‘ଫ୍ରି ଦ ନିପ୍ପଲ୍’ : ଆମେରିକା ରେ ଏବେ ଟପଲେସ୍ ହୋଇ ବୁଲିପାରିବେ ମହିଳାମାନେ- ପଢନ୍ତୁ ସମ୍ପୁର୍ଣ୍ଣ ଖବର

ଆମେରିକା ର ୬ଟି ରାଜ୍ୟ ରେ ମହିଳାମାଙ୍କୁ ଟପଲେସ ବୁଲିବା ଏବେ ଲିଗାଲ ହୋଇଯାଇଛି । ଏବେ ପଶ୍ଚିମ ଆମେରିକା ର ଏହି ୬ଟି ରାଜ୍ୟରେ ବ୍ୟୋମିଂ, ଉତାହ, କୋଲୋରାଡୋ, କେନସସ, ନିଉ ମେକ୍ସିକୋ ଓ ଓକ୍ଲାହୋମା ରେ ସାର୍ବଜନୀକ ସ୍ଥାନ ରେ ଟପଲେସ ବୁଲି ପାରିବେ ମହିଳା । ସେଠି ରହୁଥିବା ଅନେକ ମହିଳା ଏହି କଥା ର ବିରୋଧ କରି ଥିଲେ ହେଲେ କୋର୍ଟ ‘ଫ୍ରି ଦ ନିପଲ’ ମୁଭମେନ୍ଟ ର କଥା ମାନି ଏହି ୬ଟି ରାଜ୍ୟ କୁ ଟପଲେସ୍ ବୁଲିବାକୁ ମଞ୍ଜୁରୀ ଦେଇ ଛନ୍ତି ।

‘ଫ୍ରି ଦ ନିପଲ’ ନା ରେ କେତୋଟି ମହିଳା ଏକ ଗ୍ଲୋବାଲ ମୁବମେଣ୍ଟ କରିଥିଲେ । ଏହି ଆନ୍ଦୋଳନ ରେ ମହିଳାମାଙ୍କ ଦାବି ଥିଲା କି ତାଙ୍କୁ ବି ପୁରୁଷ ସହ ସମାନ ଅଧିକାର ଦିୟାଯାଉ ଏବଂ ତାଙ୍କ ଭଳି ଟପଲେସ ବୁଲିବାକୁ ମିଳୁ ।

ଏହା ବ୍ୟତୀତ ମହିଳାମାନେ ନିଜ ଶରୀର କୁ ଏକ ସେକ୍ସଚୁଆଲ ଅବଜେକ୍ଟ ନୁହେଁ ବୋଲି କହୁଥିଲେ, ତା ଛଡା ତାଙ୍କୁ ବି ପୁରୁଷ ପରି ସମାନ ଅଧିକାର ଦରକାର ବୋଲି ଆନ୍ଦୋଳନ କରୁଥିଲେ । ଏହି ମୁବମେଣ୍ଟ ଉପରେ ନିଷ୍ପତ୍ତି ଦେଇ କୋର୍ଟ  ଟପଲେସ ବ୍ୟାନକୁ ହଟାଇଦେଇଛି ।

ଏହି ନିଷ୍ପତ୍ତି କୁ ଅଟକେଇବା ପାଇଁ ଫର୍ଟ କଲିନ୍ସ, କୋଲୋରାଡୋ ସହର ୨ କୋଟି ରୁ ବି ଅଧିକ ଖର୍ଚ୍ଚ କରିଥିଲେ ହେଲେ କୋର୍ଟ ନିଷ୍ପତ୍ତି ଆସିଲା ପରେ ଫର୍ଟ କଲିନ୍ସର ସରକାରୀ ପ୍ରବକ୍ତା କହିଲେ ଏବେ ଆମକୁ ସହର ର ଅଲଗା କାମରେ ପଇସା ଖର୍ଚ୍ଚ କରିବା ଉଚିତ । ଟପଲେସ ବ୍ୟାନ କୁ ଉଠେଇବା ପାଇଁ ଫେବୃୟାରୀ ରେ ଆବେଦନ କରା ଯାଇଥିଲା । ଫର୍ଟ କଲିନ୍ସ ସହର ରେ ସେପ୍ଟେମ୍ବରର ଅନ୍ତିମ ସପ୍ତାହରୁ ହିଁ ମହିଳାମାନେ ଟପଲେସ ହୋଇ ବୁଲୁଛନ୍ତି ।

ଏହା ପୂର୍ବରୁ ମାତ୍ର ୧୦ ବର୍ଷ ରୁ କମ ଛୁଆ ଟପଲେସ୍ ହୋଇ ବୁଲି ପାରୁଥିଲେ । ଏହି ଦାବି ପାଇଁ ବହୁତ ମହିଳା ଆନ୍ଦୋଳନ ବି କଲେ ଏବଂ ବହୁତ ମହିଳା ମନା ବି କଲେ । ଆମେରିକା ର ଏହି ୬ଟି ଜାଗା ରେ ମହିଳା ଏବେ ଆରମରେ ଟପଲେସ୍ ହୋଇ ବୁଲି ପାରିବେ । ବହୁତ ଲୋକ ମହିଳାଙ୍କୁ ଏକ ବସ୍ତୁ ଭଳି ଭାବନ୍ତି ହେଲେ ସେମାନେ ବି ଆମ ପରି ମଣିଷ ତାଙ୍କୁ ବି ତାଙ୍କ ଅନୁସାରେ ଜୀବନ ବଞ୍ଚିବା ର ଅଧିକାର ଅଛି ।

ଆର୍ଟିକୀଲ ଟି ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରିବେ । ଏହି ଘଟଣା ସମ୍ପର୍କରେ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *