ମଜାଳିଆ ଫଟୋ: ଭାରତୀୟ ଲୋକମାନେ ବି କରନ୍ତି ଏଭଳି ଯୁଗାଡ, ଦେଖିବେ ତ ଆପଣଙ୍କ ମୁଣ୍ଡ ଘୁରାଇବ

ବ୍ୟକ୍ତିର ଜୀବନରେ ସବୁ କିଛି ତା ହିସାବରେ ହୁଏ ନାହିଁ । ବହୁତ କମ ଏମିତି ଜିନିଷ ଥାଏ ଯିଏ ଆମର ମନ ମୁତାବିକ ହୋଇଥାଏ । କିଛି ଲୋକ ତ ଜୀବନରୁ ହାରି ଯାଇଥାନ୍ତି ଓ ଯେମିତି ଚାଲୁଥାଏ ସେମିତି ଚାଲିବାକୁ ଦିଅନ୍ତି ସେମିତି ଆଉ କିଛି ଲୋକ ଏହାକୁ ବଦଳାଇବାରେ ବିଶ୍ଵାସ ରଖନ୍ତି । ସେମାନେ କିଛି ବି କରି ସବୁ କିଛି ତାଙ୍କ ହିସାବରେ କରି ନିଅନ୍ତି । ସବୁ କିଛି ଜିନିଷକୁ ବଦଳାଇବାକୁ ହେଲେ ମଣିଷ ବୁଦ୍ଧିମାନ ହେବା ଆବଶ୍ୟକ ।

ଯଦି ମଣିଷ ବୁଦ୍ଧିମାନ ହେବ ତେବେ ସେ ସବୁ ଜିନିଷକୁ ନିଜ ହିସାବରେ ବଦଳାଇବା ପାଇଁ ଉପାୟ ମଧ୍ୟ ବାହାର କରିନେବ । ଆପଣ ସମସ୍ତେ କିଛି ଦିନ ପୂର୍ବେ ରିଲିଜ ହୋଇଥିବା ଅକ୍ଷୟ କୁମାରଙ୍କ ସୁପ୍ରସିଦ୍ଧ ଫିଲ୍ମୀ “ପ୍ୟାଡମ୍ୟାନ”ଦେଖିଥିବେ ତେବେ ଆପଣଙ୍କୁ ଜଣାଥିବ ଫିଲ୍ମୀର ଅଧା ସମୟ ଯୋଗାଡ କରିବାରେ ହିଁ ଚାଲିଯାଇଥିଲା । ସାଧାରଣ ଜୀବନରେ ସବୁ କିଛି ଜିନିଷ ଉପଲବ୍ଧ ନ ଥିଲେ କେବେ କେବେ ମଣିଷ ଏହି ସବୁ ଜିନିଷ କରିଥାଏ ଯାହା ବିଷୟରେ ମଣିଷ ଭାବି ବି ନ ଥାଏ ।

 

ସେମିତି ବି ଆମ ଦେଶ ଭାରତ ଯୋଗଡର ଦେଶ ବୋଲି ସମସ୍ତେ ଜାଣନ୍ତି । ଏଠାରେ ପ୍ରତ୍ୟେକ ବ୍ୟକ୍ତି ସୃଜନଶୀଳ ହୋଇଥାଏ। ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କ ପାଇଁ କିଛି ଏମିତିକା ଯୋଗାଡ ନେଇ ଆସିଛୁ ଯାହାକୁ ଦେଖି ଆପଣଙ୍କର ମସ୍ତିସ୍କ ହଲିଯିବ ଓ ଆପଣ ହସିବାକୁ ଲାଗିବେ।

କେହି ଆପଣଙ୍କୁ ଯଦି ହଇରାଣ କରୁଛି ତାହାର ସବୁଠାରୁ ଭଲ ଉପାୟ

ପିଲାମାନଙ୍କୁ ଏହିପରି କରନ୍ତୁ ପାଖାରେ ରହିବାର ଅନୁଭବ

ନିଜ କାମ ହେଲେ ହେଲା

ଟଏଲେଟ ସିଟ ର ଏହାଠାରୁ ଭଲ ବ୍ୟବହାର ହୋଇ ପାରିବ ନହିଁ

ଯାହା ଦେଖାଯାଏ ତାହା ବିକା ଯାଏ

ଯେବେ ବାସନ କମ ପଡିଥାଏ ସେତେବେଳେ ଏହି ଉପାୟ କାମରେ ଆସିଥାଏ ।

ପିଆଜ କାଟିବାର ଏହି ଉପାୟ ସବୁଠାରୁ ଭଲ ଅଟେ ।

ଛତା ଧରି ଚାଲିବାରେ କଷ୍ଟ ହୋଇଥାଏ ଏହି ଲୋକ ଜଣଙ୍କୁ

ଅଫିସ ରେ ଏହିପରି ଗରମ କରାଯାଇପାରେ ଜଳଖିଆ

ଆମକୁ ଭାଇ କାରର ତାଲା ଉପରେ ଭରସା ନାହିଁ ।

 

ସମସ୍ତେ ନିଶ୍ଚୟ ଗୋଟିଏ ଥର ତୁଥବ୍ରସରେ ନିଜ ଜୋତା ସଫା କରିଥିବେ

 

ଏହା ହେଲା ଆଧୁନିକ ସାୱାର

 

ଏହାକୁ କୁହନ୍ତି ଗୋଟିଏ ତୀରରେ ଦିଇଟା ଶିକାର

 

ଏମିତିକା ଟଏଲେଟ ତ କେହି ସୃଜନଶୀଳ ଲୋକ ହିଁ ତିଆରି କରିପାରେ

 

ବୀରବଲଙ୍କର ଖେଛେଡି କେବେ ନା କେବେ ତ ହବ

ଦେଶୀ ଫୋନ କଭର

ଅବିବାହିତଙ୍କ ରୋଷେଇ ଘର

Leave a Reply

Your email address will not be published. Required fields are marked *