ଏଠାରେ ନାଗ ଦେବତା ନିଜେ ଆସି ଶିବଙ୍କ ମୂର୍ତି ଭାଙ୍ଗିବାରୁ ବଞ୍ଚାଇ ଥିଲେ, ମୂର୍ତ୍ତି ଦେଖି ସମସ୍ତଙ୍କର ଉଡିଲା ହୋସ 

ଜନ୍ମ ମୃତ୍ୟୁ ଦୁନିଆର ସବୁଠୁ ବଡ ସତ୍ୟ । ଏହାକୁ କେହି ଏଆଇ ଦେଇ ପାରିବେନି । ତେବେ ସବୁବେଳେ ଲୋକେ କୁହନ୍ତି ଯଦି ମୃତ୍ୟୁ ଆସିବା ଆଗରୁ ଆମକୁ ଜଣା ପଡନ୍ତା ତେବେ ଆମେ ବହୁତ କିଛି କରିପାରନ୍ତୁ । ତେବେ ଆଜିଆମେ ଆପଣଙ୍କୁ ସେହିବିଷୟରେ କିଛି କହିବାକୁ ଯାଉଛୁ । ଶିବପୁରାଣରେ ମୃତ୍ୟୁର ସଙ୍କେତ ସମ୍ବନ୍ଧରେ କିଛି କୁହାଯାଇଛି । ଏହି ସଙ୍କେତ ଜାଣି କେହି ବି ବ୍ୟକ୍ତି ମୃତ୍ୟୁ ସମ୍ବନ୍ଧରେ ଜାଣି ପାରିବ । ଆଜି ଆମେ ଶିବପୁରାଣ ସଙ୍କେତ ବିଷୟରେ କହିବାକୁ ଯାଉଛୁ । ଆସନ୍ତୁ ଜାଣିବା ଶିବପୁରଣ ସହିତ ଜଡିତ କେତେକ ସଙ୍କେତ । କୌଣସି ବ୍ୟକ୍ତିର ଯଦି ପାଣି, ତେଲ, ଘିଅ ଓ ଦର୍ପଣରେ ଯଦି ଛାଇ ଦେଖାଯାଉ ନହିଁ ତ ସେହି ବ୍ଯକ୍ତିର ଜଲ୍ଦି ମୃତ୍ୟୁ ହେବ ।

Image Courtesy: Google

ଯଦି ଛାଇ ବୀନା ମୁଣ୍ଡରେ ଦେଖାଯାଉଛି ତ,ମୃତ୍ୟୁର ସଙ୍କେତ ବୋଲି ଜଣା ପଡେ । ନିଆଁର ଆଲୋକ ଠିକସେ ଦେଖା ନ ଗଲେ ବି ମୃତ୍ୟୁର ସଙ୍କେତ ଜଣାପଡେ । ନୀଳ ରଙ୍ଗର ମାଛି ବାର ବାର ଆସିବାର ଅର୍ଥ ୧ ମାସରେ ମୃତ୍ୟୁ ହୋଇପାରେ । ଗୀଦ୍ଧ ପକ୍ଷୀ ଓ କାଉ ପାଖା ପାଖି ଉଡିବା କି ଘେରନ୍ତି ତ ୧ ମାସ ଭିତରେ ମୃତ୍ୟୁ ହୋଇଯାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Image Courtesy: Google

ଆଜି ଆମେ ଆପଣଙ୍କୁ ଭଗବାନ ଶିବଙ୍କ ଗୋଟେ ସତ୍ୟ ଘଟଣା ବିଷୟରେ କିଛି କହିବାକୁ ଯାଉଛୁ ଯାହା ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ କରିବେ । ଠାରେ ଗୋଟେ ଜେସିବି ମେସିନ କୌଣସି ରୋଡ କାମ ପାଇଁ ମାଟି ଖୋଳୁଥିଲେ ତେବେ ଖୋଳିଲା ବେଳେ ଜେସିବି ଡ୍ରାଇଭରକୁ ହଟାତ ଗୋଟେ ଜାଗାରେ କିଛି ଫସିଲା ବାଗିଆ ଲାଗିଲା ଯାହା ପରେ ମେସିନ ଖରାପ ହୋଇଗଲା କିନ୍ତୁ କିଛି ସମୟ ପରେ ଠିକ ହୋଇଗଲା ।

Image Courtesy: Google

ଆଉ ଠାରେ କାମ କଲା ବେଳେ ଡ୍ରାଇଭରକୁ ହଟାତ ଗୋଟେ ସାପ ମୁଣ୍ଡ ମାଟିରେ ଦେଖା ଗଲା ତେବେ ସାପକୁ ବଞ୍ଚାଇ ଡ୍ରାଇଭର ନିଜ କାମ କଲା ଯାହା ପରେ ପରେ ମାଟି ଖୋଳିଲା ପରେ ଦେଖା ଗଲା ଯେ ସାପ ଗୋଟେ ଶିବଙ୍କ ମୂର୍ତିକୁ ବଞ୍ଚାଇବା ପାଇଁ ଶେଠୀ ଥିଲା । ତେବେ ଡ୍ରାଇଭର କହିବା ଅନୁଯାଇ ଯେତେବେଳେ ତାଙ୍କ ଗାଡି ଖରାପ ହୋଇଥିଲା ସେହି ସମୟରେ ସେ ସାପକୁ ଦେଖି ନଥିଲେ ତେବେ ସମସ୍ତଙ୍କ ମାନ୍ୟତା ଅନୁଯାଇ ଭଗବାନ ନିଜ ଭକ୍ତକୁ ବଞ୍ଚାଇବା ପାଇଁ ଗାଡି ଖରାପ କରିଥିଲେ ଓ ଭକ୍ତ ନିଜ ଭଗବାନ ମୂର୍ତି ବଞ୍ଚେଇବା ପାଇଁ ନିଜ ପ୍ରାଣ ରକ୍ଷା ମଧ୍ୟ କଲା ନାହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *