ଗାଈ ର ଏହି ଅଙ୍ଗ କୁ ଛୁଇଁ ଦିଅନ୍ତୁ, ଭାଗ୍ୟ ବଦଳିଯିବ! ଆପଣ ହୋଇଯିବେ ରାତାରାତି ଧନୀ…

ବନ୍ଧୁଗଣ ଭଗବାନ କୃଷ୍ଣ କହିଛନ୍ତି ଯେ ଗାଈ ହେଉଛନ୍ତି ସମସ୍ତ ଜଗତର ମା । ଗାଈ ହେଉଛି ଏକ ଦିବ୍ୟ ଜୀବ , ଯେଉଁ ଘରେ ଗାଈ ରହିଥାଏ ସେଠିକାର ବାସ୍ତୁ ଦୋଷ ଦୂର ହୋଇଥାଏ । ବାସ୍ତୁ ଅନୁଯାୟୀ ଗାଈ ଠାରେ ସବୁ ଦେବୀ ଦେବତା ବାସ କରିଥାନ୍ତି । ଗାଈ ର ପୂଜା କରିଲେ ସବୁ ଦେବାଦେବୀଙ୍କ କୃପା ମିଳିଥାଏ । ଗାଈ ର ପିଠି ହାଡରେ ସୂର୍ଯ୍ୟ କେତୁ ନାଡି ଥାଏ । ଯାହା ସୂର୍ଯ୍ୟ କିରଣରୁ ରକ୍ତରେ ସ୍ଵର୍ଣ୍ଣ କ୍ଷୀର ତିଆରି କରିଥାଏ ।

ଏହି ସ୍ଵର୍ଣ୍ଣାକ୍ଷର ଗାଈର କ୍ଷୀରରେ ରହିଥାଏ । ଆଜି ଆମେ ଜାଣିବା ଗାଈ ର ପୂଜା କରିଲେ କେଉଁ ଫଳ ମିଳିଥାଏ, ଘରୁ ବାସ୍ତୁ ଦୋଷ ନଷ୍ଟ କରିବା ପାଇଁ କେଉଁ ଉପାୟ କରିବା ଏବଂ କେଉଁ ଅଙ୍ଗକୁ ଛୁଇଁ ଦେଲେ ଭାଗ୍ୟ ବଦଳି ଯାଇଥାଏ । ଯେଉଁ ବ୍ୟକ୍ତି ଗୋମାତାଙ୍କର ନିସ୍ଵାର୍ଥପର ଭାବେ ସେବା ଏକରେ ଗୋମାତା ସେହି ବ୍ୟକ୍ତି ଉପରେ ଆସୁଥିବା ସମସ୍ତ କଷ୍ଟକୁ ହରଣ କରି ନେଇଥାନ୍ତି ।

ଗୋମାତା କାମଧେନୁ ଅଟନ୍ତି । କୁହାଯାଏ ସୂର୍ଯ୍ୟାସ୍ତ ପରେ ଯେବେ ଗାଈ ଘରକୁ ଫେରିଥାଏ ଓ ସେତେବେଳେ ଗାଈ ଖୁରା ରୁ ଯେଉଁ ଧୁଳି ଉଡିଥାଏ ସେହି ଧୁଳିରେ ମଣିଷର ପାପ ଧୋଇଯାଏ । ଯଦି ବ୍ୟକ୍ତି କ୍ରୋଧୀ, ପାଠ ପଧାରେ ଦୁର୍ବଳ, କହିବାରେ ଅସମର୍ଥ ଅଟନ୍ତି ତେବେ ସେହି ବ୍ୟକ୍ତିଙ୍କୁ ଗୋମାତାଙ୍କୁ ସବୁଜ ଚାରା ଖାଇବା ଦେବା ଉଚିତ ।

ଗାଈର ଦାନ କରିବା ଶାସ୍ତ୍ର ଅନୁଯାୟୀ ଶୁଭ ଅଟେ । ଯଦି ନବ ଗ୍ରହର ଶାନ୍ତି ଓ ଶନି ଦଶା ଠିକ କରିବାର ଅଛି ତେବେ କଳା ଗାଈ ଦାନ କରିବା ଉଚିତ । କୌଣସି କାମ ବନ୍ଦ ଅଛି, ସଫଳତା ମିଳୁନି ଗୋମାତାଙ୍କୁ ରୁଟି ଖାଇବାକୁ ଦେଇ ନିଜର ଇଚ୍ଛା କହିବା ଉଚିତ । ଖରା ଦିନରେ ବା ଦ୍ଵାରକୁ ଆସିଥିବା ଗାଈକୁ ପାଣି ପିଇବାକୁ ଦେବା ଉଚିତ । ଏମିତି କରିବା ଦ୍ଵାରା ବ୍ୟକ୍ତିକୁ ସବୁ ପ୍ରକାରର ରୋଗରୁ ମୁକ୍ତି ମିଳିଥାଏ ।

ଗୋମାତାଙ୍କ ଶୀତ ଋତୁରେ ଗୁଡ ଖାଇବାକୁ ଦେବା ଉଚିତ । ପିତୃ ଦୋଷ କରିବା ପାଇଁ ଗାଈକୁ ଅମାବାସ୍ୟା ଦିନ ରୁଟି, ଗୁଡ, ସବୁଜ ଚାରା ଖାଇବାକୁ ଦେବା ଉଚିତ । ଗାଈର ପୂଜା କରିଲେ ନବ ଗ୍ରହ ଶାନ୍ତ ହୋଇଥାନ୍ତି । ପିଲାମାନେ କ୍ରୋଧିତ ହେଉଥିଲେ ଗାଈକୁ ପିଲାଙ୍କ ଦ୍ଵାରା ଖାଇବାକୁ ଦେବା ଉଚିତ । ଘର ତିଆରି କରିବା ପୂର୍ବରୁ ସେହି ଜାଗାରେ ଗାଈକୁ ବନ୍ଧାଗଲେ ବାସ୍ତୁ ଦୋଷ ଦୂର ହୋଇଥାଏ ।

ଘର ତିଆରି ରୁଟି ଗାଈକୁ ଖାଇବାକୁ ଦଳେ ଅନେକ ପ୍ରକାରର ସମସ୍ଯା ଦୂର ହୁଏ । ଗାଈ ଗୋବରକୁ ଘର, ଦୋକାନ ରେ ଜଳାଇ ଧୂପ କରିଲେ ପଜେଟିଭ ପରିବେଶ ସୃଷ୍ଟି ହୋଇଥାଏ । ଗୋମାତା ପ୍ରତିଦିନ ଗୃହକୁ ଆସିଲେ ସେହି ବ୍ୟକ୍ତି ଭାଗ୍ୟଶାଳୀ ହୋଇଥାନ୍ତି । ଗୋମାତାଙ୍କ ବେକରେ ଘଣ୍ଟି ବାନ୍ଧିବା ଉଚିତ । ଏହା ଦ୍ଵାରା 33 କୋଟି ଦେବାଦେବୀଙ୍କ ଫଳ ପ୍ରାପ୍ତି ହୋଇଥାଏ । ଗୋମାତାଙ୍କ ଲାଞ୍ଜ ଧରି ବ୍ୟକ୍ତି ନର୍କକୁ ପାର କରିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *