ଇଶ୍ଵରଙ୍କ ନାମ ନେଇ ବାଛନ୍ତୁ କୌଣସି ଏକ ନମ୍ବର ଓ ଜାଣନ୍ତୁ ଆଗାମୀ ସମୟରେ ଆପଣଙ୍କ ଲାଇଫରେ କଣ ପରିବର୍ତ୍ତନ ହେବ ?

ବନ୍ଧୁଗଣ କେମିତି ଅଛନ୍ତି ଆପଣ ମାନେ ଆଶା କରୁଛୁ ବହୁତ ଭଲରେ ଥିବେ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ 4ଟି ନମ୍ବର । ଯେ କୌଣସି ଗୋଟିଏ ନମ୍ବର ଚୁଜ କରନ୍ତୁ ଯେଉଁ ମାନେ ଲଭ ରିଲେସନରେ ଅଛନ୍ତି । ଆପଣଙ୍କ ପ୍ରେମ ଜୀବନରେ କଣ ପରିବର୍ତ୍ତନ ହେବାକୁ ଯାଉଛି ତାହା ରହିଛି ଆମର ବିଷୟ ବସ୍ତୁ । ଆପଣଙ୍କ ଲଭ ଲାଇଫରେ କଣ ନୂଆ ଚେଞ୍ଜ ଦେଖିବାକୁ ମିଳିବ ଜାଣିବା ପାଇଁ ଆପଣଙ୍କୁ 4ଟି ନମ୍ବର ମଧ୍ୟରୁ ଯେ କୌଣସି ଗୋଟିଏ ଚୁଜ କରିବାକୁ ହେବ । ଆପଣଙ୍କ ସହ କନେକ୍ଟ ହୋଇପାରେ ନ ହୋଇପାରେ ମଧ୍ୟ ।

୧- ପ୍ରଥମ ନମ୍ବର : ଯଦି ଆପଣ ପ୍ରଥମ ନମ୍ବର ଚୁଜ କରିଛନ୍ତି ତେବେ ଆପଣଙ୍କ ଲଭର ଆପଣଙ୍କ ଠାରୁ ଦୂରେଇ ଯାଉଥିଲେ ବା ଝଗଡା ହେଉଥିଲା ତେବେ ତାହା ଶେଷ ହୋଇ ପୁଣି ଥରେ ସମ୍ପର୍କ ଆଗକୁ ବଢିବାର ଅଛି । ଆପଣଙ୍କ ଲଭର ଆପଣଙ୍କ ସହ କଥା ହେଉ ନ ଥିଲେ ଏବେ ହେବେ । ଯଦି କଥା ହେଉ ନ ଥିଲା ତେବେ ଏବେ ନିଶ୍ଚୟ କଥା ହେବେ । ଆପଣଙ୍କ ସମ୍ପର୍କରେ ଏବେ ଚେଞ୍ଜ ଆସିବାକୁ ଯାଉଛି ଯାହାକୁ ଆପଣ ସ୍ଵୀକାର କରିବେ ।

୨- ଦ୍ଵିତୀୟ ନମ୍ବର : ଯଦି ଆପଣ ଦ୍ଵିତୀୟ ନମ୍ବର ଚୁଜ କରିଛନ୍ତି ତେବେ ଆପଣଙ୍କ ପର୍ସନ ଆପଣଙ୍କୁ ପ୍ରପୋଜ କରିପାରନ୍ତି । ଯଦି ମ୍ୟାରେଜ ହୋଇସାରିଛି ତେବେ ଆପଣଙ୍କୁ ଗିଫ୍ଟ ଦେଇପାରନ୍ତି ଯାହା ପାଇ ଆପଣ ଖୁସି ହେବେ । ଜୀବନରେ ପ୍ରଥମ ଥର ପାଇଁ ଆପଣଙ୍କ ଜୀବନରେ ଏମିତି ମୂହୁର୍ତ୍ତ ଆସିବାକୁ ଯାଉଛି । ଆପଣଙ୍କ କ୍ୟାରିୟର ଭଲ ଚାଲିଛି । ବହୁତ ପଇସା ଆପଣଙ୍କ ପାଖରେ ଅଛି । ଆପଣଙ୍କ ଲଭ ଲାଇଫରେ ବି ଚେଞ୍ଜ ହେବ । ଆପଣ ନିଜ ସାଥୀଙ୍କୁ ନେଇ ବହୁତ ପଜେଟିଭ ହେବେ ।

୩- ତୃତୀୟ ନମ୍ବର : ଯଦି ଆପଣ ତୃତୀୟ ନମ୍ବର ଚୁଜ କରିଛନ୍ତି ତେବେ ଆପଣଙ୍କ ଲାଇଫ ରେ ପଜେଟିଭ ଚେଞ୍ଜ ଆସିବାକୁ ଯାଉଛି । ଆପଣଙ୍କ ପର୍ସନ ଆପଣଙ୍କ ସହ କମେଣ୍ଟମେଣ୍ଟ କରିପାରନ୍ତି । ଆପଣଙ୍କ ଲଭ ଲାଇଫ ପାଇଁ ସମୟ ବହୁତ ଭଲ ରହିବାର ଅଛି । ଆପଣଙ୍କ କାରୋବର ବହୁତ ଭଲ ଚାଲିଛି । ଆପଣ କିଛି ନୂଆ କାମ ଆରମ୍ଭ କରିପାରନ୍ତି ଆଗାମୀ ସମୟରେ । ନିଜ ସାଥିଙ୍କ ଠାରୁ ବହୁତ କିଛି ଉପହାର ମଢ ପାଇପାରନ୍ତି ।

୪- ଚତୁର୍ଥ ନମ୍ବର : ଯେଉଁ ମାନେ ଚତୁର୍ଥ ନମ୍ବର ଚୁଜ କରିଛନ୍ତି ଯଦି ଆପଣ ତୃତୀୟ ନମ୍ବର ଚୁଜ କରିବେ ଆପଣ ଚିନ୍ତାରେ ରହିବେ ଟେନସନରେ ରହିବେ । କାରଣ ଆପଣ ଜାଣିପାରୁ ନାହାନ୍ତି କଣ କରିବେ । ଆପଣ ସମ୍ପର୍କକୁ ଯେତେ ସମୟ ଦେଇଛନ୍ତି ଆଉ ଅଧିକ ଦେଇପାରିବେ ନାହି । ଆପଣ ଜୀବନରେ କିଛି ନିସ୍ପତି ନେବାକୁ ଚାହୁଁଛନ୍ତି କିନ୍ତୁ ଭୁଲ ଠିକ ଜାଣିପାରୁ ନାହାନ୍ତି । ଆପଣ କନଫିୟୁଜ ହୋଇଛନ୍ତି । ଆଗାମୀ ସମୟ ଆପଣଙ୍କ ଲଭ ଲାଇଫ ପାଇଁ ସମସ୍ଯା ଆଣିପାରେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ ।  ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *