ଶୁକ୍ରବାର 15 ନଭେମ୍ବର 2019 – ଆଜିର ଦିନରେ ଏହି ସାତୋଟି ରାଶିମାନଙ୍କୁ ମିଳିବ ସୁଖ, ସମୃଦ୍ଧି ଓ ଆଶୀର୍ବାଦ

ରାଶିଫଳ ଆମ ଜୀବନ ରେ ବହୁତ ମହତ୍ବପୂର୍ଣ ଅଟେ, ଏହା ଦ୍ଵାରା ଜଣେ ଲୋକ ର ସ୍ଵଭାବ ଏବଂ ଭବିଷୟ ଯୋଡି ହେଇଥାଏ । ଗ୍ରହଙ୍କ ଚାଲି ସବୁବେଳେ ବଡଲୂଥାଏ ସେଥିପାଇଁ ଆମ ସବୁଦିନ ଜୀବନ ରେ କିଛି ନା କିଛି ଘଟି ଥାଏ ଓ ଘଟଣା ଗୁଡିକ ସମାନ ନଥାଏ । ଯଦି ଆପଣ ଜାଣିବାକୁ ଚାହନ୍ତି ଆପଣଙ୍କ ଦିନ କିପରି ଜୀବ ଏବଂ କଣ କରିବା ଉଚିତ ଅଟେ ।

ମେଷ ରାଶି :

ଆଜି ଆପଣଙ୍କୁ ଶାରୀରିକ ଅସ୍ଵସ୍ଥ ଅନୁଭବ ହେବ, ବହୁତ ଭଲ ସାଙ୍ଗ ଆଜି ଆପଣଙ୍କ ସାହାଯ୍ୟ ପାଇଁ ଆଗକୁ ଆସିବେ ଏବଂ ଆପଣଙ୍କୁ ଖୁସି ବି ରଖିବେ । ବ୍ୟର୍ଥ ହଇରାଣ ହବାକୁ ପଡି ପାରେ, ଏହା ପରେ ଆୟ ରେ ବୃଦ୍ଧି ହେବ ଓ କାର୍ଯ୍ୟ ରେ ସଫଳତା ମିଳିବ ।

ବୃଷ ରାଶି :

ଆଜି ଆପଣ ଦାଇତ୍ଵଭାର ନିଜ ମୁଣ୍ଡ ରେ ନେଇ ପାରିବେ, ଆପଣଙ୍କ ଜୀବନ ସଠିକ ଭବିଷ୍ୟ ଆଡୁକୁ ଅଗ୍ରସର ହେଉଛି ଏବଂ ଏମିତିଆ ସମୟ ରେ ଆପଣଙ୍କୁ ନିଜ ଧ୍ୟାନ ସଠିକ ଜାଗା ରେ କେନ୍ଦ୍ରିତ କରିକି ରଖିବା ଉଚିତ । ହଟାତ ଅଟକିଥିବା ଟଙ୍କା ଆଜି ପାଇପାରିବେ, ଛାତ୍ର ଛାତ୍ରାଙ୍କ ପାଇଁ ଅତି ଶୁଭ ଦିନ ଅଟେ ।

ମିଥୁନ ରାଶି :

ଆଜି ପାରିବାରିକ ଅସହାୟ ପାଇଁ ମନ ବ୍ୟଥିତ ହୋଇପାରେ, ପ୍ରେମ ପ୍ରସଙ୍ଗ ପାଇଁ ଆଜିକା ଦିନ ଅନୁକୂଳ ଅଟେ । ଯଦି ଆପଣ କାମ ପାଇଁ ଅତ୍ୟଧିକ ଲୋକଙ୍କ ଉପରେ ପ୍ରଭାବ ଦିଅନ୍ତି ଝଗଡା ହୋଇ ପାରେ । ଆପଣ ନିଜ କାମକୁ ଅଧିକ ସମୟ ଦେଇ ପାରିବେ, ଆପଣ ବହୁତ ସନ୍ତୁଷ୍ଟ ଅନୁଭବ କରିବେ ।

କର୍କଟ ରାଶି :

