ବାପାଙ୍କୁ ଆସିଥିଲା ରାଗ ଯେବେ ଘରେ ଜନ୍ମ ହୋଇଥିଲେ 4ଟି ଝିଅ, ଆଜି ଏମାନଙ୍କ ଦମ୍ ରେ ଚାଲୁଛି ବଲୀଉଡ

ଭାରତ ଦେଶରେ ମହିଳା ମାନଙ୍କୁ ଦେବୀ ରୂପରେ ଦେଖା ଯାଇଥାଏ । ଯଦି ପୃଥିବୀରେ ମହିଳା ନଥିବେ ତେବେ ମଣିଷ ର ଅସ୍ତିତ୍ଵ ଲିଭି ଯିବ, କିନ୍ତୁ ଆଜି ଏହି କଲିଯୁଗରେ ମହିଳା ମାନଙ୍କର ସ୍ଥିତି ବହୁତ ଖରାପ ଅଟେ । ଆଜି ଵି ଲୋକମାନେ ଝିଅ ମାନଙ୍କୁ କୌଣସି ଅଭିଶାପ ଠାରୁ କମ ଭାବନ୍ତିନୀ । ସମସ୍ତେ ଜାଣନ୍ତି ଯେ ଗୋଟିଏ ମହିଳା ହିଁ ସଂସାର ର ମୂଳ ସୂତ୍ର ଧାର ହୋଇଥାଏ ଏହା ସତ୍ବେ ଲୋକୋମାନେ ସେମାନଙ୍କର ଇଜ୍ଜତ କରନ୍ତିନି । କିନ୍ତୁ ଏହା କହିବା ଭୁଲ ହେବନି ବର୍ତ୍ତମାନ ମହିଳା ମାନଙ୍କ ବିଷୟରେ ଲୋକୋମାନଙ୍କ ଧାରଣା ନିଶ୍ଚିତ ବଦଳିଛି । କିନ୍ତୁ ଏବେ ମଧ୍ୟ କିଛି ବି ଏମିତି ଗାଁ ଅଛି ଯେଉଁଠି ଝିଅ ଜନ୍ମ ହେଲେ ଲୋକେ ଦୁଃଖ ପ୍ରକାଶ କରନ୍ତି ।

କିନ୍ତୁ କିଛି ଲୋକୋମାନେ ଜାଣନ୍ତି ନି କି ଆଜି କା ଯୁଗରେ ମହିଳା ପୁରୁଷ ମାନଙ୍କ ଠାରୁ କୌଣସି ପ୍ରକାରରେ କମ ନୁହନ୍ତି । ସେମାନେ ପୁରୁଷ ମାନଙ୍କ ସହ କାନ୍ଧ ସହ କାନ୍ଧ ମିଳାଇ ଚାଲୁଛନ୍ତି । ଝିଅ ଜନ୍ମ ହେଲେ ଲୋକମାନେ କହନ୍ତି କି ଆପଣଙ୍କୁ ବହୁତ ଶୁଭେଛା, ଆପଣଙ୍କ ଘରେ ଲକ୍ଷ୍ମୀ ଆସିଛନ୍ତି । କିନ୍ତୁ ଲୋକୋମାନେ କଣ ଏହି କଥା କୁ ମାନନ୍ତି କି ? ଏହି ପୃଥିବୀରେ ମହିଳା ମାନଙ୍କର ବୋହୁତ ବଡ ଯୋଗୋଦନ ଅଛି କାରଣ ସେମାନେ ନୂଆ ଜୀବନର ମୂଳଧାର ଅଟନ୍ତି । ମା ଲକ୍ଷ୍ମୀ ସେହି ଘରେ ରୁହନ୍ତି ଯେଉଁ ଘରେ ସ୍ତ୍ରୀ ର ସମ୍ମାନ କରାଯାଏ ।

ଆଜିର ସମୟରେ ମହିଳା ମାନେ ପୁରୁଷ ମାନଙ୍କ ଠାରୁ ସବୁ କ୍ଷେତ୍ରରେ ଆଗକୁ ଗଲେଣି । କିନ୍ତୁ ସମୟ ଥିଲା ଯେବେ ଘରେ ଝିଅ ଜନ୍ମ ହେବାକୁ ଏକ ଅଭିଶାପ ବୋଲି ଭାବୁଥିଲେ । ସେହି ଭଳି ଭାବନା ଥିଲା ଶକ୍ତି, ମୁକ୍ତି, ନୀତି, ଓ କୀର୍ତ୍ତି ମୋହନ ଙ୍କ ପିତା ଏନକେଆର । ଏବେ ଆପଣ ଭାବୁଥିବେ ଏମାନେ କିଏ? ତେବେ ଜାଣି ରଖନ୍ତୁ ଏମାନେ ଆଜି ବଲୀଉଡ ର ଜଣାଶୁଣା ଅତି ପରିଚିତ ନାମ । କିନ୍ତୁ ଯେବେ ଏମାନେ ଜନ୍ମ ହୋଇଥିଲେ ତାଙ୍କର ବାପା ବ୍ରିଜ ମୋହନ ଶର୍ମା ବହୁତ ରାଗି ଯାଇଥିଲେ । କିନ୍ତୁ ଆଜି ଏମିତି ସମୟ ଆସିଗଲା କି ସେମାନଙ୍କ ପାଇଁ ହିଁ ଲୋକେ ତାଙ୍କୁ ଜାଣୁଛନ୍ତି ।

ନୀତି ମୋହନ


ଚାରି ଭଉଣୀ ମଧ୍ୟରେ ନୀତି ମୋହନ ସବୁଠାରୁ ବଡ ଅଟେ । ନୀତି ଆଜି ବଲୀଉଡ ର ଏକ ଜଣାଶୁଣା ଗାୟିକା ଅଟେ । ସେ ବର୍ତମାନ ସୁଧା ବହୁତ ଚଳଚିତ୍ର ରେ ଗୀତ ଗାୟି ସାରିଛନ୍ତି ।

ଶକ୍ତି ମୋହନ


ଶକ୍ତି ମୋହୋନ ଆଜି ବଲୀଉଡ ର ଏକ ବହୁ ଚର୍ଚିତ ନୁର୍ତ୍ୟଶିଳ୍ପୀ ଅଟନ୍ତି , ସେ ‘ଡାନ୍ସ ଇଣ୍ଡିଆ ଡାନ୍ସ’ ରିୟାଲିଟି ସୋ ର ବିଜେତା ହୋଇଥିଲେ ।

ମୁକ୍ତି ମୋହନ


ତାହା ପର ନମ୍ବର ହଉଛି ମୁକ୍ତି ମୋହୋନ ର । ମୁକ୍ତି ମୋହୋନ ଶକ୍ତି ପରି ଜଣେ ନୁର୍ତ୍ୟଶିଳ୍ପୀ ଅଟେ । ମୁକ୍ତି ଭାରତର ଏକ ବହୁ ଚର୍ଚିତ ନୁର୍ତ୍ୟଶିଳ୍ପୀ ଅଟେ ।

କୀର୍ତି ମୋହନ


କୀର୍ତି ମୋହୋନ ଚାରି ଭଉଣୀଙ୍କ ମଧ୍ୟରେ ସବୁ ଠାରୁ ଛୋଟ ଅଟେ । କୀର୍ତି ଏକ ପ୍ରଥିଷ୍ଠିତ କମ୍ପାନୀ ରେ ସଫ୍ଟୱେର ଇଞ୍ଜିନିୟର ଭାବେ କାମ କରୁଛନ୍ତି ।

Leave a Reply

Your email address will not be published. Required fields are marked *