଇଟି ଗୋଡ ଏବଂ ପେଟ ଅଛି ଯାହା ଦ୍ଵାରା ଆମେ ନିଜକୁ ଭିଡ ଦ୍ଵାରା ଅଲଗା କହି ନଥାଉ କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ କିଛି ଲୋକ ଦୁନିଆରେ ଏମିତି ମଧ୍ୟ ଅଛନ୍ତି ଯିଏ ନିଜ ଅଙ୍ଗ ନିଜେ ସମ୍ଭାଳି ପାରନ୍ତି ନାହିଁ କାହିଁକିନା ଏହା ସାମାନ୍ଯ ଠାରୁ ଅଧିକ ବଡ ଓଜନଦାର ହୋଇଥାଏ, ଆଜି ଆମେ ଆପଣଙ୍କୁ ଏମିତି କିଛି ଲୋକଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଆମ ଠାରୁ ଦେଖିବା ପାଇଁ ମଧ୍ୟ ଭିନ୍ନ ଅଟନ୍ତି ।

୧. ଲି ରଟମଣ୍ଟ :
ଆପଣ ମାନେ ସମସ୍ତେ ପ୍ରାୟତଃ ଗୋଟେ ବା ଦୁଇ ସପ୍ତାହ ରେ ଠାରେ ନଖ ନିଶ୍ଚିନ୍ତ କାଟୁଥିବେ । କିନ୍ତୁ ଆପଣ ଏହି ମହିଳାଙ୍କ ନଖ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ ଏହି ମହିଳାଙ୍କୁ ନିଜ ନଖ ଏତେ ପସନ୍ଦ ଯେ ସେ କେବେ କାଟନ୍ତି ନାହିଁ ଓ ବର୍ତମାନ ତାଙ୍କ ନଖ ୯ ମିଟର ହୋଇଯାଇଛି ।
୨. ୟୁ ଜଙ୍ଗ ସିୟା :
ସମସ୍ତଙ୍କୁ ନିଜ ଆଖି ଉପର ପାଲକ ବହୁତ ପସନ୍ଦ ହୋଇଥାଏ ବର୍ତମାନ ରେ ସ୍ତ୍ରୀ ବା ମହିଳା ମାନେ ଲମ୍ବା ପାଲକ ଯାହା ବାଜାର ରେ ବୃକ୍ରି ହେଉଛି ଲଗଉଛନ୍ତି ତେବେ ୟୁ ଜଙ୍ଗଙ୍କୁ କୌଣସି ନକଲି ପାଲକ ଦରକାର ନାହିଁ ତାଙ୍କ ପାଲକ ୧୨ସେଣ୍ଟିମିଟର ଲମ୍ବା ଅଛି ଯାହା ପାଇଁ ତାଙ୍କ ନାମ ଗିନିସ ୱୋର୍ଲ୍ଡ ରେକୋଡ ରେ ଲେଖା ହୋଇଛି ।

୩. ଟ୍ରାନ ବ୍ୟାନ ହେର :
ପ୍ରାୟତଃ ଲୋକଙ୍କ ଚୁଟି ଗୋଟେ ରୁ ଦୁଇ ମିଟର ରଖିବା ପସନ୍ଦ ହୋଇଥାଏ କିନ୍ତୁ କଣ ଆପଣ ଜାଣିଛନ୍ତି ଏହି ଲୋକ ଚୁଟି ୭ ମିଟର ଲମ୍ବା ଅଟେ ଯେତେବେଳେ ସେ ୩୧ ବର୍ଷ ର ହୋଇଥିଲେ ସେବେ ଠାରୁ ସେ ଚୁଟି କାଟିବା ଛାଡି ଦେଇଥିଲେ ଓ ବର୍ତମାନ ତାଙ୍କ ଚୁଟି ୭ ମିଟର ଲମ୍ବା ଅଟେ, ଓ ବର୍ତମାନ ସେ ୬୬ ବର୍ଷ ର ହେଉଛନ୍ତି ଓ ସେ ୬ ବର୍ଷରୁ ଏହାକୁ ଧୋଇ ନାହାନ୍ତି । ତେବେ ଏହି ବ୍ୟକ୍ତି ନାମ ମଧ୍ୟ ଦୁନିଆ ସବୁଠାରୁ ଲମ୍ବା ଚୁଟି ଲୋକ ଅନୁଯାଇ ଗିନିଜବୁକ ଅଫ ୱୋର୍ଲ୍ଡ ରେ ଲେଖା ହୋଇଛି ।

୪. ନିକ ସ୍ତୋବାନ :
ଦୁନିଆରେ ସମସ୍ତେ କେବେ ନା କେବେ ନିଜ ଜିଭ ଦ୍ଵାରା ନିଜ ନାକ ଛୁଇଁବାକୁ ଚେଷ୍ଟା କରିଥିବେ ତେବେ ନିକ ଷ୍ଟୋବେନ ଜିଭ ୧୦ ସେଣ୍ଟିମିଟର ଲମ୍ବା ଅଟେ ଯାହା ନାକକୁ ପୂର୍ଣ ଭାବରେ ଛୁଇଁବାରେ ସକ୍ଷମ ଅଟନ୍ତି ।
୫. ସୁତଲନ ବନ କ୍ରୋତା :
ଏହି ମହିଳାଙ୍କ ଗୋଡ ବହୁତ ଲମ୍ବା ଅଟେ ସାମାନ୍ଯ ଲୋକଙ୍କ ତୁଳନାରେ ତାଙ୍କ ଗୋଡ ବହୁତ ଲମ୍ବା ଅଟେ, ତେବେ ଏହି ମହିଳାଙ୍କ ଗୋଡ ୪ଫୁଟ ୪ ଇଞ୍ଚ ଅଟେ, ତେବେ ସୁତଲନ ବନ କହିବା ଅନୁଯାଇ ତାଙ୍କ ଗୋଡ ଅନୁଯାଇ ଡ୍ରେସ ମିଳିବା ବହୁତ କଷ୍ଟକର ହୋଇଥାଏ ।