ଆଜି ସମୟ ବିତେଇବା ପାଇଁ କିଛି ନୂଆ ମୁଣ୍ଡ ରେ ଆସିବ, ଧନ ଲାଭ ହବ । ପୁରୁଣା ଅଟକିଥିବା ପଇସା ମିଳିପାରେ, କାର୍ଯ୍ୟ ଆରମ୍ଭ କଲା ପରେ ସେହା ଅପୂର୍ଣ ହୋଇବ । ଆଜି ଆପଣଙ୍କ ଜୀବନ ରେ ଜଣେ ଏମିତିଆ ଲୋକ ଆସିବ ଯିଏ ଆପଣଙ୍କ ମାର୍ଗ ଦର୍ଶନ କରିବ । ଆପଣଙ୍କ ଘର ଲୋକେ ଆପଣଙ୍କ କାମ ଦେଖି ଖୁସି ହେବେ ଏବଂ ପ୍ରଶଂସା କରିବେ ।

ସିଂହ ରାଶି :

ଆଜି ଯଦି ଆପଣ କୌଣସି କାମ ରେ ହାତ ଦେବେ ସେହା ଲାଭକାରୀ ହେବ, ଆପଣଙ୍କ ମନୋକାମନା ପୂର୍ଣ ହବ । ଆଜି ଆପଣଙ୍କ ରାସ୍ତା ରେ କୌଣସି ପ୍ରକାର ବାଧା ଆସିବ ନାହିଁ, ଆଜି ନିଜ ଘର ଲୋକଙ୍କ ସହ ବୁଲିବାକୁ ଯାଆନ୍ତୁ ଏବଂ ନିଜ ସମ୍ପର୍କ କୁ ଭଲ କରିବା ସମୟ ଅଟେ ।

କନ୍ୟା ରାଶି :

ଆଜି ଆପଣଙ୍କୁ ସମ୍ଭାଳିକି ଚାଲିବାକୁ ପଡିବ, ଅନ୍ୟଥା ହଇରାଣ ହୋଇପାରନ୍ତି । ଘର ଲୋକଙ୍କ ସହ ଝଗଡା ହୋଇପାରେ ବଞ୍ଚିକି ରୁହନ୍ତୁ, ଆପଣ ଧାର୍ମିକ ଜାଗାକୁ ଯାଇ ପାରନ୍ତି ଯାହା ଦ୍ଵାରା ଆପଣଙ୍କୁ ସନ୍ତୁଷ୍ଟି ଏବଂ ଖୁସି ମିଳିବ । ପାଠ ଓ ପରିବାର ପାଇଁ ଛାତ୍ରଙ୍କୁ ଚିନ୍ତା ରହିବ ।

ତୁଳା ରାଶି :

ଆଜି ଆପଣଙ୍କ ପାଠ ରେ ମନ ଲାଗିବ, ଆପଣଙ୍କ ଲାପରବାହ ଅଭ୍ଯାସ ଆପଣଙ୍କ ମାଁ-ବାପାଙ୍କୁ ଦୁଖିତ କରିପାରେ । ଏହି ସମୟ ଅଲଗା ଦେଶ ରେ ବ୍ୟବସାୟ କରିବା ପାଇଁ ଉତ୍ତମ ଅଟେ । ପରିବାର ରେ ସୁଖ ଶାନ୍ତି ରହିବ । ଏହି ସମୟ ବିବାହ ସମୟ ର ସୁଖ ପାଇଁ ଉତ୍ତମ ଅଟେ । ନିଜ ପରିବାର ସହ ସମୟ ବିତେଇଲେ ଗୋଟେ ମଜବୁତ ସମ୍ପର୍କ ହୋଇପାରିବ ।

ବିଛା ରାଶି :

ଆଜି ପରିବାର ରେ ସୁଖ ଶାନ୍ତି ଓ ସମୃଦ୍ଧି ବାତାବରଣ ହୋଇ ରହିବ, ମାନ ସମ୍ମାନ ପ୍ରାପ୍ତି ହେବ । ଅଲଗା ଲୋକ ବିନା କାରଣରୁ ଆପଣଙ୍କ ସହ ଝଗଡା କରି ପାରନ୍ତି ସମ୍ଭାଳି କରି ରହିବେ । ବଡ କମ୍ପାନୀ ରୁ ଚାକିରି ପାଇଁ ଡାକେରା ଆସି ପାରେ, ରାଜନେଟିକ ଲୋକଙ୍କୁ ମାନ ସମ୍ମାନ ରେ ବୃଦ୍ଧି ହେବ ।

