ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଫେସବୁକରୁ ଟଙ୍କା ରୋଜଗାର ହେବ ଏବେ ସହଜ । ମନିଟାଇଜେସନ ଫିଚର ଆନୁଛି କମ୍ପାନୀ । ଆପଣ ଯଦି ଫେସବୁକରେ କୌଣସି ଗୃପ ଚଲାଉଛନ୍ତି ତେବେ ଆପଣଙ୍କ ପାଇଁ ରହିଛି ବଡ ଖୁସି ଖବର । କମ୍ପାନୀ ବହୁତ ଜଲ୍ଦି ଫେସବୁକ ରେ ମନିଟାଇଜେସନ ଫିଚର ଆଣିବାକୁ ଯାଉଛି । ଯେଉଁଥିରେ ଗୃପ ଆଡମୀନ ଏବେ ଫେସବୁକରୁ ଟଙ୍କା ରୋଜଗାର କରି ପାରିବେ । ଫେସବୁକ ମନିଟାଇଜେସନ ଗୃପ ରେ କାମ କରିବା ପାଇଁ କମ୍ପାନୀ ପ୍ରସ୍ତୁତି ଚଳାଇଛି । ଏଥିପାଇଁ ନୂଆ ଟୁସ ର କାମ ଆରମ୍ବ କର ଯାଉଛି ।
ଯଦି ଏପରୁ ହୁଏ ତେବେ ଫେସବୁକ ରୁ ଗୃପ ରୁ ଲାଭବାନ ହେବେ ଗୃପ ଆଡମିନ । ଫେସବୁକ କମ୍ପାନୀ ଏବେ ଫେସବୁକ ଗୃପ ପାଇଁ ସପିଙ୍ଗ, ଫଣ୍ଡ ରାଇଜିଙ୍ଗ ଓ ସବସ୍କ୍ରୀପସନ ଭଳି ଅଫର ଆଣିବାକୁ ଯାଉଛି । ଯେଉଁଥିରେ ଟଣକ ରୋଜଗାର କରିବେ ଗୃପ ଆଡମିନ । ନାଉଆ କରି ଆସିବାକୁ ଯାଉଥିବା ଏହି ପ୍ରଥମ ଫିଚର ହେଉଛି କମ୍ୟୁନିଟି ସପ । ଏହା ଏପରି ଏକ ଫିଚର ଯେଉଁଠାରେ ଗୃପ ଆଡମିନ ନିଜ ଗୃପ ରେ ବିଭିନ୍ନ ସାମଗ୍ରୀ ର ବ୍ୟବସାୟ କରି ପାରିବେ । ଏହା ସହ ଅଧିକ ଟଙ୍କା ରୋଜଗାର କରି ପାରିବେ ।
ସେହିପରି ଫଣ୍ଡ ରାଇଜିଙ୍ଗ ଫିଚର ସାହାଜ୍ଯ ରେ ଫେସବୁକ ରୁ ଗୃପ ଆଡମିନ ବିଭିନ ପ୍ରୋଜେକ୍ଟ ପାଇଁ କ୍ରାଉଡ ଫଣ୍ଡିଙ୍ଗ ଯୋଗାଡ କରି ପାରିବେ । ଗୃପ ଚଳାଇବା ପାଇଁ ଏହି ଫିଚର ସାହାଜ୍ଯ ରେ ଲୋକଙ୍କ ଠାରୁ ଟଙ୍କା ଯୋଗାଡ କରି ହେବ । ତା ସହ ଫେସବୁକ ଗୃପ ରେ ସବସ୍କ୍ରୀପସନ ଫିଚର ଆଡ ହେବାକୁ ଯାଉଛି । ଏହା ଦ୍ଵାରା ଏବେ ପେଡ ସବଗୃପ କରି ପାରିବେ ଆଡମିନ । ଲୋକ ମାନଙ୍କୁ ଏହି ଗ୍ରୁପର କଣ୍ଟେନ ପାଇବା ପାଇଁ ଏହାକୁ ସବସ୍କ୍ରୀପସନ କରିବାକୁ ହେବ । ଏଥିରୁ ଆପଣ ମାନେ ଲାଭବାନ ହୋଇ ପାରିବେ ।
ଫେସବୁକ ପକ୍ଷ ରୁ କୁହା ଯାଇଛି ଯେ ସବୁ ଗୃପ ରେ ଏହି ସୁବିଧା ରହିବ ନାହିଁ । ପ୍ରଥମେ କିଛି ଗୃପ ରେ ଏହି ଫିଚର କାର୍ଯ୍ୟକାରୀ ହେବ । ଏହା ପରେ ଅନ୍ୟ ଗୃପ ରେ ଏହା ମିଳି ପାରିବ । ତେବେ ମନିଟାଇଜେସନ ବ୍ଯତୀତ ଆହୁରି ଅନେକ ଫିଚର ମଧ୍ୟ ଫେସବୁକ ଗୃପ ରେ ଆସିବାକୁ ଯାଉଛି । ଫେସବୁକ ନୂଆ କଷ୍ଟମାଇଜେସନ ଫିଚର୍ସ ରେ ଗୃପ ଆଡମିନର ବ୍ୟାକଗ୍ରାଉଣ୍ଡ କଲର ଓ ଫଣ୍ଟ ଷ୍ଟାଇଲ ବଦଳାଇ ପାରିବେ । ଏହା ସହ ଫେସବୁକ ଗୃପ ଆଡମିନ ମୋଡୋରେଟର୍ସ ଙ୍କ ପାଇଁ କମ୍ୟୁନିଟି ଚ୍ୟାଟ ମଧ୍ୟ ରହିବ । ଏହା ଦ୍ଵାରା ସହଜରେ କଥାବାର୍ତ୍ତା ଓ ଚ୍ୟାଟ କରି ପାରିବେ ।
ବନ୍ଧୁଗଣ ଏହି ଘଟଣାରେ ଆପଣଙ୍କର ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।