ସୁନ୍ଦର ଦେଖାଯିବା ପାଇଁ ସାପର ରକ୍ତ ପିଅନ୍ତି ଏଠିକାର ଲୋକ, ଏହା କେଉଁ ସାପ ଜାଣିଲେ ଉଡିଯିବ ଆପଣଙ୍କ ହୋସ

ସାପ ନା ଶୁଣିଲେ ଲୋକ ଡଋ ଯାଇଥାନ୍ତି ଏହାର କାରଣ ସାପ ଚୋଟ ମାରିବା ମାତ୍ରେ ମଣିଷ ମୃତ୍ୟୁ ହୋଇଥାଏ, ଦୁନିଆରେ ବହୁତ ପ୍ରକାର ଦେଶ ଏବଂ ତାଙ୍କର ଭିନ୍ନ ଭିନ୍ନ ସଭ୍ୟତା ଅଛି, ସମସ୍ତଙ୍କ ସଭ୍ୟତା ଅଲଗା ଅଲଗା ଅଟେ । ତେବେ ଏହା ଆମେ ସମସ୍ତେ ଜାଣିଛୁ ଯେ ସାପ ଛୋଟ ଥିଲେ ମଧ୍ୟ ବିଷ ପର୍ଯ୍ୟାପ୍ତ ଥାଏ, ତେବେ କଣ ଆପଣ ଏହା ଜାଣିଛନ୍ତି ଯେ ଦୁନିଆରେ ଏମିତି କେତେକ ଦେଶ ଅଛି ଯେଉଁଠାରେ କୋବରା ଭଳି ବିଷାକ୍ତ ସାପର ରକ୍ତ ପିଅନ୍ତି ମହିଳାମାନେ, ସାପ ବହୁତ ବିଷକ୍ତ ଜନ୍ତୁ ଅଟେ ଏହାକୁ ଦେଖିଲେ ଲୋକ ଡରନ୍ତି କିନ୍ତୁ ଏଠି ଓଲଟା ଅଟେ ଲୋକ ଖୋଜି ଖୋଜି ସାପ ମାରନ୍ତି ଏବଂ ତାଙ୍କ ରକ୍ତ ସେବନ କରନ୍ତି . ଏହା ବ୍ୟତୀତ ଏମିତି କେତେ ଦେଶବି ଅଛି ଯେଉଁଠି ଏହି ସାପକୁ ମାରିକି ଖାଇ ଥାଆନ୍ତି ।

ସେଇ ଦେଶ ହେଉଛି ଇଣ୍ଡୋନେସିଆ । ଏଠିକାର ଲୋକେ ସାପରେ ତିଆରି ହୋଇଥିବା ଖାଦ୍ୟ ମଧ୍ୟ ଖାଇ ଥାଆନ୍ତି । ତା ସହିତ ବିଷାକ୍ତ କୋବ୍ରାର ରକ୍ତକୁ ଖୁସିରେ ପିଅନ୍ତି । ଗୋଟେ କଥା ଅଛି କି ‘ସାପର ଚୋଟ ଖିଆ ପାଣି ବି ମାଗି ନଥାଏ ‘ କିନ୍ତୁ ଏଠିକା ଲୋକ ଉପରେ ଏହା ଶୋଭା ଦେଇ ନଥାଏ । କାହିଁକି ନା ଏଠିକା ଲୋକ ସାପବିନା ରହିହିଁ ପାରିବେନି । ତେବେ ଇଣ୍ଡୋନେସିଆ ର  ରାଜଧାନୀ ଜକର୍ତାରେ ଲୋକେ କୋବ୍ରାର ରକ୍ତ ଦେହ ସୁସ୍ଥ ରଖିବା ପାଇଁ ସେବନ କରି ଥାଆନ୍ତି।

ସେହି ମହିଳାମାନେ ନିଜ ତ୍ଵଚାର ସୁନ୍ଦରତା କରିବା ପାଇଁ ଏହାକୁ ପିଇ ଥାଆନ୍ତି । ତାଙ୍କର ଏହା ମାନନ୍ତିକି କୋବ୍ରାର ରକ୍ତ ପିଇବା ଦ୍ଵାରା ତ୍ଵଚା ଉଜଳିତ ହୋଇଥାଏ । ଜକର୍ତାର ବେଶିଥର କ୍ଷେତ୍ରରେ କୋବ୍ରାର ରକ୍ତ ବିକା ଯାଏ । ଏବଂ ଲୋକ ସନ୍ଧ୍ୟାରେ ବୁଲିବା ସମୟରେ ତାକୁ ଟେଷ୍ଟ କରିଥାନ୍ତି । ସେଇଠି କିଛି ଲୋକ ଏହାର ମାଂଶକୁ ଖାଇ ଥାଆନ୍ତି । ରକ୍ତର ରେଟ ଶୁଣିକି ସେଠିକା ଲୋକ ସବୁଦିନ ହଜାରେ ସାପ କାଟି ଥାଆନ୍ତି ।

ଏହି ଦୋକାନୀ ସନ୍ଧ୍ୟା 5 ଟାରେ ଖୋଲିଥାଏ ଏବଂ ରାତି 1 ବେଳେ ବନ୍ଦ ହୋଇଥାଏ । ଦିନେ ରାତିରେ ସେଠିକା ବେପାରୀ 5 ରୁ 10 ଲକ୍ଷ୍ୟ ଟଙ୍କା ବେପାର କରିଥାଆନ୍ତି ସେଠି ମଧ୍ୟ ଭଲ ବେପାର ହୋଇଥାଏ । ଯାହାକୁ ଆମେ ଦେଖିଲେ ଡରୁ ସେଠିକା ଲୋକେ ତାକୁ ଖାଇ ଥାଆନ୍ତି ଓ ଖୁସିରେ ମୁହଁରେ ତାଙ୍କ ରକ୍ତ ଲଗାଇ ଥାଆନ୍ତି । ଏଠାରେ ଥିବା ଲୋକଙ୍କ ମାନ୍ୟତା ଏହା ଅଟେ ଯେ କୋବରା ଭଳି ବିଷାକ୍ତ ସାପ ରକ୍ତ ପିଇଲେ ତ୍ଵଚା ସୁନ୍ଦର ଏବଂ ସ୍ଵଛ ହୋଇଥାଏ ସେଥିପାଇଁ ଝିଅମାନେ ଅଧିକ ସେବନ କରିବା ପସନ୍ଦ କରନ୍ତି ।

Leave a Reply

Your email address will not be published. Required fields are marked *