ଯୁବକ ର କାନରେ ହେଉଥିଲା ଭୟଙ୍କର ଯନ୍ତ୍ରଣା, ଅପରେସନ ପରେ ବହରିଲା ଅସରପାର ପୁରା ପରିବାର

ଜଣେ ବ୍ୟକ୍ତି ଯାହାଙ୍କ ବୟସ ୨୪ବର୍ଷ ଅଟେ, ତାଙ୍କ ନା ଶ୍ରୀମାନ ଲଭ ତାଙ୍କ କାନରୁ ଅସରପାର ପୁରା ୧୦ରୁ ଅଧିକ ପରିବାର ସଦସ୍ୟ ବାହାଋଛନ୍ତି । ଆଜି କାଲୀ ସୋସିଆଲ ମିଡିଆ ଏହି ପରି ଆଶ୍ଚର୍ଯ୍ୟ କରୁଥିବା ସର୍ଜାରୀରୁ ପରି ପୂର୍ଣ୍ଣ ଅଛି, କିଛି ଭିଡିଓ ରେ ଦେଖାଯାଉଛି ଯେ ଡକ୍ଟର ବ୍ୟକ୍ତିଙ୍କ ଆଖିରୁ ପୋକ ବାହାର କରୁଛନ୍ତି । ଗୋଟେ ଛୋଟ ଝିଅ ବ୍ରେନରୁ ଡକ୍ଟର ପୋକ ବାହାର କରୁଛନ୍ତି ଓ ସେହି ପୋକର ୧୦୦ଟି ଅଣ୍ଡା ବି ସେହି ଝିଅ ବ୍ରେନରେ ରହିଛନ୍ତି, ଏମିତି କେତେକ ଘଟଣା ଅଛି ଓ କେତେକ ଏମିତିଆ ଅଛି ଯାହା ଦୁର୍ବଳ ହୃଦୟ ଲୋକଙ୍କ ପାଇଁ ଦେଖିବା ଉଚିତ ନୁହେଁ ।

ଆଉ ଏକ ଏମିତିଆ ଘଟଣା ଚିନରୁ ସାମ୍ନାକୁ ଆସିଛି, ଯାହା ସ୍କାନ ପରେ ଜଣାଯାଇଛି । ଆସନ୍ତୁ ଜାଣିବା ସେହି ଘଟଣା ବିଷୟରେ ।

ଜଣେ ବ୍ୟକ୍ତି ରାତି ଅଧରେ ହଟାତ କାନ ଦରଜ ହବାରୁ ଉଠି ଗଲେ, ସେ ତୁରନ୍ତ ଘର ଲୋକଙ୍କୁ ନିଜ କାନରେ ଲାଇଟ ପକାଇ ଦେଖିବା ପାଇଁ କହିଲେ ଏବଂ ଦେଖିବା ପାଇଁ କହିଲେ କଣ ପସିଛି କାନରେ । ଯେତେବେଳେ ଘର ଲୋକ ଦେଖିଲେ ରୋଗୀ କାନରେ କିଛି ଚାଲୁଥିବାର ଦେଖିବାକୁ ପାଇଲେ ଓ ଏହା ଦେଖି ଘର ଲୋକ ତୁରନ୍ତ ତାଙ୍କୁ ଡକ୍ଟର ପାଖକୁ ଯିବା ପାଇଁ କହିଲେ ।

ଡକ୍ଟର ଜ୍ହୋଙ୍ଗ ୟିଜିନଙ୍କ କହିବା ଅନୁଯାଇ ରୋଗୀଙ୍କ କାନରେ ୧୦ରୁ ଅଧିକ ଅସରପା ରହୁଥିବାର ମିଳିଲା ଓ କେତେକ ନୂଆ ଛୁଆ ବି ଦେଖିବାକୁ ପାଇଲେ ଯାହା ତାଙ୍କ କାନରେ ଚାଲୁଥିଲେ କରୁଥିଲେ । ଏହି କାରଣରୁ ସେହି ରୋଗୀଙ୍କୁ ବହୁତ କଷ୍ଟ ମଧ୍ୟ ହେଉଥିଲା ଓ ସେଥିପାଇଁ ସେ ରାତି ରାତି ସାରା ଶୋଇ ପାରୁ ନଥିଲେ ।

ସବୁ ଅସରପା ବାହାର କଲା ପରେ ବି ରୋଗୀଙ୍କ କାନର କେତେକ ଜିନିଷ ନଷ୍ଟ ହୋଇଯାଇଥିଲା, ଡକ୍ଟର ଅନୁଯାଇ ଏହା ଏଥିପାଇଁ ହେଲା କାହିଁକିନା ଅସରପା କାନ ଭିତରେ ଚାଲିବା ପାଇ ଚେଷ୍ଟା କରିଥିଲେ ଓ ତାଙ୍କ ଗୋଡ ବାଜିବାରୁ କେତେ ନରମ ଜିନିଷ ନଷ୍ଟ ହୋଇଯାଇଛି । କାନ ସଫା କରି ଡକ୍ଟର ତାଙ୍କୁ ଔଷଧ ଦେଇ ଡିଶ୍ଚାର୍ଜ କରି ଦେଇଥିଲେ । ହସ୍ପିଟଲ ଡକ୍ଟର ରୋଗୀଙ୍କୁ ସଫା ସୁତୁରା ରହିବା ପାଇଁ କହିଛନ୍ତି ଓ ସମୟରେ ଔଷଧ ଲଗେଇବା ପାଇଁ ମଧ୍ୟ କହିଛନ୍ତି ଏହା ଛଡା ଶୋଇଲା ବେଳେ ମଶାରି ଲଗେଇବା ପାଇଁ ଆବଶ୍ୟକ ବୋଲି କହିଛନ୍ତି ।

ତେବେ ଏହିଭଳି ଅନେକ ପ୍ରକାର ଖବର ଆପଣମାନେ ସବୁବେଳେ ଦେଖୁଥିବେ ଓ ଶୁଣୁ ଥିବେ । ବେଳେ ବେଳେ ଏମିତି ହିଁ ଆମେ ଜାଣି ପାରୁ ନା କିନ୍ତୁ ଆମ କାନରେ କିଛି ଛୋଟ ମୋଟ ପୋକ ପଶି ଯାଇ ଥାନ୍ତି । ସେଥିପାଇଁ ଶୋଇବା ଆଗରୁ ନିଜ ବେଡ କୁ ଭଲଭାବେ ଝାଡନ୍ତୁ ଓ ଡାକ୍ତରଙ୍କ କହିବା ଅନୁଯାଇ ମଶାରି ଟାଙ୍ଗୀ ସୁଅନ୍ତୁ, ଯାହା ଫଳରେ ଏହି ଭଳି କିଛି ଅଘଟଣ ହେବ ନାହିଁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

 

Leave a Reply

Your email address will not be published. Required fields are marked *