ମଟର ସାଇକେଲ ସିଟ ଭିତରେ ନାଗ ସାପ, ଭୟରେ ଛାନିଆ ଗାଡିଚାଳକ, ଦେଖନ୍ତୁ ଭୟଙ୍କର ଦୃଶ୍ୟ

ଆଜିକାଲି ସା-ପ ମାମଲା ବହୁତ ଦେଖିବାକୁ ଓ ଶୁଣିବାକୁ ମିଳୁଛି । କାହା ଘରେ କେତେ ବେଳେ ସା-ପ ପସିଲାଣି ତ କାହାର ଗାଡି ଭିତରେ । ସା-ପ କେତେକ ଭୟଙ୍କର ଅଟେ ଏହା ଆପଣ ସମସ୍ତ ଜାଣିଛନ୍ତି । ସା-ପ କାହାକୁ କ୍ଷତି ପହଞ୍ଚାଇ ନ ଥାଏ । କିନ୍ତୁ ବେଳେ ବେଳେ କିଛି ଲୋକମାନେ ସା-ପର ଶିକାର ହୋଇ ଯାଆନ୍ତି । ଯାହାକୁ ଆପଣ ଭାଗ୍ୟର ବିଡମ୍ବନା କହି ପାରିବେ । ଜଙ୍ଗଲ ଗୁଡିକ ସଫା ହେବା କାରଣରୁ ବର୍ତ୍ତମାନ ସା-ପମାନେ ଖାଇବା ସନ୍ଧାନରେ ପକା ଘର ଓ ଚାଲ ଘର ଭିତରକୁ ପଶି ଯାଉଛନ୍ତି ।

କିନ୍ତୁ କେତେକ ଲୋକମାନେ ସା-ପକୁ ଦେଖିବା ମାତ୍ରେ ତାକୁ ମା-ରି ଦେଉଛନ୍ତି ତ ଅନ୍ୟ ପଟେ ଏମିତି ବି କିଛି ଲୋକମାନେ ଅଛନ୍ତି ଯେଉଁମାନେ ସା-ପକୁ ଦେଖିବା ମାତ୍ରେ ନିଜେ ଆଗେ ସୁରକ୍ଷିତ ସ୍ଥାନକୁ ଚାଲି ଯାଇ ସ୍ନେକ ହେଲ୍ପ ଲାଇନକୁ ଫୋନ କରୁଛନ୍ତି ।

କିଛି ଅଧିକାରୀମାନେ ଆସି ସା-ପକୁ ଉଦ୍ଧାର କରିବା ସହ ସେହି ପରିବାରର ସଦସ୍ୟମାନଙ୍କୁ ବି ସୁରକ୍ଷା ଦେଇ ଥାନ୍ତି । ଅଧିକାରୀମାନେ ସା-ପକୁ ଘଞ୍ଚ ଜଙ୍ଗଲ ମଧ୍ୟକୁ ଛାଡି ଦିଅନ୍ତି । ପୁଣି ଥରେ ଏକ ସା-ପ ଦେଖିବାକୁ ମିଳିଛି ଓ ସା-ପଟି ଯେଉଁ ସ୍ଥାନରେ ଥିଲା ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟକର ଘଟଣା ଅଟେ ।

କହିବାକୁ ଗଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଲପୁର ଗାଁର ଚିନ୍ମୟ ପ୍ରଧାନର ବାଇକ ସିଟ ତଳୁ ଏକ ନାଗ ସା-ପକୁ ଉଦ୍ଧାର କରା ଯାଇଛି । ଆଜି ସକାଳେ ଯେତେବେଳେ ସେ ଗାଡି ଚାଳାଇ ଯାଉ ଥିଲେ ତେବେ ତାଙ୍କୁ କିଛି ଶବ୍ଦ ଶୁଣା ଗଲା । ସେ ଗାଡିକୁ ଅଟକାଇ ସେହି ଶବ୍ଦକୁ ଭଲ ଭବାରେ ଶୁଣିବାରୁ ତାଙ୍କୁ କିଛି ସନ୍ଦେହ ହେଲା । ତାଙ୍କୁ ଲାଗିଲା କି ତାଙ୍କ ସିଟ ତଳେ ବୋଧେ ହୁଏ ସା-ପ ଅଛି ।

ସେ ଆଇଆଇଆରବି ଯବାନକୁ ସୂଚନା ଦେଲେ । ଆଇଆଇଆରବି ଯବାନ ଆସି ଗାଡିର ସିଟ ଖୋଲି ଦେଖିଲେ ତ ସିଟ ତଳେ ଗୋଟିଏ ନାଗ ସା-ପ ଲୁଚି ରହିଥିଲା । ସେ ସା-ପକୁ ଗାଡିରୁ ଉଦ୍ଧାର କରି ନିଜ ସହିତ ନେଇ ଯାଇ ଥିଲେ ଓ ସା-ପକୁ ଗହଞ୍ଚ ଜଙ୍ଗଲ ମଧ୍ୟରେ ଛାଡି ଦେଲେ । କିନ୍ତୁ ବର୍ତ୍ତମାନ ପ୍ରଶ୍ନ ଉଠୁଛି କି ସା-ପ ଟି ସେହି ଗାଡିର ସିଟ ତଳକୁ ଗଲା କେମିତି ?

Leave a Reply

Your email address will not be published. Required fields are marked *