15+ GK Quiz – ଗାଧୋଇବା ସମୟରେ ପରିସ୍ରା ଲାଗିବା କେଉଁ ରୋଗର ଲକ୍ଷଣ ଅଟେ ?

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା ।

1- କେଉଁ ପକ୍ଷୀ ମଣିଷର ମାଂସ ଖାଇଥାଏ ?

ଉତ୍ତର- ଶାଗୁଣା ।

2- କଣ ଲଗାଇଲେ ପାଟି ଘା ଗୋଟିଏ ଦିନରେ ଭଲ ହୋଇଯାଏ ?

ଉତ୍ତର- ଘିଅ ।

3- ଦାନ୍ତ ମୂଳରେ କଣ ଲଗାଇଲେ ଦାନ୍ତ ରୁ ରକ୍ତ ବାହାରିବା କମିଯାଏ ?

ଉତ୍ତର- ହଳଦୀ ।

4- କେଉଁ ପ୍ରାଣୀ ଭୂମିକମ୍ପ ହେବ ବୋଲି ଆଗରୁ ଜାଣିଥାଏ ?

ଉତ୍ତର- ମାଛ ।

5- QR Code ସର୍ବ ପ୍ରଥମେ କେଉଁ ଦେଶ ଆବିଷ୍କାର କରିଥିଲା ?

ଉତ୍ତର- ଜାପାନ ।

6- ଗେଣ୍ଡା ମାଂସ ଖାଇଲେ କେଉଁ ରୋଗ ଭଲ ହୋଇଥାଏ ?

ଉତ୍ତର- ହଇଜା ।

7- ମନୁଷ୍ୟର ମସ୍ତିସ୍କ କେତେ ବର୍ଷ ପରେନ୍ତ ଦୁର୍ବଳ ହୋଇଯାଏ ?

ଉତ୍ତର- 40 ବର୍ଷ ।

8- ମଣିଷ ଶରୀରରେ କେଉଁ ଅଙ୍ଗ ସବୁ ଦିନ ପାଇଁ ବଢିଥାଏ ?

ଉତ୍ତର- ନଖ ।

9- କେଉଁ ଦେଶର ଲୋକ ମାନେ ଭାରତକୁ ଆସି ପାରିବେ ନାହିଁ ?

ଉତ୍ତର- ଉତ୍ତର କୋରିଆ ।

10- କେଉଁ ଫଳ ଖାଇଲେ ଶରୀରର କ୍ଷତ ଜଲ୍ଦି ଠିକ ହୁଏ ?

ଉତ୍ତର- ବାଦାମ ।

11- ଛାତିରେ କଫ ଜମା ହୋଇଥିଲେ କଣ ଖାଇଲେ ଜଲ୍ଦି ବାହାରିଯିବ ?

ଉତ୍ତର- ଗୁଡ ।

12- ଭାରତର ସବୁଠାରୁ ଗରିବ ରାଜ୍ଯର ନାମ କଣ ?

ଉତ୍ତର- ବିହାର ।

13- ପୃଥିବୀ ବ୍ଯତୀତ ଅନ୍ୟ କେଉଁ ଗ୍ରହରେ ଜୀବନ ସମ୍ଭବ ହୋଇପାରେ ?

ଉତ୍ତର- ମଙ୍ଗଳ ଗ୍ରହ ।

14- ଭାରତର କେଉଁ ରାଜ୍ୟରେ ସର୍ବାଧିକ ବର୍ଷା ହୁଏ ?

ଉତ୍ତର- ମେଘାଳୟ ।

15- ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ସୋୟାବିନ ଉତ୍ପାଦନ ହୋଇଥାଏ ?

ଉତ୍ତର- ମଧ୍ୟ ପ୍ରଦେଶ ।

16- କେବେ ଭୁବନେଶ୍ଵର ଓଡିଶା ର ରାଜଧାନୀ ହୋଇଥିଲା ?

ଉତ୍ତର- 1949 ମସିହା ରେ ।

17- ଗାଧୋଇବା ସମୟରେ ପରିସ୍ରା ଲାଗିବା କେଉଁ ରୋଗର ଲକ୍ଷଣ ଅଟେ ?

ଉତ୍ତର- ମୂତ୍ରନଳୀ ସଂକ୍ରମଣ ହେବା ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଇଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *