ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା ।
1- କେଉଁ ପକ୍ଷୀ ମଣିଷର ମାଂସ ଖାଇଥାଏ ?
ଉତ୍ତର- ଶାଗୁଣା ।
2- କଣ ଲଗାଇଲେ ପାଟି ଘା ଗୋଟିଏ ଦିନରେ ଭଲ ହୋଇଯାଏ ?
ଉତ୍ତର- ଘିଅ ।
3- ଦାନ୍ତ ମୂଳରେ କଣ ଲଗାଇଲେ ଦାନ୍ତ ରୁ ରକ୍ତ ବାହାରିବା କମିଯାଏ ?
ଉତ୍ତର- ହଳଦୀ ।
4- କେଉଁ ପ୍ରାଣୀ ଭୂମିକମ୍ପ ହେବ ବୋଲି ଆଗରୁ ଜାଣିଥାଏ ?
ଉତ୍ତର- ମାଛ ।
5- QR Code ସର୍ବ ପ୍ରଥମେ କେଉଁ ଦେଶ ଆବିଷ୍କାର କରିଥିଲା ?
ଉତ୍ତର- ଜାପାନ ।
6- ଗେଣ୍ଡା ମାଂସ ଖାଇଲେ କେଉଁ ରୋଗ ଭଲ ହୋଇଥାଏ ?
ଉତ୍ତର- ହଇଜା ।
7- ମନୁଷ୍ୟର ମସ୍ତିସ୍କ କେତେ ବର୍ଷ ପରେନ୍ତ ଦୁର୍ବଳ ହୋଇଯାଏ ?
ଉତ୍ତର- 40 ବର୍ଷ ।
8- ମଣିଷ ଶରୀରରେ କେଉଁ ଅଙ୍ଗ ସବୁ ଦିନ ପାଇଁ ବଢିଥାଏ ?
ଉତ୍ତର- ନଖ ।
9- କେଉଁ ଦେଶର ଲୋକ ମାନେ ଭାରତକୁ ଆସି ପାରିବେ ନାହିଁ ?
ଉତ୍ତର- ଉତ୍ତର କୋରିଆ ।
10- କେଉଁ ଫଳ ଖାଇଲେ ଶରୀରର କ୍ଷତ ଜଲ୍ଦି ଠିକ ହୁଏ ?
ଉତ୍ତର- ବାଦାମ ।
11- ଛାତିରେ କଫ ଜମା ହୋଇଥିଲେ କଣ ଖାଇଲେ ଜଲ୍ଦି ବାହାରିଯିବ ?
ଉତ୍ତର- ଗୁଡ ।
12- ଭାରତର ସବୁଠାରୁ ଗରିବ ରାଜ୍ଯର ନାମ କଣ ?
ଉତ୍ତର- ବିହାର ।
13- ପୃଥିବୀ ବ୍ଯତୀତ ଅନ୍ୟ କେଉଁ ଗ୍ରହରେ ଜୀବନ ସମ୍ଭବ ହୋଇପାରେ ?
ଉତ୍ତର- ମଙ୍ଗଳ ଗ୍ରହ ।
14- ଭାରତର କେଉଁ ରାଜ୍ୟରେ ସର୍ବାଧିକ ବର୍ଷା ହୁଏ ?
ଉତ୍ତର- ମେଘାଳୟ ।
15- ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ସୋୟାବିନ ଉତ୍ପାଦନ ହୋଇଥାଏ ?
ଉତ୍ତର- ମଧ୍ୟ ପ୍ରଦେଶ ।
16- କେବେ ଭୁବନେଶ୍ଵର ଓଡିଶା ର ରାଜଧାନୀ ହୋଇଥିଲା ?
ଉତ୍ତର- 1949 ମସିହା ରେ ।
17- ଗାଧୋଇବା ସମୟରେ ପରିସ୍ରା ଲାଗିବା କେଉଁ ରୋଗର ଲକ୍ଷଣ ଅଟେ ?
ଉତ୍ତର- ମୂତ୍ରନଳୀ ସଂକ୍ରମଣ ହେବା ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଇଟିଏ ଲାଇକ କରନ୍ତୁ, ଧନ୍ୟବାଦ ।