ଏଠାରେ ପୂଜାରୀ ନୁହେଁ ଗୋଟିଏ ବାନର କରିଥାଏ ହନୁମାନଙ୍କ ପୂଜା, ଯିଏ ବି ଯାଏ କେବେ ଖାଲି ହାତରେ ଫେରେ ନାହିଁ

ଏଠାରେ ପୂଜାରୀ ନୁହେଁ ଗୋଟେ ବା-ନ-ର ହିଁ କରିଥାଏ ହନୁମାନଙ୍କ ପୂଜା । ଆଜି ଆପଣଙ୍କୁ ଏମିତି ଗୋଟେ ଦିବ୍ୟ ବା-ନ-ରର ଦର୍ଶନ କରାଇବାକୁ ଯାଉଛୁ ସେ ଏମିତି ସେମିତି ବା-ନ-ର ନୁହେଁ ସ୍ଵୟଂ ହନୁମାନ ଜିଙ୍କ ଆଶୀର୍ବାଦ ରହିଛି । ବିଶେଷ କୃପାର ପାତ୍ର ମଧ୍ୟ ଅଟନ୍ତି । ଏହି ବା-ନ-ରର ସବୁଠୁ ଖାସ କଥା ଏହାକି ସେ ସକାଳୁ ହନୁମାନ ଭଗବାନଙ୍କର ପୂଜା କରିଥାଏ । ଆଉ ରାତି ସମୟରେ ହନୁମାନଙ୍କୁ ଜଗା ରଖା ମଧ୍ୟ କରିଥାଏ ।


ଆମେ ଆଲୋଚନା କରୁଛୁ ଆଜମେରର ବଜରଙ୍ଗ ଗଡ ମନ୍ଦିର ବିଷୟରେ ସେଠାରେ ପୂଜାରୀ ନୁହେଁ ଗୋଟେ ବା-ନ-ର ପୂଜା କରିଥାଏ ହନୁମାନ ଜି ଙ୍କ ପୂଜା । ହନୁମାନ ଭକ୍ତଙ୍କ ଆସ୍ଥା ପ୍ରତି ଆଜମେରର ବଜରଙ୍ଗ ଗଡ ମନ୍ଦିରରେ ପୂର୍ବ ସାତ ବର୍ଷରୁ ରାମୁ ନାମକ ଗୋଟେ ବା-ନ-ର ପ୍ରଭୁଙ୍କ ଭକ୍ତି କରୁଛି । ରାତିରେ ସେ ଭଗବାନଙ୍କୁ ଜଗିଥାଏ ମଧ୍ୟ ଆଉ ତା ଭିତରେ ବହୁତ ଖାସ ବିଶେଶ୍ଵତ ରହିଛି ଯାହା ଆଉ କେଉଁ ବା-ନ-ର ଭିତରେ ଦେଖିବାକୁ ମିଳିନଥାଏ ।


ରାମୁ ମନ୍ଦିରରେ ହିଁ ରହିଥାଏ, ରମୁ ଗୋଟେ ଭଲ ଭକ୍ତ ଭଳି ମଠରେ ବାଲାଜିଙ୍କ ତିଳକ ମଧ୍ୟ ଲଗାଇ ଥାଏ । ଏହା ସହିତ ହନୁମାନ ଭକ୍ତଙ୍କୁ ମଧ୍ୟ ଆଶୀର୍ବାଦ ମଧ୍ୟ ଦେଇଥାଏ । ରାମୁ ମନ୍ଦିରରେ ଘଣ୍ଟି, କୀର୍ତନ ମଧ୍ୟ କରିଥାଏ, ଭକ୍ତ ମାନଙ୍କ ସହିତ ଆରତୀ ଆଉ ଭଜନ ଓ ହନୁମାନ ଚାଳିଶା ମଧ୍ୟ କରିଥାଏ । ବହୁତ ବାର ଭଜନ ଦ୍ଵାରା ନୃତ୍ୟ ମଧ୍ୟ କରିଥାଏ । ରାମୁ ବା-ନ-ର ବଜରଙ୍ଗ ଗଡ ମନ୍ଦିରର ଚୌକିଦାର ଓଁକାର ସିଂର ବହୁତ ନିକଟତର ଅଛି ।


ମଣିଷ ଓ ପଶୁ ଭିତର ବହୁତ ସୁନ୍ଦର ସମ୍ପର୍କ ଏହି ଦୁଇଜଣଙ୍କ ଭିତରେ ଦେଖିବାକୁ ମିଳିଥାଏ । ଓଁକାର ସିଂହ କହିଲେକି ରାମୁ ସାତ ବର୍ଷ ପୂର୍ବେ କେଉଁ ମଦାରିଠୁ ଖସିକି ଚାଲି ଆସିଥିଲା । ରାମୁ ଯେବେ ଆସିଥିଲା ସେ ରୋ-ଗ-ଗ୍ର-ସ୍ତ ଥିଲା । କିନ୍ତୁ ଲୋକମାନେ ତାକୁ ନଜର ଅନ୍ଦାଜ କରିଥିଲେ କିନ୍ତୁ ଓଁକାର ତାଙ୍କର ବହୁତ ସେବା କରିଥିଲେ । ଯେମିତି ଯେମିତି ସମୟ ବୀତି ଚାଲିଲା ତାଙ୍କ ଦୁଇଜଣଙ୍କ ସମ୍ପର୍କ ବହୁତ ଗଭୀର ହୋଇଥିଲା ।


ଓଁକାର ଧୀରେ ଧୀରେ ରମୁକୁ ବହୁତ କିଛି ଶିଖାଇ ଦେଇଥିଲେ । ମନ୍ଦିରର ପୂଜାରୀ କହିଥାନ୍ତିକି ରାମୁର କାମ ମନ୍ଦିର ପାଇଁ ଶୁଭ ଅଟେ । ସେ ସାକ୍ଷାତ ବାଲାଜିଙ୍କ ରୂପରେ ମନ୍ଦିରର ରକ୍ଷା କରିଥାଏ । ଯେବେଠୁ ରାମୁ ଆସିଛି ସେବେଠୁ ମନ୍ଦିରର ବହୁତ ଉନ୍ନତି ହୋଇଛି, ଆଉ ଲୋକ ମାନଙ୍କୁ ମଧ୍ୟ ବହୁତ ପ୍ରକାର ଲାଭ ହୋଇଛି । ସେହି ଜାଗାକୁ ଯିବାର ସୁଯୋଗ ମିଳିଲେ ନିଶ୍ଚିତ ରୂପରେ ଯିବେ ଆଉ ରାମୁଙ୍କୁ ନିଶ୍ଚିତ ଦେଖା କରିବେ ।

Leave a Reply

Your email address will not be published. Required fields are marked *