ଏମାନେ ହେଉଛନ୍ତି ଓଡିଶାରେ ପ୍ରଥମ – ଯଦି ଜାଣିନାହାନ୍ତି ତେବେ ଥରେ ଦେଖିନିଅନ୍ତୁ – ଓଡିଶାର ପ୍ରଥମ ଓଡ଼ିଆ ଚଳଚିତ୍ର ??

୧. ଓଡିଶାର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ – ବୀର ସୁରେନ୍ଦ୍ର ସାଏ

୨. ଓଡିଶାର ପ୍ରଥମ ପ୍ରଧାନମନ୍ତ୍ରୀ – ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ

୩. ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ – ନବକୃଷ୍ଣ ଚୌଧୁରୀ

୪. ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ – ଶ୍ରୀମତୀ ନନ୍ଦିନୀ ଶତପଥି

୫. ପ୍ରଥମ ଓଡ଼ିଆ ରାଜ୍ୟପାଳ – ଡାକ୍ତର ହରେକୃଷ୍ଣ ମହତାବ

୬. ପ୍ରଥମ ଓଡ଼ିଆ ରାଷ୍ଟ୍ରଦୂତ – ଲଲାଟେନ୍ଦୁ ମାନସିଂହ

୭. ଓଡିଶାର ପ୍ରଥମ ମହିଳା ମନ୍ତ୍ରୀ – ଶ୍ରୀମତୀ ବସଂତମଞ୍ଜରୀ ଦେବୀ

୮. ପ୍ରଥମ ଓଡ଼ିଆ ନାଟ୍ୟକାର – ଜଗନମୋହଲ ଲାଲା (ମାହାଙ୍ଗା)

୯. ଓଡିଶାର ପ୍ରଥମ ଓଡ଼ିଆ ନାଟକ – ବାବାଜୀ

୧୦. ଓଡିଶାର ପ୍ରଥମ ଓଡ଼ିଆ ଜ୍ୟୋତିର୍ବିଦ – ସାମନ୍ତ ଚନ୍ଦ୍ରଶେଖର ସିଂହସାମନ୍ତ (ପଠାଣି ସାମନ୍ତ)

୧୧. ଓଡିଶାର ପ୍ରଥମ ଓଡ଼ିଆ ବିଶ୍ବଵିଦ୍ୟାଳୟ କୁଳପତି – ଡାକ୍ତର ପ୍ରାଣକୃଷ୍ଣ ପରିଜା

୧୨. ପ୍ରଥମ ଓଡ଼ିଆ କବି – ସାରଳା ଦାସ

୧୩. ଓଡିଶା ହାଇକୋର୍ଟର ପ୍ରଥମ ମୁଖ୍ୟବିଚାରପତି – ମାନ୍ୟବର ବୀରକିଶୋର ଦାସ

୧୪. ଓଡିଶାର ପ୍ରଥମ ମହିଳା ପାଇଲଟ – ଗିରିବାଳା ମହାନ୍ତି

୧୫. ଓଡିଶାର ପ୍ରଥମ ୟୁରୋପୀୟ ଯାତ୍ରୀ – ଉତ୍କଳ ଗୌରବ ମଧୂସୁଦନ ଦାସ

୧୬. ଓଡିଶାର ପ୍ରଥମ ଓଡ଼ିଆ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ – ଡାକ୍ତର ହରେକୃଷ୍ଣ ମହତାବ

୧୭. ସୁପ୍ରିମକୋର୍ଟର ପ୍ରଥମ ଓଡ଼ିଆ ପ୍ରଧାନ ବିଚାରପତି – ଜଷ୍ଟିସ ରଙ୍ଗନାଥ ମିଶ୍ର

୧୮. ଓଡିଶାର ପ୍ରଥମ ଆଡ଼ଭୋକେଟ – ଉତ୍କଳ ଗୌରବ ମଧୂସୁଦନ ଦାସ

୧୯. ଓଡିଶାର ପ୍ରଥମ ଏମ.ଏ.ବି.ଏଲ – ଉତ୍କଳ ଗୌରବ ମଧୂସୁଦନ ଦାସ

୨୦. ଓଡ଼ିଶାର ଲୋକସେବକ ମଣ୍ଡଳର ପ୍ରଥମ ଓଡ଼ିଆ ସଭାପତି – ଶ୍ରୀ ବିଶ୍ୱନାଥ ଦାସ

୨୧. ଓଡିଶାର ପ୍ରଥମ ଓଡ଼ିଆ ଚଳଚିତ୍ର – ସୀତା ବିବାହ (୧୯୩୪)

୨୨. ଓଡିଶାର ପ୍ରଥମ ବେତାର କେନ୍ଦ୍ର – କଟକ ରେଡ଼ିଓ ଷ୍ଟେସନ (୨୮.୧.୧୯୪୮)

୨୩. ଓଡିଶାର ପ୍ରଥମ ଓଡ଼ିଆ ହିନ୍ଦୀ ଚଳଚିତ୍ରର ନିର୍ଦେଶକ – ପ୍ରଶାନ୍ତ ନନ୍ଦ

୨୪. ଓଡିଶାର ପ୍ରଥମ ମହିଳା ଜ଼ିଲ୍ଲାପାଳ – ଚନ୍ଦ୍ରମଣି ନାରାୟଣ ସ୍ୱାମୀ

୨୫. ଓଡିଶାର ପ୍ରଥମ ଛାପାଖାନା – ଉତ୍କଳ ପ୍ରିଣ୍ଟିଂଗ କମ୍ପାନୀ

୨୬. ଓଡିଶାର ପ୍ରଥମ ଆଇ.ଏଫି.ଏସ. ଅଫିସର – କୁମାରୀ ସଂଯୁକ୍ତା ପଟ୍ଟନାୟକ

୨୭. ଓଡିଶାର ପ୍ରଥମ ଲୋକସଭା ବାଚସ୍ପତି – ରବିରାୟ

୨୮. ଓଡିଶାର ପ୍ରଥମ ଓଡ଼ିଆ ଜାତୀୟ ଜୁଡୋ ରେଫରୀ – ଗୀତାଞ୍ଜଳି ପଣ୍ଡା

୨୯. ଓଡିଶାର ପ୍ରଥମ ମହିଳା ଆଇ.ପି.ଏସ – ସୌମ୍ୟା ମିଶ୍ର

୩୦. ଓଡିଶାର ପ୍ରଥମ ମହିଳା ଆଇ.ପି.ଏସ ଟପର – ରୂପ ମିଶ୍ର

୩୧. ଓଡିଶାର ପ୍ରଥମ ଓଡ଼ିଆ ଆନ୍ତର୍ଜାତିକ ଭଲିବଲ ରେଫରୀ – ସୁଦର୍ଶନ ପଟ୍ଟନାୟକ (୨୦୦୭)

୩୨. ଓଡିଶାର ପ୍ରଥମ ଓଡ଼ିଆ ଆନ୍ତର୍ଜାତିକ କ୍ରିକେଟ ଅମ୍ପିଆର – ସୁବ୍ରତ ଦାସ (ସମ୍ବଲପୁର)

 

ଲେଖାଟି ଯଦି ଭଲ ଲାଗିଲା ତେବ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ।

Leave a Reply

Your email address will not be published. Required fields are marked *