ବନ୍ଧୁଗଣ କଦଳୀ ଏକ ଉପକାରୀ ଫଳ ଅଟେ।ଏଥିରେ ଅନେକ ଭିଟାମିନ ଏବଂ ମିନେରଲ ରହିଛି। ଗର୍ଭାବତୀ ମହିଳାଙ୍କୁ କେତେବେଳେ କେବେ କଦଳୀ ଖାଇବା ଉଚିତ ଆସନ୍ତୁ ଜାଣିବା । ଗର୍ଭବତୀ ମହିଳାଙ୍କୁ ତାଙ୍କ ବସିବା ଉଠିବ ବ୍ୟତୀତ ତାଙ୍କ ଖାଇବା ଉପରେ ମଧ୍ୟ ବିଶେଷ ଧ୍ୟାନ ରଖିବାକୁ ହୋଇଥାଏ । ଡାକ୍ତର ମାନେ ଗର୍ଭବତୀ ମହିଳାଙ୍କୁଖାଦ୍ୟ ସେବନ କରିବା ପାଇଁ ପରାମର୍ଶ ଦେଇଥାନ୍ତି । ଏମିତି କ୍ଷେତ୍ରରେ ଜଫି ଗର୍ଭବତୀ ମହିଳା କଦଳୀ ସେବନ କରେ ତାହେଲେ ତା ଫର୍ଭରେ ବଢୁଥିବା ଶିଶୁ ଅଧିକ ଭଲ ହେଇଥାଏ । ତେବେ ଚାଲନ୍ତୁ ଜାଣିବା ଗର୍ଭାବସ୍ଥାରେ କଦଳୀ କେତେ ଲାଭ ଦାୟକ ହୋଇଥାଏ ।
କଦଳୀରେ ଭିଟାମିନ ବି, ଭିଟାମିନ ଏ , ଭିଟାମିନ ବି୬, ଆଇରନ , କ୍ୟାଲସିୟମ , ପୋଟାସିୟମ , ମ୍ୟାଗନେସିୟମ ଭରପୁର ମାତ୍ରାରେ ଥାଏ । ଏଥିରେ କ୍ୟାଲସିୟମ ଥିବା କାରଣରୁ ଛୁଆକୁ ଭ ରପୁର ମାତ୍ରାରେ ସବୁ ମିଳିଥାଏ । ଇଥପାଇଁ ଡକ୍ଟର ମାନେ ଗର୍ଭବତୀ ମହିଳା ମାନଙ୍କୁ କଦଳୀ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି । କଦଳୀ ର ସେବନ କଲେ ଏହା ଶରୀରର ହିମୋଗ୍ଲୋବିନ କୁ ବଢାଇ ଥାଏ । ଯେଉଁ ମହିଳାଙ୍କ ଠାରେ ରକ୍ତର ଅଭାବ ରହିଥାଏ ତାହେଲେ କଦଳୀ ଖାଆନ୍ତୁ । ଗର୍ଭ ବତି ମହିଳା ମାନ ଙ୍କ ର ପ୍ରଥମ ତିନି ମାସ ରେ ମର୍ଣିଂ ଅସୁସ୍ଥତା ସମସ୍ୟା ଦେଖା ଯାଏ। ଏହି ସମସ୍ୟା ରୁ ରକ୍ଷା ପାଇବା ପାଇଁ ଆପଣ କଦଳୀ ର ସେବନ କରନ୍ତୁ ।
ଗର୍ଭ ଅବସ୍ଥା ରେ ଅଧିକାଂଶ ମହିଳା ଙ୍କ ଠାରେ ରକ୍ତ ଚାପ ବଢିବା କମିବା ଲାଗି ରହିଥାଏ ।ଏହାକୁ ଠିକ୍ କରିବା ପାଇଁ ନିଜ ଖାଦ୍ୟ ପେୟ ଉପରେ ଧ୍ୟାନ ଦେବା ଆବଶ୍ୟକ । ଯଦି ପ୍ରତିଦିନ ଆପଣ କଦଳୀ ର ସେବନ କରିବେ ତାହେଲେ ଆପଣଙ୍କ ରକ୍ତ ଚାପ ନିୟନ୍ତ୍ରଣ ରେ ରହିବ ଏବଂ ଆପଣଙ୍କ ମଧୁମେହ ରୋଗଏ ସମସ୍ୟା ଦେଖା ଦେଇ ନଥାଏ । ଏହା ବ୍ୟତୀତ ଆପଣଙ୍କ କଲେଷ୍ଟରୋଲ ମଧ୍ୟ ନିୟନ୍ତ୍ରଣ ରେ ରହିଥାଏ । ଗର୍ଭାବସ୍ଥା ସମୟରେ ଏସି ଦିଟି ର ସମସ୍ୟା ଦେଖାଯାଏ । କଦଳୀ ସେବନ କରିବା ଦ୍ଵାରା ଏହି ଏସି ଡିଟି ର ସମସ୍ୟା ଦୂର ହୋଇଯିବ । କାରଣ କଦଳୀ ରେ ଥିବା ମାଗ୍ନେଶିୟମ୍ ପାଚନ ସ୍ଥଳୀ କୁ ଶକ୍ତ କରିଥାଏ ।
ଯଦି ଆପଣ ନିୟମିତ ଭାବରେ ଏହାକୁ ସେବନ କରିବେ ଏହାର ସବୁଠୁ ଭଲ କଥା ଏହା ଯେ କଦଳୀ ରେ ମାନସିକ ଚାପ ଦୂର କରିବାର କ୍ଷମତା ରହିଥାଏ ।ଏହାର ସେବନ ଦ୍ଵାରା ଚାପ ଦୂର ହୁଏ । ଦିନରେ ଯେତେବେଳେ ଇଚ୍ଛା ହୁଏ ଆପଣ ସେତେବେଳ କଦଳୀ ଖାଆନ୍ତୁ । ଗର୍ଭାବସ୍ଥା ସମୟରେ ହାଲିଆ ଲାଗେ ତାହେଲେ ଆପଣ କଦଳୀ ର ସେବନ କରନ୍ତୁ କାରଣ ଏହା ଆପଣଙ୍କ ଶରୀର କୁ ତୁରନ୍ତ ଶକ୍ତି ପ୍ରଦାନ କରିଥାଏ। ଯାହା ଫଳରେ ଆପଣଙ୍କୁ ହାଲିଆ ଲାଗି ନ ଥାଏ ।
କଦଳୀ ରେ ପ୍ରୋଟିନ ବହୁତ୍ ପରିମାଣ ରେ ଥାଏ ।ସେହି ପ୍ରୋଟିନ ଗର୍ଭରେ ଥିବା ଶିଶୁ ର ବିକାଶ ରେ ସହାୟକ ହୋଇଥାଏ । ଏଥି ପାଇଁ ଆପଣ ଗର୍ଭାବସ୍ଥା ସମୟରେ କଦଳୀ ର ସେବନ କରନ୍ତୁ ଏହା ଆପଣଙ୍କ ଶରୀର ପାଇଁ ବହୁତ୍ ଲାଭ ଦାୟକ ହୋଇଥାଏ।
ଅଶା କରୁଛୁ ବନ୍ଧୁଗଣ ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥିବ ତେବେ ଏହାକୁ ନିଶ୍ଚିତ ସେୟାର୍ କରି ବନ୍ଧୁ ପରିଜନ ଙ୍କ ନିକଟରେ ପହଞ୍ଚାନ୍ତୁ ଅଧିକ ଖବର ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ ଧନ୍ୟବାଦ।