ବନ୍ଧୁଗଣ ଚଳିତ ବର୍ଷ ଅକ୍ଟୋବର ୨୫ ତାରିଖ ମଙ୍ଗଳବାର ଦିନ ଲାଗିବାକୁ ଯାଉଛି ବର୍ଷର ଦ୍ଵିତୀୟ ସୂର୍ଯ୍ୟଗ୍ରହଣ । ତେବେ ଏହି ସମୟରେ କିଛି ଏମିତି ଭୁଲ କରିବା ଉଚିତ ନୁହେଁ ଯାହା ଦ୍ଵାରା ସମସ୍ୟାମାନ ସୃଷ୍ଟି ହୋଇଥାଏ । ତେବେ ସୂର୍ଯ୍ୟ ଗ୍ରହଣର ପ୍ରଭାବରେ ୬ଟି ରାଶିର ଲୋକଙ୍କ ଉପରେ ରହିଛି ଖରାପ ପ୍ରଭାବ ଆଉ ସମସ୍ଯାମନ ହୋଇପାରେ । ତେଣୁ ଏହି ୬ଟି ରାଶି ମାନେ ସାବଧାନ ରହିବା ଉଚିତ । ଏହି ଗ୍ରହଣ ପୁରା ୪ ଘଣ୍ଟା ୩ ମିନିଟ ଯାଏଁ ଯାହା ବର୍ଷର ଅନ୍ତିମ ଗ୍ରହଣ ଅଟେ । ତେବେ ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଉପରେ ଗ୍ରହଣର ଖରାପ ପ୍ରଭାବ ପଡିବାକୁ ଯାଉଛି ।
ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହଣ ସମୟରେ ଖାଦ୍ୟ ରୋଷେଇ କରିବା ବା ଖାଇବାରୁ ବଞ୍ଚିତ ରହିବା ଉଚିତ । ଯଦି ଖାଦ୍ୟ ପ୍ରସ୍ତୁତ କରି ରଖିଛନ୍ତି ଗ୍ରହଣ ସମୟରେ ତେବେ ସେଥିରେ ତୁଳସୀ ପତ୍ର ପକାଇ ରଖନ୍ତୁ । ଏହା ଦ୍ଵାରା ଗ୍ରହଣର କୁପ୍ରଭାବ ପଡେ ନାହି ଖାଦ୍ଯ ଉପରେ । ଗ୍ରହଣ ସ୍ମାସମୟରେ ପିନ୍ଧିଥିବା ବସ୍ତ୍ର ଅଶୁଦ୍ଧ ହୋଇଥାଏ । ତେଣୁ ଗ୍ରହଣ ଶେଷ ହେବା ପରେ ସ୍ନାନ କରି ବସ୍ତ୍ରକୁ ଧୋଇବା ଉଚିତ । ଗ୍ରହଣ ସମୟରେ ପତ୍ର, କାଠ ଓ ଫୁଲ ଛିଡାଇବା ଉଚିତ ନୁହେଁ ।
ଗ୍ରହଣ ସମୟରେ ବାହାରକୁ ଯିବା ଅନୁଚିତ ଅଟେ । ଏବେ ଆସନ୍ତୁ ଜାଣିବା କେଉଁ ରାଶି ଉପରେ ଗ୍ରହଣର ଖରାପ ପ୍ରଭାବ ପଡିବାକୁ ଯାଉଛି । ତୁଳା ରାଶି : ଏହି ରାଶିର ଲୋକଙ୍କ ଉପରେ ସୂର୍ଯ୍ୟ ଗ୍ରହଣର କୁପ୍ରଭାବ ପଡିବାକୁ ଯାଉଛି । ଏହି ସମୟରେ ଆପଣଙ୍କୁ ଆର୍ଥିକ ସମସ୍ଯା ହେବା ସହ ଗାଡି ଚଳାଇବା ସମୟରେ ସତର୍କ ରୁହନ୍ତୁ । ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । ଏହି ସମୟରେ ଆକସ୍ମିକ ଧନ ଲାଭ ମଧ୍ୟ ହୋଇପାରେ । ସନ୍ତାନଙ୍କ ଠାରୁ ଦୁଖ ମିଳିପାରେ ।
ବୃଷ ରାଶି : ଏହି ରାଶିର ଲୋକଙ୍କୁ ଗ୍ରହଣ କାଳରେ ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଉଚିତ । ଏମିତି ବି ହୋଇପାରେ କୌଣସି ବଡ ଦୁର୍ଘଟଣା ହୋଇପାରେ । ତେଣୁ ବାହାରକୁ ଯିବା ସମୟରେ ସତର୍କ ରୁହନ୍ତୁ । ପରିବାରରେ ଝଗଡା ବି ହୋଇପାରେ ।
ମିଥୁନ ରାଶି : ସୂର୍ଯ୍ୟଗ୍ରହଣ ସମୟରେ ଆପଣଙ୍କୁ ଭାଗ୍ଯର ସହଯୋଗ ମିଳିବ ନାହି । ସମୟ ଅନୁକୂଳ ନ ଥିବାରୁ କାମ ପୁରା ହେବାରେ ବିଳମ୍ବ ହୋଇପାରେ । ସ୍ୱାସ୍ଥ୍ୟ ଖରାପ ହୋଇପାରେ ।
କନ୍ୟା ରାଶି : କୌଣସି ବଡ ନିବେଶରୁ ବଞ୍ଚିତ ରୁହନ୍ତୁ । ଯଦି ନିବେଶ ଜରୁରୀ ହୋଇଥାଏ ତେବେ ପ୍ରଥମେ ବଡ ମାନଙ୍କର ପରାମର୍ଶ ନିଅନ୍ତୁ । ଅଯଥା ଖର୍ଚ୍ଚ ବଢିପାରେ । ସ୍ୱାସ୍ଥ୍ୟ ଖରାପ ହୋଇପାରେ ।
ମକର ରାଶି : ଆପଣ ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ । ବଡ ରୋଗର ଶିକାର ହୋଇପାରନ୍ତି । ବିଦେଶରୁ ଶୁଭ ସମାଚାର ହୋଇପାରେ । ପଇସା ମାମଲାରେ ଧ୍ୟାନ ଦିଅନ୍ତୁ ।
ବିଛା ରାଶି : ଆର୍ଥିକ ସମସ୍ଯା ହୋଇପାରେ । ବଡ ଦୁର୍ଘଟଣା ହୋଇପାରେ । ତେଣୁ ଯାତ୍ରା କରନ୍ତୁ ନାହି । ନୂଆ କାମ ଆରମ୍ଭ କରନ୍ତୁ ନାହି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।