ରାସ୍ତାରେ ଯିବା ସମୟରେ ଯଦି କାହାକୁ ଲିଫ୍ଟ ଦେଉଛନ୍ତି, ତେବେ ସିଧା ଯିବେ ଜେଲ

ନମସ୍କାର ବନ୍ଧୁଗଣ । ସାଧାରଣତ ଗାଡି ଚାଳକ ମାନେ ରାସ୍ତା ରେ ଯାଉଥିବା ସମୟରେ କେହି ଯଦି ସାହାଜ୍ଯ ପାଇଁ ଲିଫ୍ଟ ମାଗନ୍ତି ତେବେ ସେମାନେ ଲିଫ୍ଟ ଦେଇଥାନ୍ତି । ଆଉ ଅଜଣା ବ୍ୟକ୍ତିଙ୍କର ଯେଉଁ ଆଡେ ଯିବାର ଥାଏ ଗାଡି ଚାଳକ ମାନେ ଛାଡି ଦେଇଥାନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଏକ ନୂଆ ଖବର ସାମ୍ନା କୁ ଆସିଛି । ଯଦି ଆପଣ ଗାଡି ଚାଳକ ଏବେ ହୋଇ ଯାଅନ୍ତୁ ସାବଧାନ । ରାସ୍ତାରେ ଯିବା ସମୟରେ କାହାକୁ ଲିଫ୍ଟ ଦେଉଛନ୍ତି କି ତେବେ ହୋଇ ଯାଆନ୍ତୁ ସାବଧାନ ନଚେତ ଆପଣଙ୍କୁ ଯିବାକୁ ପଡିପାରେ ଜେଲ ।

ରାସ୍ତା ରେ ଯିବା ସମୟରେ ଯଦି ଭୁଲରେ ବି କାହାକୁ ଲିଫ୍ଟ ଦେଉଛନ୍ତି ତେବେ ସିଧା ଯିବେ ଜେଲ । ଆଜ୍ଞା ହଁ କଥା ଟି ମୋଟର ଭେକିଲ ଆପ କହୁଛି । ମୋଟର ଭେକିଲ ଆପ ୬୬/୯୨ ଧାରା ଅନୁଯାୟୀ ଯଦି ଆପଣ ନିଜ ଗାଡି ରେ କୌଣସି ଅଜଣା ଲୋକଙ୍କୁ ବସାଉଛନ୍ତି ତେବେ ଏହା ସଂପୂର୍ଣ୍ଣ ବେଇଆନ । ରାସ୍ତା ରେ ଯିବା ସମୟରେ ଆପଣ ଅଜଣା ଲୋକଙ୍କୁ ଲିଫ୍ଟ ମାଗୁ ଥିବାରୁ ଦେଖିଥିବେ ।

ଏମିତି ସମୟରେ ମାନବିକତା ଦ୍ରୁଷ୍ଟି ରୁ ଲୋକ ଏମାନେ ସାହାଜ୍ୟ କରିବାକୁ ଯାଇ ସେହି ଅଜଣା ବ୍ୟକ୍ତି ଙ୍କୁ ଗାଡି ରେ ବସାଇଥାନ୍ତି । କିନ୍ତୁ ଏହା କରିବା ଠିକ ନୁହେଁ । ଯଦି ଆପଣ ବି ଏଭଳି କରୁଛନ୍ତି ତେବେ ନିଜର ଅଭ୍ଯାସ କୁ ପରିବର୍ତ୍ତନ କରନ୍ତୁ । ନଚେତ ଆପଣଙ୍କୁ ବି ଜୋରିମାନା ଗଣିବା ସହ ଜେଲ ଯିବାକୁ ପଡିପାରେ ।

ମୁମ୍ବାଇ ରେ କିଛି ଏଭଳି ଘଟଣା ସାମନା କୁ ଆସିଛି ଯାହାକୁ ଦେଖିଲେ ଆପଣ ବି କାହାକୁ ଲିଫ୍ଟ ଦେବାକୁ ଭୟ କରିବେ । ସୂଚନା ଅନୁଯାୟୀ ମୁମ୍ବାଇ ରେ ଜଣେ ବ୍ୟକ୍ତି ଗାଡିରେ ଯିବା ସମୟରେ ଅଜଣା ଲୋକଙ୍କୁ ଲିଫ୍ଟ ଦେଇଥିଲେ । ରାଶତରେ ଯିବା ବେଳେ ଚେକିଙ୍ଗ ହେଉଥିବା ବେଳେ ସେ ଧରା ପଡିଲେ ।

ଏହା ପରେ ତାଙ୍କ ଉପରେ ୬୬/୧୯୨ ଧାରା ଲାଗୁ ହୋଇ ତାଙ୍କୁ ୨୦୦୦ ଟଙ୍କା ଫାଇନ ଗଣିବାକୁ ପଡିଲା । ମୋଟର ଭେକିଲ ଆପ ଅନୁଯାୟୀ କେବଳ କମରସିୟାଲ ଗାଡି କୁ ହିଁ ଏହି ଅନୁମତି ମିଳିଛି । ସେମାନେ ଅଜଣା ବ୍ୟକ୍ତି ଙ୍କୁ କମର୍ଶିୟାଲ ପରପୋଜ ରେ ଲିଫ୍ଟ ଦେଇ ପାରିବେ । କିନ୍ତୁ ପ୍ରାଇଭେଟ ଗାଡି ରେ ଗାଡି ଚାଳକ କାହାକୁ ଲିଫ୍ଟ ଦେବା ବେଇଆନ ଅଟେ ।

ତେଣୁ ଯଦି ଆପଣ ବି କାହାକୁ ଲିଫ୍ଟ ଦେଉଛନ୍ତି ତେବେ ବର୍ତ୍ତମାନ ଠାରୁ ସାବଧାନ ହୋଇ ଯାଆନ୍ତୁ । ତେବେ ଗାଡି ଚାଳକ ମାନେ ଅଜଣା ବ୍ୟକ୍ତି ଙ୍କୁ ଲିଫ୍ଟ ଦେଇ ନିଜେ ମଧ୍ୟ ଅସୁବିଧାର ସମୁଖିନ୍ନ ହୋଇ ଥିବାର ଅନେକ ସମୟରେ ନଜର ଆସିଛନ୍ତି । ତେଣୁ ଏଥିପ୍ରତି ସାବଧାନ ରହିବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *