ଏହି କାରଣ ପାଇଁ ଝିଅକୁ ବୁଧବାର ଦିନ ଶାଶୁଘରକୁ ପଠାଯାଇନଥାଏ, ଜାଣନ୍ତୁ କାରଣ

ହେଲ୍ଲୋ ଫ୍ରେଣ୍ଡ୍ସ, ଆମେ ଆପଣଙ୍କୁ ସ୍ଵାଗତ କରୁଛୁ ଆମର ଆଜିର ଏହି ଲେଖାକୁ । ଆଜି ଆମେ ଆପଣଙ୍କୁ କହିବୁ ଆମ ହିନ୍ଦୁ ଧର୍ମରେ ପ୍ରଚଳିତ ଥିବା ଏକ ପ୍ରଥା ବିଷୟରେ ଯାହା ଆପଣ ପାଳନ ତ କରନ୍ତି କିନ୍ତୁ ଏହା ପଛରେ ଥିବା କାରଣ ଆପଣ ଜାଣି ନାହାନ୍ତି । ହିନ୍ଦୁ ଧର୍ମରେ ବହୁତ ପ୍ରଥା ଏବଂ ପରମ୍ପରା କଥା କୁହାଯାଇଛି । ଏହି ପରମ୍ପରାରେ ଜଡିତ କିଛି ନିୟମ ଅଛି ଯାହାକୁ ଆମେ ପାଳନ କରୁ କିନ୍ତୁ ଏହି ନିୟମ ପଛର କାରଣ କଣ ଅନେକ ଲୋକଙ୍କୁ ଜଣାନଥାଏ ।

ଏହି ପରି ଏକ ନିୟମ ହେଉଛି ଝିଅ ବୁଧବାର ଦିନ ଶାଶୁଘରକୁ ଯାଇପାରିବ ନାହିଁ, ଏହି ନିୟମ ପଛର ଥିବା ରହସ୍ୟ ଅନେକ ଲୋକଙ୍କୁ ଜଣାନାହିଁ । ଆଜି ଆମେ ଏହି ନିୟମ ବିଷଯରେ ଜାଣିବା ।

ଶାସ୍ତ୍ର ଅନୁସାରେ ଯଦି ଆପଣ ନିଜ ଝିଅକୁ ବୁଧବାର ଦିନ ବିଦା କରୁଛନ୍ତି ତେବେ ଆପଣଙ୍କ ଝିଅର ଜୀବନ ଅତ୍ୟନ୍ତ ଦୁଃଖପୂର୍ଣ୍ଣ ରହିବ । ଯଦି ଆପଣଙ୍କ ଝିଅର ବୁଧ ଗ୍ରହ ଦଶା ଖରାପ ଥିବ ତେବେ ଆପଣ ଏହି ଭୁଲ ଜମା ବି କରନ୍ତୁ ନାହିଁ ।

ବୁଧ ଗ୍ରହ ଚନ୍ଦ୍ରର ଶତ୍ରୁ ଅଟନ୍ତି, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚନ୍ଦ୍ରଙ୍କୁ  ଯାତ୍ରାର କାରକ ଓ ବୁଧଙ୍କୁ ଲାଭର କାରକ କୁହାଯାଏ । ଏଥିପାଇଁ ଏହି ଗ୍ରହ ମାନଙ୍କର ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ ପରିଲିଖିତ ହୁଏ ।

ବୁଧବାର ଝିଅକୁ ବିଦା କଲେ ରାସ୍ତାରେ ଦୁର୍ଘଟଣା ହେବାର ଆଶଙ୍କା ଅଛି । କେବଳ ସେତିକି ନୁହେଁ ଏହି କାରଣରୁ ଆପଣଙ୍କ ଝିଅର ଶଶୁରଘର ସହ ସମ୍ପର୍କ ମଧ୍ୟ ଖରାପ ହୋଇପାରେ ।

ବୁଧବାର ଦିନ କୌଣସି ଯାତ୍ରା କରିବା ଜୀବନ ପ୍ରତି ବିପଦ ଆଣିଥାଏ । ଯଦି ବୁଧ ଖରାପ ସ୍ଥିତିରେ ଥିବେ ତେବେ ଦୁର୍ଘଟଣା କିମ୍ବା କିଛି ବି ଅନିଷ୍ଟ ହେବାର ସମ୍ଭାବନା ଅଛି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *