ଏଠି ଜୀବନକୁ ପାଣି ଛଡାଇ ଗାଡି ଚଲାଇଥାନ୍ତି ଲୋକେ, ଥରେ ଗଲା ପରେ ଫେରିବାର କୌଣସି ଆଶା ନଥାଏ

ଏହା କହିବା ବହୁତ ମୁସ୍କିଲଯେ ଦୁନିଆରେ ସବୁଠାରୁ ଲମ୍ବା ମରଭୂମି ରାସ୍ତା କଉଟା, ତେବେ ସମସ୍ଯା ସହ ଏହି ଟାଇଟଲ ବଦଳି ଚାଲିଛି, ଆମେ ଆପଣଙ୍କୁ ଆଜି ଯେଉଁ ମରୁଭୁମି ରାସ୍ତା ବିଷୟରେ କହିବାକୁ ଯାଉଛୁ ତାହା ୯୨୮ କିଲୋମିଟର ହାଇବେ । ତେବେ ଏହି ରାସ୍ତା ଚାଇନା ରାଜଧାନୀକୁ ଚାଇନା ଜିଙ୍ଗୟାଙ୍ଗୟୁ ରିସୋର୍ଟ ସହ ଯୋଡିଥାଏ, ଏହି ହାଇବେ କାମ ୨୦୧୬ ମସିହା ୨୫ ସେପ୍ଟେମ୍ବରରେ ସମାପ୍ତ ହୋଇଥିଲା, ସେହି ସମୟ ପର୍ଯ୍ୟନ୍ତ ଏହା ଦୁନିଆ ର ସବୁଠାରୁ ଲମ୍ବା ମରଭୂମି ରାସ୍ତା ଥିଲା ।

Image Courtesy: Google

ଆପଣ ହୁଏତ ଭରସା କରି ପାରିବେଣୀ ଯେ ଏହି ହାଇବେ କୁ ନିର୍ମାଣ କରିବା ପାଇଁ ୫ଦଶମିକ ୫ ମିଲିଅନ ଡଲାର ଖର୍ଚ ହୋଇଛି । କୁହାଯାଏ ଯେ ଠାରେ ଯିଏ ରାତିରେ ଏହି ରାସ୍ତାରେ ଅଟକିଯାଇଥାଏ ସେ ସକାଳେ ମୃତ ମିଳିଥାଏ ଏହା ଛଡା ଏହି ରାସ୍ତାକୁ ନିର୍ମାଣ କରିବା ପାଇଁ ଚାଇନା ଦେଶ ବଡ ବଡ ଲୋକ ଏହାର କଣ୍ଟ୍ରାକ୍ଟ ନେଇଥିଲେ, ତେବେ ଆପଣ ନିଜେ ଅନୁମାନ କଲେ ଏହି ଭଳି ମରଭୂମିରେ ଟାଣ ଖରାରେ ଶ୍ରମିକ ମାନେ କେମିତି କାମ କରିଥିବେ କିନ୍ତୁ ଶ୍ରମିକ ମାନେ ମାସ ମାସ ଧରି ଏହି ମରଭୂମିରେ କାମ କରି ଚାଲିଲେ, ଏହି ହାଇବେ ନିର୍ମାଣରେ ବହୁତ ଶ୍ରମିକ ଏହି ଭଳି ପରିସ୍ଥି ରେ ନିଜକୁ ବଞ୍ଚାଇବାରେ ଅସଫଳ ହୋଇଥିଲେ ।

Image Courtesy: Google

ଏହି ହାଇବେ ଠାରୁ ସହର ହଜାର ହଜାର କିଲୋମିଟର ଦୂରରେ ଥିଲା ଏହା ଛଡା ଶ୍ରମିକ ମାନଙ୍କୁ ଏଠାରେ କିଛି ପାଇବା ଅସମ୍ଭବ ଅଟେ ଚାଇନା ଏହି କଥା ଜାଣିଥିଲା ଯେ ଏହି ପରି ହାଇବେ ନିର୍ମାଣ ହେଲା ପରେ ସେ ଏହି ରାସ୍ତାରେ ନିଜ ବାଣିଜ୍ୟ କାମ ବହୁତ ସହଜରେ କରି ପାରିବ ସେଥିପାଇଁ ସେ ଏହି ଭଳି ହାଇବେ ନିର୍ମାଣ ପାଇଁ ଏତେ ଟଙ୍କା ଓ ଶ୍ରମ ଲଗେଇଲା ।

Image Courtesy: Google

ଏହି ରାସ୍ତା ପୁରା ନୂଆ କିନ୍ତୁ ଏହାର ବାତାବରଣ ଅସହନୀୟ ଅଟେ ଏଠାରେ ଯାଇଥିବା ଲୋକ ଏହି ଯାତ୍ରାକୁ ଭୟଙ୍କର ବୋଲି କୁହନ୍ତି ଯାତ୍ରୀ କହିବା ଅନୁଯାଇ ଠାରେ ଗାଡି ଖରାପ ହେଲେ ଆଉ ଷ୍ଟାର୍ଟ ହୁଏ ନାହିଁ, ରସିଆରେ ଗୋଟେ ରାସ୍ତା ଅଛି ଯାହା ନା ରଶିଅନ ସାଇବେରିଆନ ହାଇବେ ଏହି ହାଇବେ ଚାଇନା ଠାରୁ ବି ବଡ ଓ ଲମ୍ବା ଅଟେ, ଏହି ରୋଡ ୧୧ ହଜାର କିଲୋମିଟର ଲମ୍ବ ଅଟେ ଯାହା ଭାବିଲେ ମଧ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ।

ଏହି ରୋଡ ଆଟଲାଣ୍ଟିକ ଏବଂ ଜାପାନ ମହାସାଗରକୁ ମଧ୍ୟ ଯୋଡିଥାଏ ଏହି ରୋଡ, କୁହାଯାଏ ଯେ ଏହି ରୋଡ କଇଦି ମାନଙ୍କୁ ନେଇ ନିର୍ମାଣ କରା ଯାଇଥିଲା ତେବେ ଯାତ୍ରୀ ମାନଙ୍କ କହିବା ଅନୁଯାଇ କିଛି ବାଟ ଏହି ରୋଡ ସାମାନ୍ଯ ଲାଗିବ କିନ୍ତୁ କିଛି ବାଟ ଗଲା ପରେ ଏହି ରୋଡ ନର୍କଠାରୁ ବି ହିନ ଅଟେ, ଏହି ରୋଡରେ ଛୋଟ ବା ଦୁଇ ଚକା ଗାଡି ଯିବା ମନା ଅଟେ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *