ପ୍ରେମରେ ବହୁତ ରୋମାଣ୍ଟିକ ସ୍ଵଭାବର ହୋଇଥାନ୍ତି ଏହି ୩ଟି ନାମର ଝିଅମାନେ – Jyotisha Shastra

ବ୍ଯକ୍ତିର ସ୍ଵଭାବ ତାର ପସନ୍ଦ ରୁ ଜଣା ପଡିଥାଏ । କୁହାଯାଏ କି ଯେବେ କୌଣସି ଝିଅ ପ୍ରେମ କରେ ସେ ନିଜ ପାର୍ଟନର କୁ ପରଫେକ୍ଟ ଭାବେ ବାଛିଥାଏ । ଯେବେ ଗୋଟେ ଝିଅ ପ୍ରେମରେ ପଡେ ତେବେ ସେ ଆଗ ଅପେକ୍ଷା ବହୁତ ସୁନ୍ଦର ଓ କ୍ୟୁଇଟ ଲାଗିଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ପ୍ରେମ କରିବା ସମୟରେ ଗୋଟେ ଝିଅ ତା ପାର୍ଟନର କେତେ ଭଲ ପାଏ ତାହା ଆଗ ଦେଖିଥାଏ । ପ୍ରେମ କରୁଥିବା ବ୍ୟକ୍ତି ନିଜ ସାଥି କୁ ପ୍ରେମ କରିବାର ଗୋଟେ ଚାନ୍ସ ହରାଇ ନ ଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି ୩ଟି ନାମ ଥିବା ଝିଅଙ୍କ ବିଷୟରେ କହିବାକୁ ଯେଉଁ ମାନେ ପ୍ରେମରେ ପାଗଳ ହୋଇଥାନ୍ତି ।

୧- “N” ନାମର ଝିଅ ମାନେ : ଏହି ନାମରୁ ଆରମ୍ଭ ହେଉଥିବା ଝିଅ ମାନେ ସର୍ବଦା ଅନ୍ୟ ର ସାହାଜ୍ଯ କରିବା ପାଇଁ ଆଗେଇ ଆସିଥାନ୍ତି । ଏମାନେ ପ୍ରେମ କ୍ଷେତ୍ର ରେ ବହୁତ ରୋମାଣ୍ଟିକ ସ୍ଵଭାବର ହୋଇଥାନ୍ତି । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏହି ନାମର ଝିଅ ଏମାନେ ନିଜ ପାର୍ଟନର ପ୍ରତି ବହୁତ ବଫାଦାର ରହିଥାନ୍ତି । ଏମାନେ ନିଜ କର୍ତ୍ତବ୍ୟ ବେଶ ଭଲ ଭାବେ ନିଭାଇଥାନ୍ତି । ଲାଇଫ ପାର୍ଟନର ପ୍ରତି ଏମାନଙ୍କର ଭଲ ପାଇବା ବହୁତ ଅଧିକ ରହିଥାଏ ।

୨- “S” ନାମର ଝିଅ ଏମାନେ : ଏହି ନାମରୁ ଆରମ୍ଭ ହେଉଥିବା ଝିଅ ମାନେ ସ୍ଵଭାବରେ ବହୁତ ଗମ୍ଭୀର ହୋଇଥାନ୍ତି । ଏମାନେ ସେହି ବ୍ୟକ୍ତି କୁ ପ୍ରେମ କାରନ୍ତି ଯେଉଁ ମାନେ କେବଳ ତାଙ୍କୁ ପ୍ରେମ କରିଥାନ୍ତି । ଏହି ନାମର ଝିଅ ମାନେ ଦେଖିବାକୁ ସୁନ୍ଦର ଓ ଆକର୍ଷକ ହେବା ସହ ଲୋକପ୍ରିୟ ହୋଇଥାନ୍ତି । ଏମାନେ ନିଜ ଲାଇଫ ପାର୍ଟନର ର ସବୁ ପରିସ୍ଥିତି ରେ ସାଥ ଦେଇଥାନ୍ତି । କେବେ ବି ନିଜ ପାର୍ଟନର ର ହାତ ଛାଡନ୍ତି ନାହି । ଭଲ ପାଇବାରେ ଏମାନଙ୍କର ଦ୍ରୁଷ୍ଟି କୋଣ ନିଜ ପାର୍ଟନର କୁ ଅଧିକ ଆକର୍ଷଣ କରିଥାଏ । ଏମାନେ ପରିବାର ଲୋକଙ୍କ ର ସମ୍ମାନ କରିଥାନ୍ତି ଯାହା ଦ୍ଵାରା ଏମାନେ ଖୁବ ପ୍ରଶଂସା ପାଇଥାନ୍ତି ।

୩- “R” ନାମର ଝିଅ ମାନେ : ଏହି ନାମରୁ ଆରମ୍ଭ ହେଉଥିବା ଝିଅ ମାନେ ବହୁତ ସୁନ୍ଦର ଦେଖିବାକୁ ହୋଇଥାନ୍ତି । ଏମାନେ ନିଜ ପାର୍ଟନର ର ବହୁତ ଭଲ ଭାବେ ଧାନ ରଖିଥାନ୍ତି । ଏମାନଙ୍କର ଗୋଟେ ବିଶେଷତା ହେଉଛି ଏମାନେ ହୃଦୟ ରୁ କୋମଳ ହୋଇଥାନ୍ତି । ନିଜ ଜୀବନ ସାଥି କୁ ଏମାନେ କେବେ ବି ଧୋକକା ଦିଅନ୍ତି ନାହି । ଏମାନେ ରୋମାନ୍ସ ମାମଲା ରେ ବହୁତ ରୋମାଣ୍ଟିକ ଓ ବିନମ୍ର ହୋଇଥାନ୍ତି । ଏମାନେ ନିଜ ଜୀବନ ସାଥି ଙ୍କ ସହ ବହୁତ ଖୁସିରେ ରହିଥାନ୍ତି । ଜୀବନର ପ୍ରତେକ ଟି ମୂହୁର୍ତ୍ତ କୁ ଏହି ନାମର ଝିଅ ମାନେ ଆନନ୍ଦ ନେଇଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *