୩ ଫ୍ରେବୃୟାରୀ ଠାରୁ ଆସନ୍ତା ଅଢେଇ ବର୍ଷ ଏହି ୩ଟି ରାଶିଙ୍କ ଉପରେ ଶନିଦେବ ରହିବେ ପ୍ରସନ୍ନ, ହେବ ଧନ ବର୍ଷା

ମଣିଷ ଜୀବନ ରେ ରାଶିଫଳ ଓ ଭାଗ୍ୟ ବହୁତ ବଡ ଜିନିଷ ହୋଇ ଥାନ୍ତି ଯାହା ବିନା ମଣିଷ ଜୀବନ କିଛି ନୁହଁ, ତେବେ ଏହି ଗ୍ରହମାନେ ପ୍ରତି ଦିନ ନିଜ ଜାଗା ବଦଳି ଥାନ୍ତି ଯାହା ପ୍ରଭାବ ଆମ ଜୀବନ ଉପରେ ମଧ୍ୟ ପଡି ଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ୧୨ଟି ରାଶି ଅଛନ୍ତି ଏବଂ ୨୭ଟି ଯୋଗ ଅଛି, ଯାହା ସହ ମଣିଷ ଜୀବନ ବନ୍ଧା ହୋଇ ଥାଏ । ଶନିଦେବଙ୍କ ଠାରୁ ସମସ୍ତେ ଡଋ ଥାନ୍ତିକାହିନକିନା ଶନିଦେବଙ୍କ ପ୍ରକୋପ ଠାରୁ କେହି ବଞ୍ଚି ପାରି ନାହାନ୍ତି ।

ତେବେ ମଣିଷ ଜୀବନ ରେ ଯାହା ଭଲ ମନ୍ଦ ଘଟି ଥାଏ ତାହା ଶନିଦେବଙ୍କ କାରଣ ରୁ ହୋଇ ଥାଏ ।

ସେଥିପାଇଁ ବହୁତ ଥର ଏହା ମଧ୍ୟ ଦେଖିବାକୁ ଆସିଛି ଯେ କୌଣସି କଷ୍ଟ କାମ ତୁରନ୍ତ ହୋଇ ଯାଇ ଥାଏ ତେବେ କିଛି ସହଜ କାମ କରିବା ପାଇଁ ବହୁତ ପରିଶ୍ରମ ଲାଗି ଥାଏ । ଭାରତୀୟ ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ନବଗ୍ରହ ରେ ଗୋଟେ ଗ୍ରହ, ଶନିଙ୍କ ସାଢେ ସାତ ବର୍ଷ ଚାଲୁ ଥିବା ଗୋଟେ ପ୍ରକାର ଗ୍ରହ ଦଶା ହୋଇ ଥାଏ, ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ସବୁ ଗ୍ରହ ଗୋଟେ ରାଶି ରୁ ଅନ୍ୟ ରାଶି ରେ ଭ୍ରମଣ କରି ଥାନ୍ତି ।

ଏହି ପ୍ରକରା ରେ ଶନି ଗ୍ରହ ମଧ୍ୟ ୧୨ଟି ରାଶି ରେ ପ୍ରବେଶ କରି ଥାନ୍ତି, ଏହା ପରେ ବିଶେଷ ରାଶି ଦେଇ ଅନ୍ୟ ରାଶିମାନଙ୍କ ଠାରୁ ନିଜ ସମୟ ଚକ୍ର ପୂର୍ଣ କରନ୍ତି । ଶନିଙ୍କ ଆହିସ୍ତା ବେଗ ପାଇଁ ଏହି ଗ୍ରହ ଗୋଟେ ରାଶି ପୂର୍ଣ କରିବା ପାଇଁ ଅଢେଇ ବର୍ଷ ଲଗେଇ ଥାନ୍ତି । ବହୁତ ଏମିତି କାରଣ ଅଛି ଯାହା ପାଇଁ ଶନୀଙ୍କୁ ନ୍ୟାୟଧୀଶ ବୋଲି କୁହା ଯାଏ, ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ରାଶି ବିଷୟରେ କହିବାକୁ ଯାଉଛୁ ଯାହା ଉପରେ ଶନିଦେବ ପ୍ରଶାନ ହୋଇବେ ଏବଂ ଅଢେଇ ବର୍ଷ ତାଙ୍କ ଉପରେ ଶନିଦେବଙ୍କ କୃପା ବର୍ଷା ହବ ।

– ମେଷ :

ଏହି ରାଶି ଲୋକଙ୍କ ପାଇଁ ମହାସଂଯୋଗ ଅଟେ ଧନ ସହ ଜୀବନ ରେ ସବୁ ପ୍ରକାର ସଫଳତା ପ୍ରାପ୍ତ କରିବେ ।

– ମିଥୁନ :

ଏହି ରାଶି ଲୋକଙ୍କ ଜାତକ ରେ ବୁଧାଦିତ୍ୟ ହବାରୁ ଏହି ରାଶି ଲୋକଙ୍କୁ ନୂଆ ନୂଆ ଅବସର ପ୍ରାପ୍ତ ହବ ଏବଂ ହଟାତ ଧନ ପ୍ରାପ୍ତ ହବ ।

– କର୍କଟ :

ଏହି ରାଶି ଲୋକଙ୍କୁ ନିଜ କାର୍ଯ୍ୟ ରେ ସଫଳତା ପ୍ରାପ୍ତ ହବ ଏବଂ ବହୁତ ସୁଖ ଶାନ୍ତି ମଧ୍ୟ ମିଳିବ ।

Leave a Reply

Your email address will not be published. Required fields are marked *