ରାତାରାତି ଧନୀ କରେ ଶୁଆ, ଏହି ଲୋକ ଶୁଆ ପାଳିଲେ ହୋଇଯିବେ ବରବାଦ

ବନ୍ଧୁଗଣ ଶୁଆ ଧନୀ କରିବା ସହ କରଜରୁ ମୁକ୍ତି ଦେଇପାରେ । ଶୁଆ ବୁଧ ଗ୍ରହର ପ୍ରତୀକ ହୋଇଥାଏ କାରଣ ଶୁଆ ସବୁଜ ରଙ୍ଗର ହୋଇଥାଏ । ବୁଧ ଗ୍ରହ ମଧ୍ୟ ସବୁଜ ରଙ୍ଗର ଗ୍ରହ ଅଟନ୍ତି । ଶୁଆ ଏକ ବୁଦ୍ଧିମାନ ପକ୍ଷୀ ଅଟେ । ଲୋକ ମାନେ ଶୁଆକୁ ଘରେ ପାଳିଥାନ୍ତି । ଶୁଆ ଘରର ବାଟବରଣକୁ ଶୁଦ୍ଧ କରିବା ସହ ଖୁସି ଆଣିବାରେ ସହାୟକ ହୋଇଥାଏ । ଶୁଆର ଆୟୁଷ ୫୦ ବର୍ଷ ହୋଇଥାଏ ।

ଆଜି ଆମେ ଆପଣ ମାନଙ୍କୁ ଘରେ ଶୁଆ ରଖିଲେ କେଉଁ କେଉଁ ଲାଭ ମିଳିଥାଏ ଓ କେଉଁ ଲୋକେ ଶୁଆ ରଖିବା ଅନୁଚିତ ସେହି ବିଷୟରେ କହିବାକୁ ଯାଉଛୁ ।ଶୁଆ ପ୍ରେମ, ଦୀର୍ଘ ଆୟୁଷ ଓ ସୌଭାଗ୍ୟର ପ୍ରତୀକ ହୋଇଥାଏ । ଯଦି ଆପଣଙ୍କ ଘରେ ରୋଗ, ଦରିଦ୍ରତା ଓ ଦୁଖର ଆଗମନ ହେବାର ଅନୁଭବ ହୁଏ ତେବେ ଆପଣଙ୍କ ଘରେ ଏହା ସବୁ ଦୂର ହେବ । ଶୁଆ ଘରେ ଖୁସି ହେଲେ ଘରକୁ ଖୁଶିର ଆଗମନ ହୋଇଥାଏ । ଅଚାନକ ଧନ ବୃଦ୍ଧି ହୋଇଥାଏ ।

ବାସ୍ତୁ ଅନୁସାରେ ଶୁଆ ୫ଟି ତତ୍ତ୍ଵର ସନ୍ତୁଳନ ରକ୍ଷା କରିବାରେ ସହାୟକ ହୋଇଥାଏ । ବାସ୍ତୁ ଅନୁସାରେ ଘରର ଉତ୍ତର ବା ପୂର୍ବ ଦିଗରେ ଶୁଆର ଫୋଟୋ ଲଗାଇବା ଦ୍ଵାରା ପାଠ ପଢାରେ ପିଲା ମାନଙ୍କର ରୁଚି ବଢିବା ସହ ଦାଂପତ୍ଯ ଜୀବନରେ ଥିବା ସମସ୍ଯା ଦୂର ହୋଇଥାଏ । ପେନସୁଇ ଅନୁସାରେ ଶୁଆର ଯୋଡା ଥିବା ମୂର୍ତ୍ତି ବା ଫୋଟୋ ଶୋଇବା ଘରେ ଲଗାଇବା ଦ୍ଵାରା ସ୍ଵାମୀ ସ୍ତ୍ରୀ ମଧ୍ୟରେ ପ୍ରେମ ସମ୍ପର୍କ ବଢିଥାଏ ।

ଜନ୍ମ କୁଣ୍ଡଳୀରେ ବୁଧ ଗ୍ରହ ଅଛି ତେବେ କୌଣସି ଲୋକଙ୍କୁ ଘରୋଇ ପଶୁ ପାଳିବା ଉଚିତ ନୁହେଁ । ଯେମିତିକୀ କୁକୁର, ଶୁଆ ଓ ଛେଳି ଇତ୍ୟାଦି । ଏମାନଙ୍କୁ ପାଳିବା ଦ୍ଵାରା ବ୍ୟକ୍ତି ଅଧିକ ଗରିବ ହୋଇଯାଏ । ବ୍ୟକ୍ତି ଜୀବନରେ ଅନେକ ସମସ୍ଯା ସୃଷ୍ଟି ହୋଇଥାଏ । ତେଣୁ କୌଣସି ପଶୁ ବା ପକ୍ଷୀ ଘରେ ପାଳିବା ପୂର୍ବ ରୁ ନିଜର ଗ୍ରହ ମାନଙ୍କ ବିଷୟରେ ଜାଣିବା ଉଚିତ । କାରଣ ବ୍ୟକ୍ତିଙ୍କର ଗ୍ରହ ଭଲ ଥିଲେ ଶୁଆ ପାଳିଲେ ବ୍ୟକ୍ତି ଗରିବୀରୁ ଧନୀ ହୋଇଯାଏ ।

ଶୁଆକୁ ଲୁହାର ପିଞ୍ଜରାରେ ରଖିବା କୁହିତ ନୁହେଁ । ଏହା ଦ୍ଵାରା ବ୍ୟକ୍ତିକୁ ଦୋଷ ଲାଗିବା ସହ ଅଶୁଭ ମାନାଯାଏ । ଯଦି ଲୁହା ପିଞ୍ଜରା ଅଛି ତେବେ ସେଥିରେ ରଙ୍ଗ ଦେବା ଉଚିତ । ଶୁଆକୁ ଷ୍ଟିଲ ବା ଅନ୍ୟ କୌଣସି ଧାତୁରେ ରଖିଲେ ଶୁଭ ହୋଇଥାଏ । ଶୁଆ ପାଳିବା ସମୟରେ ଶୁଆ ଯେପରି ପିଞ୍ଜରାରେ ଉଦାସ ନ ରୁହେ ସେଥିପ୍ରତି ଧ୍ୟାନ ଦେବା ଉଚିତ ।

ଶୁଆ ଉଦାସ ହେଲେ ଅଶୁଭ ହେବା ସହ ତୁରନ୍ତ ତାକୁ ଛାଡି ଦେବା ଉଚିତ । ଗୋଟିଏ ଶୁଆ ପାଳିବା ଅନୁଚିତ । ଶୁଆ ଆଗରେ ଗାଳି କରିବା ଦ୍ଵାରା ନାକାରାତ୍ମକ ଊର୍ଜା ସୃଷ୍ଟି ହୋଇଥାଏ । ଶୁଆ ଆଗରେ ସର୍ବଦା ଭଲ କଥା କହିବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *