ଯଦି ଆପଣଙ୍କ ଆଙ୍ଗୁଳି ମଧ୍ୟରେ ଫାଙ୍କ ଅଛି ତେବେ ନିହାତି ଏହି ପୋଷ୍ଟଟି ପଢନ୍ତୁ ?

ଆପଣ ବହୁତଥର ବହୁତ ଲୋକଙ୍କ ହାତର ଆଙ୍ଗୁଳିରେ ଫାଙ୍କ ଥିବା ଦେଖିଥିବେ । ଆପଣଙ୍କ ଆଙ୍ଗୁଳି ମଧ୍ୟରେବି ଏମିତି ଫାଙ୍କ ଥାଇପାରେ । କିନ୍ତୁ ଆପଣ ଜାଣିଛନ୍ତି କି ଏହାର ଅର୍ଥ କଣ ଏବଂ ଏହାଦ୍ୱାରା ଆମ ଜୀବନରେ କଣ ପ୍ରଭାବ ପଡିଥାଏ ।

ହସ୍ତରେଖା ଶାସ୍ତ୍ରରେ ମନୁଷ୍ୟର ହାତ ରେଖା ସହ ସହ ସେମାନଙ୍କ ଆଙ୍ଗୁଳି ମଧ୍ୟରେ ଥିବା ଫାଙ୍କ ବିଷୟରେ ବିସ୍ତାର ରୂପେ ବର୍ଣ୍ଣିତ ହୋଇଅଛି । ଆସନ୍ତୁ ଜାଣିବା ମନୁଷ୍ୟର ହାତର ଆଙ୍ଗୁଳିରେ ଥିବା ଫାଙ୍କ ଆଧାରରେ ସେମାନଙ୍କ ସ୍ଵଭାଵ ଏବଂ ଚରିତ୍ର ବିଷୟରେ ।

ଯାହାର ଆଙ୍ଗୁଳି ମଧ୍ୟରେ ବହୁତ କମ୍ ଗେପ ରହିଥାଏ ଏମିତି ଲୋକ ଖୋଲା ବିଚାର ଵାଲା ହୋଇଥାନ୍ତି । ଏମାନେ ନିଜକୁ ପ୍ରତ୍ୟକ ପରିସ୍ଥିତି ଅନୁସାରେ ସମ୍ଭାଳି ନିଅନ୍ତି ଏବଂ ଏମାନଙ୍କ ଜୀବନ ବହୁତ ସରଳ ହୋଇଥାଏ ।

ଯେଉଁ ଲୋକଙ୍କ ଆଙ୍ଗୁଳି ମଧ୍ୟରେ ଅଧିକ ଗେପ ଥାଏ ଏମିତି ଲୋକ ନିଜ ଶକ୍ତିର ଠିକ ପ୍ରୟୋଗ କରିଥାନ୍ତି । ଏମାନଙ୍କ ମଧ୍ୟରେ ବହୁତ ଅଧିକ ପ୍ରତିଭା ରହିଥାଏ ଏବଂ ଏମାନେ ନିଜ ପରିଶ୍ରମ ବଳରେ ବହୁତ ସଫଳତା ପ୍ରାପ୍ତ କରନ୍ତି । ଏମାନଙ୍କୁ ନିଜ କାମ ସହ ମତଲବ ଥାଏ ଏବଂ ଏମାନେ ଅଳ୍ପ ସ୍ୱାର୍ଥପର ହୋଥାନ୍ତି ।

 

ଯେଉଁ ଲୋକଙ୍କ ଅଙ୍ଗୁଳି ମଧ୍ୟରେ ଗେପ ନଥାଏ ଏମିତି ଲୋକଙ୍କୁ ଧନର ଅଭାବ କେବେବି ରୁହେ ନାହିଁ । ଏମାନଙ୍କୁ ସର୍ବଦା ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ।

Leave a Reply

Your email address will not be published. Required fields are marked *