୧୮ ବର୍ଷରେ ୨ ଛୁଆଙ୍କର ମା ହୋଇଥିବା ଏହି ଅଭିନେତ୍ରୀ ଆଜି ଦେଖାଯାଉଛନ୍ତି ଏମିତି

ନଚ ବଲିଏ ସିଜନ ୯ରେ ଉର୍ବଶୀ ଢୋଲକିୟା ତାଙ୍କ ବୟଫ୍ରେଣ୍ଡ ସହ ନାଚିବାର ଆପଣ ମାନେ ନିଶ୍ଚିନ୍ତ ଦେଖିଥିବେ, ତେବେ ରିଅଲ ଲାଇଫରେ ଉର୍ବଶୀ ଢୋଲକିୟା ସ୍ଵାମୀଙ୍କଠୁ ଛାଡପତ୍ର ନେଇସାରିଛନ୍ତି । ଉର୍ବଶୀ ନିଜ ଇଛାରେ କେବଳ ୧୬ ବର୍ଷ ବୟସରେ ବିବାହ କରିଥିଲେ, ଯାହା ବିଷୟରେ ବହୁତ କମ ଲୋକଙ୍କୁ ଜଣା ଅଛି । ଉର୍ବଶୀଙ୍କ ପ୍ରଥମ ବିବାହ କେବଳ ୨ ବର୍ଷ ଚାଲି ପାରିଥିଲା କାହିଁକିନା ତାଙ୍କ ସ୍ଵାମୀ ସହ ତାଙ୍କର ସବୁବେଳେ ଝଗଡା ହାଉଥିଲା ।

ନିଜ ଜୀବନ ଏମିତିକା ସମୟ ଦେଖି ତାଙ୍କୁ ନିଜ ସ୍ଵାମୀ ଠାରୁ ଅଲଗା ହବା ଠିକ ନିସ୍ପତି ଲାଗିଲା, ଓ ସେ ନିଜ ସ୍ଵାମୀ ଠାରୁ ଛାଡପତ୍ର ନେଇଗଲେ । ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଛାଡପତ୍ର ନେଲା ବେଳେ ଉର୍ବଶୀ ଗର୍ଭବତୀ ଥିଲେ ।

Image Courtesy: Google

୧୮ ବର୍ଷ ବୟସରେ ଛାଡପତ୍ର ନେଲା ପରେ ଉର୍ବଶୀ ଏକା ନିଜ ଦୁଇ ଯାଁଆଳା ଛୁଆଙ୍କ ଧ୍ୟାନ ରଖିଥିଲେ, ଓ ତାଙ୍କୁ ଛୋଟରୁ ବଡ କରିଛନ୍ତି । ଆଜି ତାଙ୍କ ପୁଅ ଦୁଇଜଣ ତାଙ୍କ ସାହାରା ଅଟନ୍ତି, ବିବାହ ନକରି ଉର୍ବଶୀ ତାଙ୍କ ପୁଅଙ୍କ ସହ ବହୁତ ଖୁସି ଜୀବନ ବଞ୍ଚୁଛନ୍ତି ।

Image Courtesy: Google

ସୋଶିଅଲ ମିଡିଆ ରେ ଉର୍ବଶୀ ନିଜ ସବୁ ଦିନ କଥା ଲେଖନ୍ତି ଓ ନିଜ ପୁଅ ମାନଙ୍କ ସହ ଫଟୋ ଉଠାଇ ପକାନ୍ତି ଓ ସେ ନିଜ ଜୀବନରେ ବହୁତ ଖୁସିରେ ଅଛନ୍ତି । ସେ ନିଜ ପୁଅଙ୍କ ସହ ଦୁନିଆରେ ବହୁତ ଖୁସି ଅଛନ୍ତି ଓ ତାଙ୍କୁ କେବେ କୌଣସି ଦୁଃଖ କେହି ଦେଇପାରିବେ ନାହିଁ ବୋଲି ସେ କୁହନ୍ତି ।

Image Courtesy: Google

ଆଜି ଉର୍ବଶୀ ଯାଁଆଳା ପୁଅ ବଡ ହୋଇଯାଇଛନ୍ତି  ଓ ସେ ନିଜ ଦୁଇ ଛୁଆଙ୍କ ସହ ବହୁତ ଖୁସିରେ ଅଛନ୍ତି, ଉର୍ବଶୀ ଆଜି ପର୍ଯ୍ୟନ୍ତ ଦ୍ଵିତୀୟ ବିବାହ କରି ନାହାନ୍ତି, ତେବେ ସେ ଦ୍ଵିତୀୟ ବିବାହ କରିବା ପାଇଁ ଏବେ ବି ଯବାନ ଅଛନ୍ତି । ସେ ଚାହିଁଲେ ତାଙ୍କୁ ଭଲ ପୁଅ ବିବାହ ପାଇଁ ମିଳି ପାରିବେ କିନ୍ତୁ ସେ ନିଜେ ବିବାହ କରିବା ପାଇଁ ଚାହୁଁ ନାହାନ୍ତି ।

Image Courtesy: Google

ତେବେ ଉର୍ବଶୀ ଏମିତି ଗୋଟେ ମହିଳା ଯିଏ ନିଜ ଜୀବନରେ ନିଜ କର୍ମ ଓ ପରିଶ୍ରମ ଦ୍ଵାରା ନା ପାଇଛନ୍ତି ଓ ନିଜ ଛୁଆଙ୍କୁ ଏତେ ବଡ କରିଛନ୍ତି । ଉର୍ବଶୀ ବହୁତ ଷ୍ଟ୍ରେଟ ଫର୍ବାଡ ମହିଳା ତାଙ୍କୁ ଯାହା ଠିକ ଲାଗେ ତାହା କହିବା ପାଇଁ ସେ କେବେ ଡରନ୍ତି ନାହିଁ ।

Image Courtesy: Google

ତେବେ ଆମର ଏହି ଆର୍ଟିକ୍ଲକୁ ଲାଇକ ନିଶ୍ଚିନ୍ତ କରିବେ ଏବଂ ନିଜର ମନ୍ତବ୍ୟ ମଧ୍ୟ ଦେବେ । ଯଦି ହେଇପାରେ ଆପଣ ଆମ ଚ୍ଯାନେଲକୁ ଫଲୋ କରନ୍ତୁ, ଏହା ଦ୍ଵାରା ଆପଣଙ୍କୁ ନିୟମିତ ଭାବେ ଏହି ପରି ମନୋରଞ୍ଜନ ଧର୍ମୀ ଖବର ମିଳିବ ।

Leave a Reply

Your email address will not be published. Required fields are marked *