3 ଦିନ ସକାଳେ ଲଗାତର ଖାଲି ପେଟରେ ତୁଳସୀ ଖାଇବାର ଫାଇଦା ଜାଣି ଡାକ୍ତରମାନେ ବି ଆଶ୍ଚର୍ଯ୍ୟ- Health Tips

ହିନ୍ଦୁ ଧର୍ମରେ ତୁଳସୀ ଗଛର ବହୁତ ମହତ୍ଵ ରହିଛି । ମନ୍ଦିରରେ ପୂଜକ ମାନେ ତୁଳସୀ ପାତ୍ରର ଚରଣାମୃତ ଦେଇଥାନ୍ତି । ପୁରୁଣା କାଳରେ ତୁଳସୀ ଗଛ ଘରର ଆଙ୍ଗନରେ ଲଗା ଯାଉଥିଲା । କିନ୍ତୁ ଆଜିକାଲି ଏପରି ହେଉ ନାହି । ଆଜିକାଲି ଅନେକ ରୋଗର ଶିକାର ହେଉଛନ୍ତି ଲୋକ ମାନେ । ଆଗ କାଳରେ କୌଣସି ରୋଗ ହେଲେ ବିଭିନ୍ନ ଘରୋଇ ଉପଚାର କରି ଏହାର ନିବାରଣ ହେଉଥିଲା । ଧର୍ମରେ ଲେଖାଥିବା କିଛି କଥା ଗୁଡିକୁ ଲୋକ ମାନେ ଅନ୍ଧବିଶ୍ଵାସ ମାନେ କରିଥାନ୍ତି ।

କିନ୍ତୁ ଏହା ବାସ୍ତବରେ ପୁରୁଣା ଯୁଗରେ ଗଛଲତା ଗୁଡିକର ବିଶେଷ ମହତ୍ଵ ରହିଛି । ଆଜି ଆମେ ଆପଣ ମାନଙ୍କୁ ତୁଳସୀ ଗଛର କିଛି ଗୁରୁତ୍ବପୂର୍ଣ୍ଣ କଥା ବିଷୟରେ କହିବାକୁ ଯାଉଛୁ । ତୁଳସୀ ବିବାହ ସିତଦିନରେ କରାଯାଏ । ଏହି ପୂଜାରେ ତୁଳସୀ ଗଛରେ ଓଢଣି ଘୋଡା ହୋଇଥାଏ । ଘର ବାହାରେ ତୁଳସୀ ଗଛ ଲଗାଇବା ଦ୍ଵାରା ମସା, ଅମଚିଆ ପ୍ରବେଶ କରନ୍ତି ନାହି ।

ଆଜି ବି ତୁଳସୀ ପତ୍ରକୁ ପାଦୁକ ଭାବେ ବ୍ୟବହାର କରା ଯାଉଛି । ଏହା ପାଣିର ପୋଷକତତ୍ଵକୁ ବୃଦ୍ଧି କରିଥାଏ । ତେଣୁ ତମ୍ବା ପାତ୍ରରେ ତୁଳସୀ ପତ୍ର ପକାଇ ପାଣି ରଖିଲେ ଏହାର ସେବନ ଦ୍ଵାରା ବହୁତ ଫାଇଦା ମିଳିଥାଏ । ତୁଳସୀ ପତ୍ର ସକାଳେ ଖାଲି ପେଟରେ ସେବନ କରିଲେ ଅନେକ ରୋଗରୁ ମୁକ୍ତି ମିଳିଥାଏ । କିନ୍ତୁ ତୁଳସୀ ପତ୍ରକୁ କେବେ ଚୋବାଇବା ଉଚିତ ନୁହେଁ ଯାହା ହିନ୍ଦୁ ଧର୍ମରେ କୁହା ଯାଇଛି ।

ଯଦି ଆପଣଙ୍କୁ ଶ୍ଵାସ, କଫ ବା ଆସ୍ଥାମା ଭଳି ରୋଗ ଅଛି ତେବେ ସକାଳେ ତୁଳସୀ ପତ୍ରର ସେବନ ଦ୍ଵାରା ଏହା ଦୂର ହୋଇ ପାରିବ । ଯଦି ଆପଣଙ୍କୁ ଡେଙ୍ଗୁ ଜ୍ଵର ହୋଇଛି ତେବେ ତୁଳସୀ ପାତ୍ର ୨ରୁ ୩ଟି ସେବନ କରିଲେ ଉପସମ ମିଳିଥାଏ । ତୁଳସୀ ପାତ୍ରର ରସ ସହ ମହୁ ମିଶାଇ ଖାଇଲେ ଜ୍ଵର ଭଲ ହୋଇଥାଏ । ଏହା ସହ ରୋଗର ଇମ୍ୟୁନିଟି ପାୱାର ବୃଦ୍ଧି ପାଇଥାଏ ।

ଏହା ସହ ତୁଳସୀ ପତ୍ରର ସେବନ ଦ୍ଵାରା କ୍ୟାନ୍ସର, କେଶ ଝଡିବା ଆଦି ସମସ୍ଯା ଦୂର ହୋଇଥାଏ । କିଛି ତୁଳସୀ ପାତ୍ର ନେଇ ଏହାର ରସ କେଶରେ ମାସକୁ ଦୁଇରୁ ତିନି ଥର ଲଗାଇଲେ କେଶ ଝଡିବା ବନ୍ଦ ହେବା ସହ କେଶ ମଜବୁତ ହୋଇଥାଏ ଓ କଳା ହୋଇଥାଏ । ଯେଉଁ ତୁଳସୀ ପତ୍ର ଗାଢ ହୋଇଥିବା ତାହା ବ୍ୟବହାର କରିବା ଉଚିତ ।

ଏହା ସହ ଛୋଟ ପିଲାଙ୍କ ପେଟରେ କୃମି ହୋଇଥିଲେ ବା ଭୋକ ବଢାଇବା ପାଇଁ ତୁଳସୀ ପତ୍ରର ସେବନ ଲାଭଦାୟକ ହୋଇଥାଏ । ଡାଇବେଟିସ ରୋଗୀଙ୍କ ପାଇଁ ସକାଳେ ଖାଲି ପେଟରେ ତୁଳସୀ ପତ୍ର ୨ରୁ ୩ଟି ସେବନ କରିଲେ ଏହା ନିୟନ୍ତ୍ରଣ ହୋଇଥାଏ । ଡାଇବେଟିସ ପାଇଁ ତୁଳସୀ ପତ୍ର ବହୁତ ଲାଭଦାୟକ ହୋଇଥାଏ । ବିଶେଷ କରି ଡାଇବେଟିସ ରୋଗୀ ମାନେ ମିଠା ଜାତୀୟ ଖାଦ୍ଯ ଠାରୁ ଦୂରେଇ ରହିବା ଉଚିତ । ତେବେ ତୁଳସୀ ପତ୍ରର ସେବନ ଦ୍ଵାରା ଅନେକ ରୋଗରୁ ମୁକ୍ତି ମିଳିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *