ମାଁ ଓ ପୁଅର ସମ୍ପର୍କରେ ଲାଗିଲା କଳଙ୍କ, ପୁଅ ସହିତ ହିଁ କରି ଦେଲା ଏତେ ଖରାପ କାମ କି…

ମାଁ ଓ ପୁଅର ସମ୍ପର୍କ ସବୁ ଠାରୁ ପବିତ୍ର ଓ ମମତାର ସମ୍ପର୍କ ହୋଇ ଥାଏ ଆମେ ସମସ୍ତେ ଜାଣିଛୁ ଯେ ମାଁ କରିଥିବା ତ୍ୟାଗର କେହି ରୁଣ ସୁଝେଇ ପାରନ୍ତି ନାହିଁ । କିନ୍ତୁ ଝାରଖଣ୍ଡ ର ଚକ୍ରଧରପୁର ରେ ଏମିତି ଗୋଟେ ଘଟଣା ଘଟିଛି ଯାହା ମାଁ ପୁଅଙ୍କର ସମ୍ପର୍କକୁ ଲଜ୍ୟାଜନକ କରି ଦେଇଛି । ଏଠାରେ ଗୋଟେ ମାଁ ନିଜ ସାବତ ପୁଅକୁ ବାଇକ ଦବା ଲୋଭ ରେ ତା ସହ ଅବୈଧ ସମ୍ବନ୍ଧ ଗଢିଛି । ପରେ ଯେତେବେଳେ ମାଁ ଗର୍ଭବତୀ ହୋଇ ଗଲା ତା ପରେ ପୁଆ ଫେରାର ହୋଇ ଗଲା ଏବଂ ୯ ମାସ ପରେ ବଦନାମୀ ଡରରେ ନିଜ ସାବତ ମାଁର ହତ୍ୟା କରି ଦେଲା ।

Image Courtesy: Google

ଝାରଖଣ୍ଡ ଚକ୍ରଧରପୁର ରେ ସ୍ଵର୍ଗୀୟ ଲାକୋ ଜାମୁଡା ନିଜ ସ୍ତ୍ରୀ ସହ ରହୁଥିଲେ, ଲାକୋଙ୍କ ସ୍ତ୍ରୀର ଦେହାନ୍ତ ପରେ ଲାକୋ ଅନ୍ୟ ମହିଳା ଯାହା ନା ଦଶମୀ ଥିଲା ତା ସହ ବିବାହ କଲେ । ପ୍ରଥମ ସ୍ତ୍ରୀ ଦ୍ଵାରା ଲାକୋଙ୍କ ଗୋଟେ ପୁଅ ଥିଲା ଡୋବରୋ, ସେ ୩ ଜଣ ସେହି ଘରେ ରହିଲେ କିଛି ମାସ ପରେ ଲାକୋଙ୍କ ହତ୍ୟା ହୋଇ ଗଲା ଏହା ପରେ ସାବତ ମାଁ ଓ ପୁଅ ଡୋବରୋ ଦୁହେଁ ସାଙ୍ଗ ହୋଇ ସେହି ଘରେ ରହିଲେ ।

Image Courtesy: Google

ଏହି ସମୟ ରେ ସାବତ ମାଁ ପୁଅକୁ ଅଲଗା ଅଲଗା ଜିନିଷ ପାଇଁ ଲୋଭ ଦେଇ ତା ସହ ସମ୍ବନ୍ଧ ଗଢିବା ଆରମ୍ଭ କଲା । କିଛି ଦିନ ପରେ ମାଁ ଦଶମୀ ଗର୍ଭବତୀ ହୋଇ ଗଲା, ଯେତେବେଳେ ସେ ଡୋବରୋ ନିଜ ପୁଅକୁ ଏହି କଥା ଜଣାଇଲା ତେବେ ସେ ବଦନାମୀ ଡର ରେ ଗାଁ ଛାଡି ଆନ୍ଧ୍ରା ପଳେଇଲା । ୯ ମାସ ପରେ ଦଶମୀ ଗୋଟେ ଝିଅକୁ ଜନ୍ମ ଦେଲା ।

Image Courtesy: Google

ଏହା ପରେ ଡୋବରୋ ଗାଁ ମେଳା ଦେଖିବା ବାହାନା ରେ ଗାଁ କୁ ଆସିଲା ଦିନ ସାରା ମେଳା ରେ ବୁଲିଲା ଓ ରାତିରେ ନିଜ ସାବତ ମାଁକୁ ନିଜ ସାଙ୍ଗ ମୋନୁ ସାହାଯ୍ୟ ରେ ହତ୍ୟା କରି ଦେଲା ଯାହା ପରେ ପୋଲିସ ତାକୁ ହତିଆର ସହ ଗିରଫ୍ କରିଛନ୍ତି । ଡୋବରୋ ଅନୁଯାଇ ତା ମାଁ ସହ ତାର ଅବୈଧ ସମ୍ବନ୍ଧ ନଥିଲା ଏବଂ ହତ୍ୟା କାରଣ ପଚାରିବାରୁ କହିଲା ଯେ ଗାଁ ଲୋକ ଏପଟ ସେପଟ କଥା କହୁଥିଲେ ଯାହା ସେ ସହି ପାରୁ ନଥିଲା ସେଥିପାଇଁ ନିଜ ମାଁକୁ ମାରି ଦେଲା । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *