ଗରିବ ହେବାର ମୁଖ୍ୟ କାରଣ ଅଟେ ଘରେ ଥିବା ଏହି 9ଟି ଜିନିଷ- Krishna Vani

ଗରିବ ହେବାର କାରଣ ବ୍ୟକ୍ତି ପାଖରେ ହିଁ ରହିଥାଏ ଯାହା କାରଣରୁ ସେ ଧନ ସଞ୍ଚୟ କରିପାରେ ନାହି । କୁହାଯାଏ କି ମା ଲକ୍ଷ୍ମୀ କୌଣସି ବ୍ୟକ୍ତି ପାଖରେ ସର୍ବଦା ରୁହନ୍ତି ନାହି । ତେଣୁ ତାଙ୍କୁ ପ୍ରସନ୍ନ ରଖିବା ନିହାତି ଜରୁରୀ ହୋଇଥାଏ । ମା ଲକ୍ଷ୍ମୀଙ୍କ ବାସ ନ ରହିଲେ ବ୍ୟକ୍ତି ଜୀବନରେ ଦରିଦ୍ରତା ଆସିଥାଏ ଯାହା ଆଜିର ସବୁଠାରୁ ମୁଖ୍ୟ କାରଣ ଅଟେ । ଆଜି ଆମେ ଆପଣ ମାନଙ୍କୁ ଗରିବ ହେବାର କିଛି ମୁଖ୍ୟ କାରଣ ବିଷୟରେ କହିବାକୁ ଯାଉଛୁ ।

୧- ଭଗବାନ କୃଷ୍ଣଙ୍କ ମତରେ ଯେଉଁ ଲୋକ ଖାଦ୍ଯକୁ ନଷ୍ଟ କରିଥାଏ ବା ଫୋପାଡି ଦେଇଥାଏ ସେହି ଘରେ ମା ଲକ୍ଷ୍ମୀଙ୍କର ବାସ ରୁହେ ନାହି । ଯାହା ଦ୍ଵାରା ବ୍ୟକ୍ତିକୁ ଦରିଦ୍ରତାର ସାମନା କରିବାକୁ ପଡିଥାଏ ।

୨- ସୂର୍ଯ୍ୟ ଅସ୍ତ ପରେ ଘରେ କେବେ ଝାଡୁ ଲଗାଇବା ଅନୁଚିତ । ଏହା ଦ୍ଵାରା ମା ଲକ୍ଷ୍ମୀଙ୍କର ବାସ ରୁହେ ନାହି ଓ ଘରର ଖୁସି ନଷ୍ଟ ହୋଇଥାଏ । ଘର ଜୋତା ଚପଲ ଏଣେତେଣେ ନ ପକାଇ ସଜାଇ ଗୋଟିଏ ସ୍ଥାନରେ ରଖିବା ଉଚିତ । ନଚେତ ଘରେ ଦରିଦ୍ରତା ଆସିଥାଏ ।

୩- ଯେଉଁ ଘରେ କ୍ଷୀର ଉତୁରି ତଳେ ପଡିଥାଏ ସେହି ଘରେ ଖରାପ ସମୟ ଆସିଥାଏ । ପ୍ରତିଦିନ କ୍ଷୀର ଉତୁରିବା ତେବେ ଅଶୁଭ ସଂକେତ ହେବ ସହ ଆର୍ଥିକ ସମସ୍ଯା ସୃଷ୍ଟି ହୋଇଥାଏ ।

୪- ଯେଉଁ ବ୍ୟକ୍ତି ତୁଳସୀ ଗଛରେ ପାଣି ଦେଇଥାନ୍ତି ସେମାନେ ରବିବାର ଦିନ ତୁଳସୀ ଗଛରେ ପାଣି ଦେବା ଅନୁଚିତ । ଏହା ସହ ତୁଳସୀ ଗଛର ଆଖପାଖରେ ସଫା ସୁତୁରା ରଖିବା ଉଚିତ ।

୫- ଘରର ସଦସ୍ୟଙ୍କ ମଧ୍ୟରେ ପ୍ରେମର ବାତାବରଣ ରହିବା ଉଚିତ । କିଛି ଲୋକଙ୍କର ଅଭ୍ଯାସ ରହିଥାଏ କି ସକାଳୁ ଉଠିବା ପରେ କଳହ ଲାଗିବା । ତେଣୁ ସକାଳେ ଉଠିବା ପରେ ଘରେ ଝଗଡା କରିଲେ ଘରେ ନାକାରାତ୍ମକ ଊର୍ଜା ସୃଷ୍ଟି ହୋଇଥାଏ ଯାହା ଦରିଦ୍ରତାର କାରଣ ହୋଇଥାଏ ।

୬- ଶାସ୍ତ୍ର ଅନୁସାରେ ବିନା ବ୍ରସରେ ଚାହା ବା ଜଳଖିଆ ଖାଇବା ଅଶୁଭ ହୋଇଥାଏ । ଏହା ଦ୍ଵାରା ଘରେ ଖରା ଶକ୍ତିର ଊର୍ଜା ବାସ କରିଥାଏ । କିଛି ଲୋକ ବାଥୃମ ଅପରିଷ୍କାର ରଖିଥାନ୍ତି ଯାହା ଦ୍ଵାରା ବ୍ୟକ୍ତି ଜୀବନରେ ଆର୍ଥିକ ସମସ୍ଯା ସୃଷ୍ଟି ହୋଇଥାଏ । ତେଣୁ ବାଥରୁମ ସଫା ରଖିବା ଉଚିତ ।

୭- ଖାଇବା ପରେ ଅଇଁଠା ବାସନ ନ ପକାଇ ସଫା ରଖିବା ଉଚିତ । ଏପରି କରିବା କରିବା ଦ୍ଵାରା ମା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ । ତେଣୁ ଭୋଜନ ଖାଇବା ସମୟରେ ଅଇଁଠା ବାସନ ସଫା କରିବା ଉଚିତ । ନିଜ ଘର ସହ ନିଜ ସେଯର ମଧ୍ୟ ସଫା ରଖିବା ଉଚିତ । ନଚେତ ଘରେ ଦରିଦ୍ରତା ଆସିଥାଏ ।

୮- ଘର ବା ଘର ବାହାରେ ଛେପ ପକାଇବା ଅନୁଚିତ । ଏହା ଦ୍ଵାରା ଘରେ ଗରିବୀ ଆସିଥାଏ । ତେଣୁ କେବେ ବି କୌଣସି ଜାଗାରେ ଛେପ ପକାଇବା ଅନୁଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *