L ନାମ ଥିବା ଲୋକ ଅବଶ୍ୟ ଜାଣନ୍ତୁ ! L ନାମର ବ୍ୟକ୍ତିଙ୍କର ସ୍ଵଭାବ ଓ ବ୍ୟକ୍ତିତ୍ବ କିପରି ହୋଇଥାଏ ?

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ L ଅକ୍ଷର ରୁ ଆରମ୍ଭ ହେଉଥିବା ବ୍ୟକ୍ତିଙ୍କ ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ । ଏହି ନାମର ବ୍ୟକ୍ତିଙ୍କର ସ୍ଵଭାବ, ବ୍ୟକ୍ତିତ୍ବ, ଚରିତ୍ର, କ୍ଯାରିୟର, ଦାମ୍ପତ୍ୟ ଓ ପ୍ରେମ ଜୀବନ ବିଷୟରେ କହିବାକୁ ଯାଉଛୁ । କୌଣସି ପୁଅ ବା ଝିଅ ଙ୍କର ନାମର ପ୍ରଥମ ଅକ୍ଷର L ରୁ ଆରମ୍ଭ ହୋଇଥିଲେ ଏମାନେ ସ୍ଵଭାବରେ ବହୁତ ସରଳ ହୋଇଥାନ୍ତି । ପ୍ରତେକ କଥାକୁ ଏମାନେ ହୃଦୟର ସହ ଚିନ୍ତା କରିଥାନ୍ତି ।

ଏମାନେ ସର୍ବଦା ନିଜର ପ୍ରିୟଜନ ଙ୍କୁ ଭଲ ପାଇଥାନ୍ତି । ଏମାନେ କେବେ ବି କାହାର ଦୁଃଖ ଦେଖି ପାରନ୍ତି ନାହିଁ । ଏମାନଙ୍କର ସ୍ଵଭାବ ବହୁତ ସରଳ ଓ ସମସ୍ତଙ୍କୁ ଭଲ ପାଇବା ଭଳି ହୋଇ ଥିବାରୁ ଏମାନେ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି । ଏମାନେ ଅଳ୍ପକେ ସନ୍ତୁଷ୍ଟ ହୋଇଥାନ୍ତି । ଏମାନେ ସମାଜ ରେ ଓ ପରିବାର ରେ ମୁଖ୍ୟ ଭୂମିକାରେ ରହିଥାନ୍ତି । ଏମାନେ ଯୁଆଡେ ଯାଇଥାନ୍ତି ଖାଲି ହସ ଖୁସି ବାଣ୍ଟି ଥାନ୍ତି ।

ଏହି ନାମର ବ୍ୟକ୍ତି ବହୁତ ସମ୍ବେଦନଶୀଳ ହୋଇଥାନ୍ତି । ଏମାନେ ଅନ୍ୟ ର ଦୁଃଖ କୁ ଦୂର କରିବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି । ଏମାନଙ୍କର କ୍ଯାରିୟର ବିଷୟରେ କହିବାକୁ ଗଲେ ଏମାନେ ବହୁତ ବଡ ହେବାର ଇଚ୍ଛା ରଖି ନ ଥାନ୍ତି । ଏମାନେ ଯାହା ବି କରିଥାନ୍ତି ସେଥିରେ ସଫଳ ହୋଇଥାନ୍ତି । ଏମାନେ ରଚନାତ୍ମକ ହୋଇଥାନ୍ତି । ଏମାନେ ସାହିତ୍ଯ ଓ କ୍ଯାରିୟରରେ ଭଲ ହୋଇଥାନ୍ତି ।

ଏମାନଙ୍କ ଉପରେ ମା ଲକ୍ଷ୍ମୀ ଙ୍କ କୃପା ସର୍ବଦା ରହିଥାଏ । ଏମାନେ ଯେଉଁ କାମ ହାତକୁ ନେଇଥାନ୍ତି ତାହାକୁ ମନ ଲଗାଇ କରିଥାନ୍ତି । ଏମାନଙ୍କର କାମରେ ସିନିୟର ସର୍ବଦା ଖୁସି ରେ ରହିଥାନ୍ତି । ଏମାନେ ବହୁତ ସ୍ବାଭିମାନୀ ହୋଇଥାନ୍ତି । ଏମାନଙ୍କର ଚିନ୍ତାଧାରା ଦାର୍ଶିନିକ ହୋଥାଏ । ପ୍ରତେକ କାମକୁ ନେଇ ଅଲଗା ଚିନ୍ତାଧାରା ରଖିଥାନ୍ତି । ଏମାନଙ୍କ କଥାରେ ବହୁତ ଦମ ରହିଥାଏ ।

ଏମାନଙ୍କୁ କେହି ସହଜରେ ବୁଝି ପାରନ୍ତି ନାହିଁ । ଏମାନଙ୍କୁ ମଧୁର କଥା କହି ହୃଦୟ କୁ ସହଜରେ ଜିତାଇପାରେ । ଏମାନେ ଚତୁର ସ୍ଵଭବର ହୋଇଥିବାରୁ ଏମାନଙ୍କୁ କେହି ଠକି ପାରନ୍ତି ନାହିଁ । ଏମାନେ ଧର୍ମ ଉପରେ ବିଶ୍ଵାସ ରଖିଥାନ୍ତି । ଏମାନେ ନିଜର ଅନୁଭବ ଆଧାରରେ ସଫଳତା ପାଇଥାନ୍ତି । ଏମାନେ ଅତୀତରେ ଚିନ୍ତା ନ କରି ବର୍ତ୍ତମାନରେ ବଞ୍ଚିବାକୁ ପସନ୍ଦ କରନ୍ତି ।

ଏମାନେ ଉଚ୍ଚ ବିଚାର ସମ୍ପନ୍ନ ହୋଇଥାନ୍ତି । କୌଣସି କାର୍ଯ୍ୟ କୁ ଅଧା ରୁ ଛାଡିବା କି ପଛକୁ ହଟିବା ଏମାନେ ପସନ୍ଦ କରନ୍ତି ନାହିଁ । ଏମାନେ ଭାବୁକ ଓ ଦୟାଳୁ ସ୍ଵଭାବର ହୋଇଥାନ୍ତି । ଏମାନେ ନ୍ୟାୟପ୍ରିୟ ହୋଇଥାନ୍ତି । ଏମାନଙ୍କର ଲକ୍ଷ୍ୟ ଉନ୍ନତି କରିବା ହୋଇଥାଏ । ଏମାନେ ପ୍ରତେକ କାର୍ଯ୍ୟକୁ ଯୋଜନାବଦ୍ଧ ଭାବେ କରିଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *