ଗାଡି ଚାଳକଙ୍କ ପାଇଁ ଖୁସି ଖବର: ଶସ୍ତା ହେଲା ପେଟ୍ରୋଲ ଡିଜେଲ ଦର.. ମୂଲ୍ୟ ଆହୁରି ହ୍ରାସ ହେବା ନେଇ ବିଶେଷଜ୍ଞଙ୍କ ପୂର୍ବାନୁମାନ

ନମସ୍କାର ବନ୍ଧୁଗଣ, ପ୍ରାୟତ ବର୍ତ୍ତମାନ ସମୟରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ପିଛା ବୃଦ୍ଧି ପାଉଛି ତ କେବେ ହ୍ରାସ ପାଇବାରେ ଲାଗିଛି । ଯାହାକୁ ନେଇ ସାଧାରଣ ଗ୍ରାହକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଯାଉଛି । କିନ୍ତୁ ବର୍ତ୍ତମାନ ଗାଡି ଚାଳକ ଙ୍କ ପାଇଁ ଆସିଲା ବଡ ଖୁସି ଖବର । ହଁ ଦର୍ଶକ ବନ୍ଧୁ ପୁଣି ହ୍ରାସ ପାଇଲା ପେଟ୍ରୋଲ ଓ ଡିଜେଲ ଦର । ଆନ୍ତର୍ଜାତୀୟ ବଜାର ରେ ଅଶୋଧିତ ତୈଳ ଦର ୭ ମାସ ମଧ୍ୟରେ ସର୍ବ ନିମ୍ନ ସ୍ତର ରେ ପହଞ୍ଚିଛି । ତେବେ ଅଶୋଧିତ ତୈଳ ମୂଲ୍ୟ ବର୍ତ୍ତମାନ ବ୍ୟାରେଲ ପିଛା ୯୩.୯୬ ଟଙ୍କା ରହିଛି ।

ଏହା ସହ ଦର ଆହୁରି ହ୍ରାସ ହେବାର ବିଶେଷଜ୍ଞ ମାନେ ପୂର୍ବ ଅନୁମାନ କରୁଛନ୍ତି । ଏଭଳି ସ୍ଥିତି ରେ ପେଟ୍ରୋଲ ଓ ଡିଜେଲ ଦର ବର୍ତ୍ତମାନ ହ୍ରାସ ପାଉ ଥିବାରୁ ଗ୍ରାହକ ଙ୍କ ମଧ୍ୟରେ ବେଶ ଖୁସି ଦେଖା ଯାଇଛି । ସୂଚନା ଅନୁଯାୟୀ ସରକାରୀ ତେଲ କମ୍ପାନୀ ଗୁଡିକର ଦେଶର ଦିଲ୍ଲୀ ଓ ମୁମ୍ବାଇ ପରି ୪ଟି ମେଟ୍ରୋ ସହର ରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରି ନ ଥିବା ବେଳେ ଅନ୍ୟ କିଛି ସହର ରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି । ତେବେ ଆସନ୍ତୁ ଜାଣିବା ବର୍ତ୍ତମାନ ସମୟରେ ପେଟ୍ରୋଲ ଓ ଦୋଜେଲ ଦର ଏତେ ହ୍ରାସ ପାଇଛି ।

ସୂଚନା ଅନୁଯାୟୀ ୟୁପିଏ ର ଗୌତମ ବୁଦ୍ଧ ନଗର ନୋଏଡା ଗ୍ରେଟନଡ ଜିଲ୍ଲାରେ ପେଟ୍ରୋଲ ଓ ଡିଜେଲ ଦର ୧୧ ପଇସା ହ୍ରାସ ପାଇଥିବା ବେଳେ ଗାଜିଆବାଦ ରେ ପେଟ୍ରୋଲ ଲିଟର ପିଛା ୩୨ ପଇସା ଓ ଡିଜେଲ ୩୦ ପଇସା କୁ ହ୍ରାସ ପାଇଛି । ତେବେ ଗତ ୨୪ ଘଣ୍ଟା ରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୪୩.୯୬ ଦଳର ରହିଥିବା ବେଳେ WTI ର ଏହାର ମୂଲ୍ୟ ଲିଟର ପିଛା ୮୭,୭୩ ଡାଳର ରହିଛି । ତେବେ ନୋଏଡା ରେ ପେଟ୍ରୋଲ ଲିଟର ପିଛା ୯୬.୬୫ ଟଙ୍କା ଥିବା ବେଳେ ଡିଜେଲ ୮୯.୮୨ ଟଙ୍କା ହୋଇଛି ।

ସେହିପରି ଗାଜିଆବାଦ ରେ ପେଟ୍ରୋଲ  ୯୬.୨ ଟଙ୍କା ଓ  ଡିଜେଲ ୮୯.୪୫ ଟଙ୍କା ହୋଇଛି । ଲକ୍ଷ୍ନୌ ରେ ପେଟ୍ରୋଲ ଦର ୯୬.୫୭ ଟଙ୍କା ହୋଇଥିବା ବେଳେ ଡିଜେଲ ଦର ୮୯.୭୬ ଟଙ୍କା ହୋଇଥିବା ଜଣା ପଡିଛି । ଅନ୍ୟ ପକ୍ଷରେ ପାଟଣା ରେ ପେଟ୍ରୋଲ ଲିଟର ପିଛା ୧୦୭.୨୪ ଟଙ୍କା ଥିବା ବେଳେ ଡିଜେଲ ଲିଟର ପିଛା ୯୪.୦୪ ଟଙ୍କା ହୋଇଛି ।

ଏହିପରି ପୋର୍ଟ ପ୍ଲେୟାର ରେ ୮୪.୧୦ ଟଙ୍କା ଓ ଡିଜେଲ ଲିଟର ପିଛା ୮୯.୭୪ ଟଙ୍କା ହୋଇଥିବା ସୂଚନା ମିଳିଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *