୮ ମାସର ଗର୍ଭବତୀ ପତ୍ନୀଙ୍କ ସହ ସ୍ୱାମୀ କରିଲେ ଏପରି କାମ, ଯାହା ଶୁଣି ଆପଣଙ୍କ ହୃଦୟ ଥରି ଉଠିବ…

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ସବୁଦିନ ଭଳି ଆଜି ବି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ନୂଆ ଖବର । ଆଜି ଆମେ ଆପଣଙ୍କୁ ଏକ ଏଭଳି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ କି ଆଜି ଭଳି ଦିନରେ ବି ଏମିତି ଘଟୁଛି । ଆଜି ଯେଉଁଠି ଦୁନିଆ ଚାନ୍ଦରେ ପହଞ୍ଚିଲାଣି ସେଠି ପୁଣି ଏଭଳି ଲୋକ ଅଛନ୍ତି ଯେଉଁମାନେ ସାମାନ୍ୟ କିଛି ଟଙ୍କା ପାଇଁ ନିଜର ସ୍ତ୍ରୀ ଉପରକୁ ହାତ ଉଠାଇବାକୁ ପଛାଉ ନାହାନ୍ତି । ନିଜ ପୁଅ କୁ ବିବାହ କରିବା ପୂର୍ବ ରୁ ଘର ଲୋକେ ଯୌତୁକ ବିଷୟ ରେ ନିଶ୍ଚିତ ଭାବେ ପଚାରି ନିଅନ୍ତି । ତେବେ ସେହି ଯୌତୁକ ପାଇଁ ଆଜି କେତେ ଝିଅ ମାନଙ୍କ ଜୀବନ ବର୍ବାଦ ହେଲାଣି ଏହା ତ ଆପଣ ମାନେ ଜାଣିଛନ୍ତି । ସେହିଭଳି ଆଉ ଏକ ଘଟଣା ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ ।

ଯୌତୁକ ପ୍ରଥା ଟି ଆଜକୁ ବହୁତ ବର୍ଷ ଧରି ଭାରତ ରେ ଲାଗି ରହିଛି । ତେବେ ମଞ୍ଜିତି କୋର ଙ୍କ ବିବାହ 28 ସେପ୍ଟମ୍ଭର 2017 ରେ ହୋଇଥିଲା । ପ୍ରଥମେ ପ୍ରଥମେ ତାଙ୍କ ସାସୁ ଗହରେ ତାଙ୍କୁ ବହୁତ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ପ୍ରକୃତ କଥା ହେଲା କି ଯେବେ ମ୍ଞ୍ଜିତ ଝିଅ ଥିଲେ ସେ ତାଙ୍କ ଚାଚା ହାରଜିତ ସିଂ ଙ୍କ ଘରେ ରହୁଥିଲେ । ଯେବେ ତାଙ୍କ ବିବାହ ହେଲା ତାଙ୍କ ଚାଚା ତାଙ୍କ ଯୋଗ୍ୟତା ଅନୁସାରେ ଝିଅକୁ ଯୌତୁକ ଦେଇ ଥିଲେ । କିନ୍ତୁ ପରେ ସେମାନେ ଅଧିକ ଯୌତୁକ ମାଗିବାରୁ ସେ ଦେଇ ପରି ନଥିଲେ, ଯାହା ଫଳରେ ମଞ୍ଜିତଙ୍କ ସାସୁ ଘର ଲୋକେ ତାଙ୍କ ଉପରେ ଖୁବ ଅତ୍ୟାଚାର କରିଥିଲେ ।

ଏମିତିରେ ବିବାହର କିଛି ଦିନ ପରେ ହିଁ ମଞ୍ଜିତ ଗର୍ଭବତୀ ହୋଇଥିଲେ, ସେଇଥିରେ ମଧ୍ୟ ସେମାନଙ୍କର ଅତ୍ୟାଚାର ସହି ସେ ସେଠାରେ ଥିଲେ । ଏମିତିରେ ୮ ମାସ ହୋଇଯାଇଥିଲା କିନ୍ତୁ ସେମାନଙ୍କ ଅତ୍ୟାଚାର କମ ହୋଇ ନଥିଲା, ପ୍ରଥମେ ଯୌତୁକ ପାଇଁ ତାଙ୍କୁ ଗାଳିଗୁଲଜ କରୁଥିଲେ ଓ ମାରଧର ମଧ୍ୟ କରୁଥିଲେ ପରେ ଯେବେ ସେ ଗର୍ଭବତୀ ହେଲେ ତାଙ୍କ ଗ୍ରଭକୁ ନଷ୍ଟ କରିବା ପାଇଁ ସେମାନେ ବହୁତ ଚେଷ୍ଟା କରିଥିଲେ । କିନ୍ତୁ ଯେବେ କିଛି ବି କାମ ଦେଲା ନାହିଁ ସେମାନେ ଜବରଦସ୍ତି ତାଙ୍କୁ ଗର୍ଭ ନଷ୍ଟ କରିବାର ଔଷଧ ଖୁଆଇଦେଇଥିଲେ । ତାଙ୍କ ସହ ଜୋର ଜବରଦସ୍ତି କରି ଥିଲେ । ଯାହା ଫଳରେ ସେ ନିଜର ଶେଷ ନିଶ୍ଵାସ ନେଇଥିଲେ । କିନ୍ତୁ ଏତେ ସବୁ ପରେ ବି ସେମାନେ ଝିଅର ବାପା କୁ କହିଲେ କି ତମ ଝିଅର ଦେହ ଖରାପ ଆସି ତାକୁ ନେଇ ଯାଅ, କିନ୍ତୁ ଯେବେ ବାପା ଅସସି ଘରେ ପହଞ୍ଚେ ଦେଖେ କି ଝିଅ ଆଉ ନାହିଁ । ଏହା ପରେ ସେମାନେ ପୋଲିସେ ରେ ଏଫଆଇଆର ଦର୍ଜ କରି ସେମାନଙ୍କୁ ଜେଲ ରେ ପୁରାଇଛି ବୋଲି ଜଣା ପଡିଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *