ଘରର କବାଟ ଉପରେ ବସ୍ତ୍ର ସୁଖାଉଥିଲେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ! Ajira Anuchinta

ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ଯାହା ଆମର ନୀତି ଦିନିଆ ଜୀବନରେ କାମରେ ଆସିବ । ଯାହାର ପାଳନ କରିଲେ ବ୍ୟକ୍ତି ନିଜ ଜୀବନରେ ସଫଳତା ହାସଲ ଅକରିବ । ଏହା ସହ ବ୍ୟକ୍ତି ଜୀବନରେ ଅନେକ ଉନ୍ନତି ମଧ୍ୟ ଆସିବ । ତେବେ ଆସନ୍ତୁ ଜାଣିବା ଆଜିର ଅନୁଚିନ୍ତା କଣ ରହିଛି ।

୧- ପ୍ରଥମ ଅନୁଚିନ୍ତା ହେଉଛି ଘରର କବାଟରେ କୌଣସି ବସ୍ତ୍ର ପକାଇବା ଅନୁଚିତ । ଯଦି ପାକାଉଛନ୍ତି ତେବେ ଆପଣଙ୍କ ଗହରେ ସର୍ବଦା କଳହ ଲାଗି ରହିବ । ଯଦି ପିଲା ଜନ୍ମ ପରେ ମାର କ୍ଷୀର ହେଉ ନ ଥିବ ତେବେ ସାତ ଦିନ ଯାଏଁ କପା ପତ୍ରର ରସ ଦୁଇ ଚାମଚ ଖାଇଲେ ପ୍ରଚୁର କ୍ଷୀର ହୋଇଥାଏ । ଏହା ଦ୍ଵାରା ପିଲା ଓ ମା ସୁସ୍ଥ ରହିଥାନ୍ତି ।

୨- କେବେ ବି ରୋଷେଇ ଘର କଳା ବା ନୀଳ ରଙ୍ଗ କରିବା ଅନୁଚିତ । ଯଦି ଏପରି କରିଛନ୍ତି ତେବେ ତୁରନ୍ତ ରଙ୍ଗର ପରିବର୍ତ୍ତନ କରନ୍ତୁ ନଚେତ ନାଲି ରଙ୍ଗର ବଳ ରୋଷେଇ ଘରେ ଲଗାନ୍ତୁ । ଏହା ଦ୍ଵାରା ଘର ମଙ୍ଗଳ ହେବା ସହ ବାସ୍ତୁ ଦୋଷ ଦୂର ହୋଇଥାଏ ।

୩- ଯେଉଁ ଘରେ ସବୁବେଳେ ଧନର ଅଭାବ ଲାଗି ରାହୁଥାଏ ତେବେ ଏହାର ନିରାକରଣ ପାଇଁ ପିତଳ ଧଳାରେ କିଛି କଏନ ଭର୍ତ୍ତି କରି ଘରର ପଶ୍ଚିମ ଦିଗରେ ରଖି ଦିଅନ୍ତୁ । ଏହି ଢାଳକୁ ପ୍ରତି ଦିନ ସକାଳେ ପ୍ରଣାମ କରନ୍ତୁ । ଦେଖିବେ ଆପଣଙ୍କର ଆର୍ଥିକ ସମସ୍ଯା ଦୂର ହୋଇଯିବ ।

୪- ସମସ୍ତେ ନିଜ ଠାକୁର ଘରେ ଶଙ୍ଖ ରଖିଥାନ୍ତି । କିନ୍ତୁ ଶଙ୍ଖ ଦୁଇଟି ରହିବା ଦରକାର । ଗୋଟିକିଆ ଶଙ୍ଖ ରଖିବା ଅଶୁଭ ହୋଇଥାଏ । ଏହାର ପାଳନ କରିଲେ ଆପଣଙ୍କ ଘରର ଉନ୍ନତି ହେବା ସହ ମଙ୍ଗଳ ମଧ୍ୟ ହେବ ।

୫- ଯଦି ଘରେ ସର୍ବଦା ଅସାନ୍ତି ଲାଗି ରାହୁଥାଏ ବା କୌଣସି ସ୍ୱାସ୍ଥ୍ୟ ସମ୍ବଧୀୟ ସମସ୍ଯା ରାହୁଥାଏ ତେବେ ଘରର ଭୋଜନ ଘରେ ଉତ୍ତର ଦିଗର କାନ୍ଥରେ ଦୁଇଟି ମାଛ ଥିବା ଚିତ୍ର ବା ଫୋଟୋ ଆଣି ଲଗାନ୍ତୁ । ଦେଖିବେ ଏହା ଦ୍ଵାରା ଘରେ ଶାନ୍ତି ଲାଗି ରହିବା ସହ ସୁଖ ସମୃଦ୍ଧି ଆସିଥାଏ ।

୬- ଖାଇବା ସମୟରେ ମୁଣ୍ଡରେ ଗାମୁଛା, ଟୋପି ଲଗାଇ ଭୋଜନ କରନ୍ତୁ ନାହି । ଏହା ଛଡା ଖାଇବା ସମୟରେ ବାମ ହାତ ଗୋଡରେ ରଖନ୍ତୁ ନାହି ।

୭- ଯଦି ଆପଣ ଅଧିକ ଚିନ୍ତାରେ ରହୁଥିବେ ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଦୁଇଟି ବାଉଁଶରେ ତିଆରି ବଇଁଶି ଆଣି ନିଜ ଡ୍ରଇଙ୍ଗ ରୁମରେ ଲଗାନ୍ତୁ । ଏହା ଦ୍ଵାରା ଆପଣଙ୍କ ମନ ପ୍ରଫୁଲ୍ଲ ରହିବା ସହ ଆପଣ ହସ ଖୁସିରେ ରହିବେ ।

୮- ଯଦି କେବେ ବିଛା ଡାହାଣ ପଟ ଅଙ୍ଗକୁ କାମୁଡି ଥାଏ ତେବେ ବାମ ପଟ ଆଖିରେ ଲୁଣ ପାଣି ପକାଇବେ । ଯଦି ବିଛା ବାମ ପଟର ଅଙ୍ଗକୁ ଦଂସନ କରିଥାଏ ତେବେ ଡାହାଣ ପଟ ଆଖିରେ ଲୁଣ ପାଣି ପକାଇବେ । ଏହା ଦ୍ଵାରା ବିଶେଷ କଷ୍ଟ ହୁଏ ନାହି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାହିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *