ନଗ୍ନ ଫଟୋ ପୋଷ୍ଟ କରି ଇଂଲଣ୍ଡ ଟିମକୁ ବିଶ୍ବକପ୍‌ ଜିତିବାର ଅଭିନନ୍ଦନ ଜଣାଇଲେ ଏହି ମଡେଲ- ଏ ହେଉଛନ୍ତି ବ୍ରିଟେନର ପୁନମ ପାଣ୍ଡେ

ନମସ୍କାର ବନ୍ଧୁଗଣ, ଆପଣ ପୁନମ ପାଣ୍ଡେ ଙ୍କ ବିଷୟରେ ତ ଶୁଣିଥିବେ । ଯିଏ ସୋସିଆଲ ମିଡିଆ ରେ ଖୁବ ଚର୍ଚ୍ଚାରେ ରୁହନ୍ତି, ତାଙ୍କର ହଟ ଲୁକ ପାଇଁ । ବେଳେ ବେଳେ ତ ସେ ନିଜର ନଗ୍ନ ଫୋଟୋ ମଧ୍ୟ ସୋସିୟାଲ ମିଡିୟାରେ ଛାଡି ଖୁବ ଚର୍ଚ୍ଚାରେ ରୁହନ୍ତି । ଏ ବର୍ଷ ମଧ୍ୟ ବିଶ୍ଵକପ ରେ ସେ ସେହିଭଳି କିଛି କରି ସମସ୍ତଙ୍କର ନଜର କୁ ଆସିଥିଲେ । ତେବେ ଆଜିର ଏହି ଲେଖାରେ ଆମେ ତାଙ୍କ ବିଷୟରେ ନୁହେଁ ବରଂ ତାଙ୍କ ଭଳି ଆଉ ଜଣେ ମଡେଲଙ୍କ କଥା କହିବାକୁ ଯାଉଛୁ । ଯିଏ କି ପୁନମ ଙ୍କ ଭଳି ନଗ୍ନ ଫୋଟୋ ଛାଡି ଏବେ ଖୁବ ଚର୍ଚ୍ଚାର ବିଷୟ ହୋଇଛନ୍ତି । ଯାହାଙ୍କୁ ସମସ୍ତେ ବ୍ରିଟେନର ପୁନମ ପାଣ୍ଡେ ବୋଲି ନାଁ ମଧ୍ୟ ଦେଇଛନ୍ତି ।

ବ୍ରିଟେନର ଜଣେ ମଡେଲ ନିଜର ନ୍ୟୁଡ୍‌ ଫଟୋ ଟୁଇଟରରେ ପୋଷ୍ଟ କରି ଟିମ୍‌ ଇଂଲଣ୍ଡକୁ ଅଭିନନ୍ଦନ ଜଣାଇଛନ୍ତି । ତେବେ ଏ ବର୍ଷ  କ୍ରିକେଟ୍‌ ଇତିହାସର ସବୁଠୁ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଥିଲା ଯେଉଁଠି ନ୍ୟୁଜିଲାଣ୍ଡ ଇଂଲଣ୍ଡକୁ ଖୁବ କଡା ଟକ୍କର ଦେଇଥିଲେ ମଧ୍ୟ  ହାରି ଯାଇଥିଲା ଓ ତାଙ୍କୁ ହରାଇ ଇଂଲଣ୍ଡକୁ  ୱାଲର୍ଡ କପ୍ ଜିତିଥିଲା । ତେବେ ତାଙ୍କର ଏହି ବିଜୟରେ ଖୁସି ହୋଇ ତାଙ୍କର ଜଣେ ଫ୍ୟାନ୍‌ ତାଙ୍କୁ ଏହି ଉପାର ଦେଇଛନ୍ତି ।

ବେଥନୀ ଲିଲି ଏପ୍ରିଲ୍‌ ନିଜର ନ୍ୟୁଡ ପିକ ଛାଡି ଟିମ ଇଂଲଣ୍ଡ କୁ ଅଭିନନ୍ଦନ ଜଣାଇବା କଥା ଏବେ ସୋସିୟାଲ ମିଡିୟାରେ ଖୁବ ନିଆଁ ଲଗାଇଛି । ( Bethany Lily April) ବ୍ରିଟେନ୍‌ର ଜଣେ ଫେମସ ମଡେଲ ।  ଇଂଲଣ୍ଡ ଟିମ୍‌ ଏହି ଖାସ ଉପହାର ବିଷୟରେ ଏଯାଏଁ ଜାଣିନି, ହେଲେ ନେଟିଜେନ୍ସ ତାଙ୍କର ଏହି ଉପହାର ଦେଖି ବେଶ ମଜା ନେଉଛନ୍ତି । ଭାରତୀୟ ନେଟିଜେନ୍ସଙ୍କୁ ମଧ୍ୟ ଏହି ଉପହାର ବହୁତ ପସନ୍ଦ ଆସିଛି । ଭାରତର ନେଟିଜେନ୍ସ ଏପ୍ରିଲଙ୍କୁ ବ୍ରିଟେନର ପୁନମ ପାଣ୍ଡେ ବୋଲି କହିଛନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *