ଗୀତ ନାମ Guess କରନ୍ତୁ, ବଲୀଉଡ Song ଚ୍ୟାଲେନ୍ଚ

ବନ୍ଧୁଗଣ ଆପଣ ମାନେ ଇମୋଜି ଚିତ୍ର ନିଶ୍ଚୟ ଦେଖିଥିବେ । ଆଜିର ସମୟରେ ପ୍ରତେକ ବ୍ୟକ୍ତି ଗୀତ ଶୁଣିବାକୁ ବହୁତ ଭଲ ପାଇଥାନ୍ତି । ଆଉ ଗୀତ ଶୁଣିବାର କ୍ରେଜ ଏତେ ଅଧିକ ଥାଏ କି ଗୀତ ର ଚିତ୍ର ଦେଖୁ ଦେଖୁ କେହି କେହି ଗୀତ ର ନାଁ କହି ଦେଇଥାନ୍ତି । ତେବେ ଆଜିର ଆମର ପଜଲ ଗେମ କିଛି ଏମିତି ହିଁ ରହିଛି । ଆମେ ଆପଣଙ୍କ ପାଇଁ କିଛି ପଜଲ ନେଇ ଆସୁଛି । ଏଥିରେ କିଛି ଚିତ୍ର ମଧ୍ୟ ଦିଆ ଯାଇଛି । ଆପଣ ଚିତ୍ର ଦେଖି ଗୀତ ର ନାଁ କହିବେ । ତେବେ ଆସନ୍ତୁ ଆରମ୍ଭ କରିବା ।

୧- ପ୍ରଥମ ଇମୋଜି ରେ ରହିଛି ଚାନ୍ଦ, ୱାଲା ବା ଟି ର ଚିତ୍ର, ମୁଖଡା ବା ମୁହଁରେ ଚିତ୍ର । ତେବେ ଏହି ଗୀତର ନାମ ହେଉଛି ଚାନ୍ଦ ୱାଲା ମୁଖଡା ଲେକେ ।

୨- ଦ୍ଵିତୀୟ ଇମୋଜି ରେ ରହିଛି ଟିପ ଟିପ ବା ବର୍ଷାର ଚିତ୍ର, ବର୍ଷାର ଚିତ୍ର ଓ ପାଣିରେ ଚିତ୍ର । ତେବେ ଏହି ଗୀତର ନାମ ହେଉଛି ଟିପ ଟିପ ବର୍ଷା ପାଣି ।

୩- ତୃତୀୟ ଇମୋଜୀରେ ରହିଛି ନାଚ ବା ନାଚିବାର ଚିତ୍ର, ମେରୀ ଅର୍ଥାତ ମୋର, ରାଣୀ ର ଚିତ୍ର । ତେବେ ଏହି ଗୀତର ନାମ ହେଉଛି ନାଚ ମେରୀ ରାଣୀ ।

୪- ଚତୁର୍ଥ ଇମୋଜି ରେ ରହିଛି ଦିଲ ଅର୍ଥାତ ହାର୍ଟ ର ଚିତ୍ର, କା ଓ ଟେଲିଫୋନ ର ଚିତ୍ର ରହିଛି । ତେବେ ଏହି ଗୀତର ନାମ ହେଉଛି ଦିଲ କା ଟେଲିଫୋନ ।

୫- ପଞ୍ଚମ ଇମୋଜିର ରେ ରହିଛି କାଲା କଳା ଅର୍ଥାତ କଳା ରଙ୍ଗର ଚିତ୍ର, କୁର୍ତା ପଜାମା ର ଚିତ୍ର । ତେବେ ଏହି ଗୀତର ନାମ ହେଉଛି କୁର୍ତ୍ତା ପଜାମା କାଲା କାଲା ।

୬- ଷଷ୍ଠ ଇମୋଜି ରେ ରହିଛି ହାର୍ଟ ବା ହୃଦୟର ଚିତ୍ର, ବାର ବା ମଦ ବାର ର ଚିତ୍ର । ତେବେ ଏହି ଗୀତର ନାମ ହେଉଛି ଦିଲବର ।

୭- ସପ୍ତମ ଇମୋଜି ରେ ରହିଛି ଗେଣ୍ଡୁ ଫୁଲ ର ଚିତ୍ର । ତେବେ ଏହି ଗୀତର ନାମ ହେଉଛି ଗେନ୍ଦା ଫୁଲ ।

୮- ଅଷ୍ଟମରେ ରହିଛି ୪୪୦ ଭୋଲ୍ଟ ର ଚିତ୍ର । ତେବେ ଏହି ଗୀତର ନାମ ହେଉଛି ୪୪୦ ଭୋଲ୍ଟ ।

୯- ନାମବା ଇମୋଜୀରେ ରହିଛି ଚାନ୍ଦ ର ଚିତ୍ର ଓ ବାଲିୟାଁ ଅର୍ଥାତ କାନଫୁଲର ଚିତ୍ର । ତେବେ ଏହି ଗୀତର ନାମ ହେଉଛି ତେରି ଚାନ୍ଦ ବାଲିୟାଁ ।

୧୦- ଦଶମ ଇମୋଜୀରେ ରହିଛି ବର୍ଷା ର ଚିତ୍ର, କି ବା ଚାବି ର ଚିତ୍ର ଓ ଯାଏ ବା ଯିବାର ଚିତ୍ର । ତେବେ ଏହି ଗୀତର ନାମ ହେଉଛି ବାରିଶ କି ଯାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *