ଗାଧୋଇବା ପାଣିରେ ପକାନ୍ତୁ ଏହି ଗୋଟେ ଜିନିଷ- କୋଟିପତି ହବାରୁ କେହି ଅଟକେଇ ପାରିବେ ନାହିଁ

କୁହା ଯାଏ ଯେ ନିରୋଗୀ ଓ ସୁନ୍ଦର ହବା ପାଇଁ ପ୍ରତି ଦିନ ସ୍ନାନ କରିବା ଉଚିତ ଅଟେ, କିନ୍ତୁ ଶାସ୍ତ୍ର ରେ କିଛି ଏମିତି ବିଧି କୁହା ଯାଇଛି ଯାହା ସ୍ନାନ ସମୟରେ ପାଳନ କରିବା ଉଚିତ ଅଟେ । ଯେଉଁ ଲୋକ ଏହି କଥା ଧ୍ୟାନ ଦିଅନ୍ତି ତାଙ୍କୁ ସୁନ୍ଦର କାୟା ବା ଶରୀର ସହ ଶୁଭ ଫଳ ଯେମିତିକି ଲକ୍ଷ୍ମୀ କୃପା, କୁଶାଗ୍ର ବୁଢୀ ଏବଂ ସୁନ୍ଦର ତ୍ଵଚା ପ୍ରାପ୍ତ ହୋଇ ଥାଏ ।

ଏହା ପାଇଁ ଆପଣଙ୍କୁ ସୂର୍ଯ୍ୟ ଉଦୟ ପୂର୍ବରୁ ତାରା ଛାୟା ତଳେ ସ୍ନାନ କଲେ ଅଲକ୍ଷ୍ମୀ, ଅସୁବିଧା ବା ଖରାପ ପ୍ରଭାବରୁ ମୁକ୍ତି ମିଳି ଥାଏ ।

ଏହି କଥା ଧ୍ୟାନ ରଖନ୍ତୁ ଯେ ସ୍ନାନ ସମୟରେ ଗୁରୁମନ୍ତ୍ର, ସ୍ତ୍ରୋ, କୀର୍ତନ, ଭଜନ ବା ଭଗବାନ ନା ଜପ କରନ୍ତୁ ଏମିତି ପ୍ରକାର କଲେ ଅକ୍ଷୟ ପୂଣ୍ୟ ପ୍ରାପ୍ତି ହୋଇ ଥାଏ । କିନ୍ତୁ ଆଜିକା ଲୋକ ସମୟରେ ପରିବେଶ ରେ ଲୋକ ଆଳସ୍ୟ ଓ ସମୟ ଅଭାବ ପାଇଁ ଖାଇ ପି କରି ସ୍ନାନ କରୁଛନ୍ତି କିନ୍ତୁ ଶାସ୍ତ୍ର ରେ ଏହା ଜମାରୁ ଅନୁରୂପ ନୁହେଁ ।

ସ୍ନାନ ଏହି ବିଶେଷ ବିଧି ଦ୍ଵାରା ଆପଣ ବହୁତ କିଛି ପ୍ରାପ୍ତ କରି ପାରିବେ ସର୍ବ ପ୍ରଥମେ ସ୍ନାନ କଲା ବେଳେ ଆଗ ମୁଣ୍ଡ ଉପରେ ପାଣି ଢାଳନ୍ତୁ ତତ୍ ପଶ୍ଚାଚ ଦେହ ଉପରେ ପାଣି ଢାଳନ୍ତୁ । ଏହା ପଛରେ କେବଳ ଆତ୍ୟଧମିକ କାରଣ ନୁହେଁ ତେବେ ବୈଜ୍ଞାନିକ କାରଣ ମଧ୍ୟ ଅଛି ମୁଣ୍ଡ ଉପରୁ ପାଣି ଢାଳିଲେ ଶରୀର ଉପର ଭାଗ ଗରମ ପାଦ ମାଧ୍ୟମରୁ ବାହାରି ଯାଇ ଥାଏ । ଯୋଗ ଏବଂ ଆୟୁର୍ବେଦ ରେ ସ୍ନାନ କେତେକ ଲାଭ କୁହା ଯାଇଛି ।

କୁହା ଯାଏ ଯେ ଅଧିକ ସମୟ ଏବଂ ଭଲ ଭାବରେ ସ୍ନାନ କଲେ ଥକା ଓ ଚିନ୍ତା କମ ହୋଇଥାଏ କେବଳ ଏତିକି ନୁହେଁ ଏହା ଦ୍ଵାରା ମନ ପ୍ରସନ୍ନ ଏବଂ ସ୍ୱାସ୍ଥ୍ୟ ଭଲ ହୋଇ ଥାଏ । ଶାସ୍ତ୍ର ଅନୁଯାଇ ଆଗ କାଳ ଲୋକ କହୁଥିଲେ ଯେ କଳା ତିଳ ଗାଧୋଇବା ପାଣିରେ ମିଶାଇ ଗାଧୋଇଲେ ଲୋକ ଭାଗ୍ୟ ପ୍ରବଳ ହୋଇଥାଏ, ଦରିଦ୍ରତା ଦୂର ହୋଇଥାଏ ଏବଂ ସ୍ୱାସ୍ଥ୍ୟ ଭଲ ହୋଇଥାଏ । ଏହା ମଧ୍ୟ କୁହା ଯାଉଥିଲା ଯେ ସୂର୍ଯ୍ୟ ଉଦୟ ସମୟରେ ଗାଧୋଇଲେ ଲୋକଙ୍କୁ ଅସିମ ସୁଖ ପ୍ରାପ୍ତ ହୋଇଥାଏ ।

Leave a Reply

Your email address will not be published. Required fields are marked *