ଶନିବାର ସନ୍ଧ୍ୟାରେ 55 ବର୍ଷ ପରେ ବନୁଛି ଦୁର୍ଲଭ ସଂଯୋଗ, ଚୁପଚାପ ଏହି ସ୍ଥାନରେ ଜଳାଇ ଦିଅନ୍ତୁ 1 ଦୀପ, ମିଳିବ ସବୁ କଷ୍ଟରୁ ମୁକ୍ତି

ଶନିବାର ଦିନ ବହୁତ ହିଁ ଖାସ ହୋଇଥାଏ । ଏହି ଦିନରେ ଲୋକମାନେ ବିଭିନ୍ନ ପ୍ରକାରର ଉପାୟ ବି କରନ୍ତି । କିନ୍ତୁ ଶନିବାର ଦିନ ଏମିତି ବି କିଛି ଉପାୟ କରାଯାଏ ଯାହା ଧନ ବୁଦ୍ଧି କରିଥାଏ । ଆଜି ଆମେ ଆପଣଙ୍କୁ ଏକ ଏମିତି ଉପାୟ କହିବୁ ଯାହାକୁ ଶନିବାର ଦିନ କରିବା ଦ୍ଵାରା ଆପଣଙ୍କ ଧନ ବୁଦ୍ଧି ହେବ । ଶନିବାର ଦିନ ଶନିଦେବଙ୍କୁ ସମର୍ପିତ ଅଟେ । ଯଦି ଆପଣଙ୍କର କୌଣସି ବିଶେଷ ମନୋକାମନା ଅଛି ଯାହାକି ବହୁତ ସମୟ ହେବ ପୁରା ହୋଇ ପାରୁ ନାହିଁ ତେବେ ଏହି ସମୟରେ ଏକ ଛୋଟ ପ୍ରୟୋଗ କରନ୍ତୁ ।

ଗୋଟିଏ ଲୁହା କଣ୍ଟାକୁ ନେଇ ଓସ୍ଥ ଗଛ ପାଖକୁ ଯାଆନ୍ତୁ ଓ ସେଠି ନିଜର ମନୋକମନାକୁ କହି ଓସ୍ଥ ଗଛ ମୂଳ ପାଖରେ ଯେଉଁ ମାଟି ଅଛି ସେଠି ପୋତି ଦିଅନ୍ତୁ ଓ ପଛକୁ ନ ଦେଖି ଘରକୁ ଚାଲି ଆସନ୍ତୁ ।

ଯେତେବେଳେ ଆପଣଙ୍କ ମନୋକାମନା ପୂର୍ଣ ହୋଇଯିବ ତେବେ ସେତେବେଳେ ସେହି ଓସ୍ଥ ଗଛ ତଳକୁ ଯାଇ ସେହି କଣ୍ଟାକୁ ବାହାର କରି ନଦୀରେ ପ୍ରବାହ କରି ଦିଅନ୍ତୁ . ଜୀବନର ସମସ୍ୟା ଦୂର କରିବା ପାଇଁ ଗୋଟିଏ କଳସରେ ପାଣି ନେଇ ଏଥିରେ କଳା ରାଶି, ଅଧ ଚାମଚ କ୍ଷୀର, ଅଳ୍ପ ଗୁଡ ଏହି ପାଣିରେ ଦେଇ ଓସ୍ଥ ଗଛ ତଳକୁ ଯାଆନ୍ତୁ ଓ ଏହାକୁ ଅର୍ପଣ କରି ଦିଅନ୍ତୁ । ସେଠି କୁହନ୍ତୁ କି ମାତା ଲକ୍ଷ୍ମୀ ଆପଣ ଆମ ସହିତ ଘରକୁ ଚାଳନ୍ତୁ ।

କାରଣ ଓସ୍ଥ ଗଛରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି । ସେହିଭଳି ଅନ୍ୟ ଏକ ଉପାୟ ହେଉଛି ଗୋଟିଏ ମାଟି ଦୀପରେ ସୋରିଷ ତେଲ ଓ ଏଥିରେ କଳା ରାଶି ଦିଅନ୍ତୁ ସନ୍ଧ୍ୟା ସମୟରେ ଶନିବାର ଦିନ ଓସ୍ଥ ଗଛ ମୂଳରେ ଦେଇ ଦିଅନ୍ତୁ । ସମ୍ଭବତଃ ଏହା ସହିତ ଓସ୍ଥ ଗଛ ଚାରିଆଡେ ୭ ଥର ପରିକ୍ରମା ବି କରନ୍ତୁ । ଏହା ପାଶ୍ଚାତ ହନୁମାନ ମନ୍ଦିରକୁ ଯାଇ ସେଠି ବି ଏକ ମାଟି ଦୀପରେ ସୋରିଷ ତେଲ ସହ ଦୁଇଟି ଲବଙ୍ଗ ଦେଇ ଦୀପ ଜଳାନ୍ତୁ ଓ ହନୁମାନଙ୍କ ଆରତୀ କରନ୍ତୁ ।

ଏହିଭଳି କରିବା ଦ୍ଵାରା ଜୀବନର କଷ୍ଟ ଓ କରଜରୁ ମୁକ୍ତି ମିଳିବ । ଟଙ୍କା ସମସ୍ୟା ବି ଦୂର ହେବ । ଯଦି ଆପଣଙ୍କ ଘରର ଆଖପାଖରେ ଓସ୍ଥ ଗଛ ନାହିଁ ତେବେ ଏହିଭଳି ସ୍ଥିତିରେ ଆପଣ ଘରର ମୁଖ୍ୟ ଦ୍ଵାରା ବାହାରେ ଡାହାଣ ପଟେ ସୋରିଷ ତେଲ ଦେଇ ଦୀପ ଲଗାନ୍ତୁ । ଦୀପ ତଳେ ଫୁଲ କିମ୍ବା କୌଣସି ପତ୍ର ରଖି ଦିଅନ୍ତୁ । ସକାଳୁ ଉଠି ଏକ ବ୍ଳାଟି ପାଣି ନିଜ ଘରର ମୁଖ୍ୟ ଦ୍ଵାରରେ ଢାଳି ଦିଅନ୍ତୁ । ଏହା ଶୁଭ ହୋଇଥାଏ ।

Leave a Reply

Your email address will not be published. Required fields are marked *