ଧନୁ ରାଶି :

ଆଜି ଆପଣ ବଡ ନିଷ୍ପତ୍ତି ଭାବି ଚିନ୍ତି କରି ନିଅନ୍ତୁ, ବ୍ୟବସାୟ ରେ ହାନି ହବାର ଯୋଗ ହେଉଛି ସେଥିପାଇଁ ସତର୍କ ରୁହନ୍ତୁ । ଗାଡି ଚଲଉଥିବା ସମୟ ରେ ବା ମେସିନ କାମ କରୁଥିବା ସମୟ ରେ ବିଶେଷ ଧ୍ୟାନ ଦିଅନ୍ତୁ । ସରକାରୀ ଲୋକଙ୍କ ପାଇଁ ଦିନ ସଫଳ ଅଟେ, ଆପଣ ଯେଉଁ କାମ ପରିଶ୍ରମ ରେ କରୁଛନ୍ତି ସେହାକୁ ମନ ଦେଇ କରନ୍ତୁ ଆପଣଙ୍କୁ ଭଲ ସଫଳତା ମିଳିବାର ଆଶା ଅଛି ।

ମକର ରାଶି :

ଆଜି ବ୍ୟବସାୟ କରୁଥିବା ଲୋକଙ୍କୁ ନୂଆ ଆଶାର ମିଳି ପାରେ ବା ପାର୍ଟନର୍ସିପ ହୋଇପାରେ । ନିଷ୍ପତ୍ତି ନବାରେ ହଇରାଣ ହୋଇପାରନ୍ତି, ମନ ଧ୍ୟାନ ଦେଇ ନିଶ୍ଚୟ କରନ୍ତୁ ଆପଣ କଣ କରୁଛନ୍ତି ଓ କଣ ଚାହୁଞ୍ଚନ୍ତି । ଆଜି ଆପଣ ଧାର୍ମିକ କାର୍ଯ୍ୟ ରେ  ବ୍ୟସ୍ତ ରହିବେ ।

କୁମ୍ଭ ରାଶି :

ଆଜି ଜମି ବାଡି କାମ ଆଗକୁ ବଢିବ, ଜୀବନସାଥି ସାହାଯ୍ୟ ଆପଣଙ୍କୁ ନୂଆ ଊର୍ଜା ପ୍ରଦାନ କରିବ । ପ୍ରେମ ସମ୍ବନ୍ଧ ଚିନ୍ତା ର ବିଷୟ ହୋଇ ପାରେ, ବିପଦ ଡାକନ୍ତୁ ନାହିଁ ଭାଇମାନଙ୍କ ସାହାଯ୍ୟ ନିଅନ୍ତୁ ସୁଖ ପ୍ରାପ୍ତି ହେବ । ଆପଣଙ୍କ ଖର୍ଚ ଆପଣଙ୍କ ଆୟରୁ ଅଧିକ ହେବ, ବିନା କାରଣ ଖର୍ଚ୍ଚରୁ  ବଞ୍ଚନ୍ତୁ ନଚେତ ପସ୍ତେଇବାକୁ ପଡି ପାରେ ।

ମୀନ ରାଶି :

ବ୍ୟବସାୟ ରେ ଉନ୍ନତ୍ତି ହେବାର ଯୋଗ ହେଉଛି, ବିବାହିତ ଜୀବନ ସୁଖମୟ ହେବ । କିଛି କିଣିବା ଆଗରୁ ସେହି ଜିନିଷ ଉପଯୋଗ କରନ୍ତୁ ଯାହା ଆପଣଙ୍କ ପାଖ ରେ ଅଛି । ଆଜି ଆପଣଙ୍କୁ କିଛି ଭଲ ଖବର ମିଳି ପାରେ । ଆଜି ଆପଣ ଅଲଗା ଲୋକଙ୍କୁ ସାହାଯ୍ୟ କରିବେ ଓ ହୃଦୟରୁ ସେବା ମଧ୍ୟ କରିବେ ।

Leave a Reply

Your email address will not be published. Required fields are marked *