ପୁଅଙ୍କ ଏହି ଅଭ୍ୟାସ କାରଣରୁ ଝିଅ ତାଙ୍କ ଠାରୁ ଦୂରେଇ ଯାଆନ୍ତି, କଣ ଆପଣ ବି ଏମିତି କରୁ ନାହାନ୍ତି ତ

କୌଣସି ସମ୍ପର୍କ ପାଇଁ ସବୁଠାରୁ ଜରୁରୀ ଜିନିଷ ବୁଝାମଣା ହୋଇଥାଏ ଯାହା ଦୁହିଙ୍କ ପାଇଁ ଅତି ଆବଶ୍ୟକ ହୋଇଥାଏ । ଯଦି ଆପଣ ଓ ଆପଣଙ୍କ ବୟଫ୍ରେଣ୍ଡ ମଧ୍ୟରେ ବୁଝାମଣା ନାହିଁ ତାହେଲେ ସମ୍ପର୍କ ଅଧିକ ଦିନ ଚାଲିବନୀ, ପୁରୁଷଙ୍କ କିଛି ଅଭ୍ୟାସ ଝିଅଙ୍କୁ ଜମା ପସନ୍ଦ ନଥାଏ । ଯଦି ଏହି ଅଭ୍ୟାସ ଗୁଡିକୁ ଆପଣ ଛାଡିବେ ନାହିଁ ତାହେଲେ ଝିଅ ଆପଣଙ୍କୁ ଭଲ ପାଇ ପାରିବ ନାହିଁ, ଏହା ଛଡା ସେ ଆପଣଙ୍କୁ ବିଶ୍ବାସ ମଧ୍ୟ କରି ପାରିବ ନାହିଁ ।

ଆଶନ୍ତୁ ଜାଣିବା ଏହି ଅଭ୍ୟାସ ବିଷୟରେ ଯାହା କାରଣରୁ ମହିଳାମାନେ ପୁରୁଷଙ୍କୁ ଦୂରେଇ ଦିଅନ୍ତି ।

ଡେଟ ପାଇଁ ଯାଇଛନ୍ତି ଓ ଗର୍ଲଫ୍ରେଣ୍ଡ ସହ ଭଲ ଓ ରୋମାଣ୍ଟିକ କଥା ନହୋଇ ଫୋନରେ ବ୍ୟସ୍ତ ଅଛନ୍ତି, ଏହି କଥା ପାଇଁ ଭାବନ୍ତୁ ଝିଅ ମୁଣ୍ଡ କେତେ ଗରମ ହୋଇଥିବ । ଡେଟ ସମୟରେ ସବୁ ଝିଅ ଚାହାନ୍ତି ପୁଅ ଅଫିସ, ସାଙ୍ଗ ବା ଆଉ କାହା ମେସେଜ ପଢିବା ଛାଡି ତାଙ୍କ ଉପରେ ପୂର୍ଣତଃ ଧ୍ୟାନ ଦେଉ ଓ ଏହା ସମସ୍ତଙ୍କ ଉପେକ୍ଷା ଥାଏ ।

ମହିଳାଙ୍କୁ କଥା କହିବା ପାଇଁ ପାବନ୍ଦି ଜମାରୁ ବି କରିବେ ନାହିଁ କୌଣସି ଝିଅକୁ ଏହା ପସନ୍ଦ ଆସେନି, ଏମିତି କୌଣସି କଥା ପାଇଁ ଝିଅଙ୍କୁ ରୋକ ଟୋକ କରିବା ଆପଣଙ୍କ ସମ୍ପର୍କ ଖରାପ କରିଥାଏ । ଯଦି ଆପଣ ନିଜ ଫ୍ରେଣ୍ଡମାନଙ୍କ ଆଗରେ ନିଜ ଗର୍ଲଫ୍ରେଣ୍ଡକୁ କଥା କହିବା ପାଇଁ ଦେଉ ନାହାନ୍ତି ତାହେଲେ ଏହି ଅଭ୍ୟାସକୁ ତୁରନ୍ତ ବଦଳାନ୍ତୁ ।

ପୁରୁଷ ନିଜ ଇଛା ଅନୁଯାଇ ମହିଳାଙ୍କୁ କଣ୍ଟ୍ରୋଲ କରିଥାନ୍ତି, ମହିଳାଙ୍କୁ କଣ୍ଟ୍ରୋଲ ହାବା ଜମା ବି ପସନ୍ଦ ହୁଏ ନାହିଁ । କେବଳ ଝିଅମାନେ ନୁହଁ କାହାକୁ ବି କଣ୍ଟ୍ରୋଲ ହବା ପସନ୍ଦ ନଥାଏ । କେତେକ ଥର ଏହି କଣ୍ଟ୍ରୋଲ କରିବା ଅଭ୍ୟାସ ପାଇଁ ଲୋକ ନିଜ କଥା ମନେଇବା ପାଇଁ ହିଁସା ମଧ୍ୟ କରିଥାନ୍ତି । ମହିଳାଙ୍କୁ ଜମା ପସନ୍ଦ ନୁହେଁ ଯେ କେହି ତାଙ୍କ ଉପରେ ହୁକୁମ କରୁ । ମହିଳାଙ୍କୁ କେବେ ଭଲ ଲାଗେନୀ ଯେ ତାଙ୍କ ଖାଇବା ଓ କପଡା ଉପରେ କେହି ପାବନ୍ଦି କରୁ, ଯଦି ଆପଣଙ୍କ ଏହି ଅଭ୍ୟାସ ଅଛି ତାହେଲେ ଏହାକୁ ବଦଳାନ୍ତୁ ଓ ନିଜ ଲଭ ଲାଇଫର ମଜା ନିଅନ୍ତୁ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *