୩୦ ବର୍ଷ ବୟସ ମହିଳାଙ୍କ ପାଇଁ ହୋଇ ଥାଏ ବହୁତ ଖାସ, କାରଣ ଜାଣି ଆଶ୍ଚର୍ଯ୍ୟ ହୋଇ ଯିବେ ଆପଣ!

କୁହା ଯାଏ ଯେ ବୟସ ଗୋଟେ ସୀମା ପାରି କଲା ପରେ ମଣିଷ ଭାବନା ଏବଂ ବ୍ୟବହାର ରେ ମ୍ୟାଚୁରୀଟି ଆସି ଯାଇଥାଏ । ସେମିତି ମହିଳା ଓ ଝିଅଙ୍କୁ ନିଜ ବୟସ ଲୁଚେଇବା ବା କହିବା ବିଷୟ ବହୁତ ମହତ୍ଵପୂର୍ଣ ହୋଇ ଥାଏ । ଏମିତି ସମୟରେ ଯେତେବେଳେ ମହିଳା ନିଜ ବୟସ ତିରିଶ ବର୍ଷ ପୂର୍ଣ କରି ଦିଅନ୍ତି, ତେବେ ତାଙ୍କ ଜୀବନ ବହୁତ ବଦଳି ଯାଏ । ତେବେ କଣ ପରିବର୍ତ୍ତନ ଆସେ ଆସନ୍ତୁ ଜାଣିବା । ଏହି ସମୟରେ ସେ ଅଧିକ ସୁନ୍ଦର ହୋଇ ଯାନ୍ତି, ଏହା ଛଡା ବୁଝିବା ଓ ଧର୍ଯ୍ୟ କରିବା ମାତ୍ରା ବଢି ଯାଇ ଥାଏ ।

Image Courtesy: Google

ଏହି ବୟସ ରେ ମହିଳା ନିଜ ଭୁଲ ପାଇଁ ଚିଢିବା ବଦଳରେ ହସିକରି ସ୍ଵୀକାର କରିବା ଶିଖି ଯାଆନ୍ତି । ଆପଣ ୨୦ ବର୍ଷ ବୟସରେ ନିଜ ପସନ୍ଦ ଓ ନାପସନ୍ଦ ମଧ୍ୟରେ କନଫିଉଜ ରହୁଥିଲେ ସେମିତି ଆପଣ ୩୦ ବର୍ଷ ରେ ରହିବେ ନାହିଁ । ଏହି ବୟସରେ ଆପଣଙ୍କୁ ମେକଅପ ଓ କପଡା ପିନ୍ଧିବା ଅନ୍ଦାଜ ସବୁ ମାନେ ହେଇ ଯାଏ ।

Image Courtesy: Google

ଏହି ପରି ଆପଣ ନିଜକୁ ଭଲ ଭାବରେ କାହା ଆଗରେ ରଖି ପାରନ୍ତି, ଏହି ବୟସ ପରେ ଯେବେ ବି ଆପଣଙ୍କ ଜୀବନ ରେ କଷ୍ଟ ପରିସ୍ଥିତି ଆସେ ତେବେ ଆପଣ ବହୁତ ଧର୍ଯ୍ୟ ସହ ପରିସ୍ଥିତି ସାମ୍ନା କରି ଥାନ୍ତି, କାହିଁକିନା ସେଇ ପର୍ଯ୍ୟନ୍ତ ଆପଣ ଏହା ବୁଝି ଯାଆନ୍ତି ଯେ ଏହା ଜୀବନ ର ଭାଗ ଯାହା ଲିଭେଇ ହବ ନାହିଁ । ଏହା ସହ ଆପଣ ଏହା ମଧ୍ୟ ବୁଝି ଯିବେ ଯେ ସବୁ ସମସ୍ୟାର କିଛି ନା କିଛି ସମାଧାନ ଅବଶ୍ୟ ହୋଇ ଥାଏ ।

Image Courtesy: Google

ସେଥିପାଇଁ ହଡ ବଡ ହବା ଜାଗାରେ ଆପଣ ଶାନ୍ତ ହୋଇ ଏହି ସମସ୍ୟାର ସାମାଧାନ କରିବା ପାଇଁ ଚେଷ୍ଟା କରନ୍ତି । ଏହି ବ୍ୟବହାର ଆପଣଙ୍କ ବ୍ୟକ୍ତିତ୍ବକୁ ତେଜମୟ କରିଥାଏ, ଏହି ପରିସ୍ଥିତି ରେ ଆପଣ ସମସ୍ତଙ୍କ ନଜର ରେ ସମ୍ମାନିତ ହୁଅନ୍ତି ଏବଂ ଘର ପରିବାର ଲୋକ ଆପଣଙ୍କୁ ଆଗଠାରୁ ଅଧିକ ଭଲ ପାଇବା ଆରମ୍ଭ କରନ୍ତି ।

Image Courtesy: Google

ବୟସର ଏହି ସମୟରେ ଆପଣ ନିଜ ଦାଇତ୍ଵ ଭଲ ଭାବରେ ବୁଝି ତାକୁ ପୂର୍ଣ କରିବାରେ ଲାଗି ଯାଆନ୍ତି, ଆପଣ ବୁଝି ଯାଆନ୍ତି ଯେ କାହାକୁ କଣ ଭଲ ଲାଗେ ଆପଣଙ୍କୁ ନିଜ ପାଇଁ କେତେ ଭୋଜନ କେତେ ଡାଇଟ ଓ କେତେ ନିଦ ଆବଶ୍ୟକ ଅଟେ ଯାହା ଫଳରେ ଆପଣ ସୁସ୍ଥ ରହି ପାରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *