ଘର ପୋଛା ମାରିବା ସମୟରେ ପାଣିରେ ମିଶାନ୍ତୁ ବାସ୍ କେବଳ 1 ଜିନିଷ ! ରାତାରାତି ବନିଯିବେ ମାଲାମାଲ୍ !

ବାସ୍ତୁଶାସ୍ତ୍ରରେ ସକାରାତ୍ମକ ଓ ନକରାତ୍ମକ ଊର୍ଜାର ବର୍ଣ୍ଣନ କରାଯାଇଛି । ତେଣୁ ସେହି ସବୁ ବାସ୍ତୁଶାସ୍ତ୍ର ବିଷୟରେ ଜାଣି ତାହାର ସନ୍ତୁଳନ ଘରେ ବନାଇ ରଖିବା ବହୁତ ଜରୁରୀ ଅଟେ । ନଚେତ ବାସ୍ତୁଶାସ୍ତ୍ର ନିୟମର ପାଳନ ନକରିବା ଦ୍ଵାରା ଏହାର ଭୟଙ୍କର ପରିଣାମ ଘର ଉପରେ ପ୍ରଭାବ ପକାଇଥାଏ । ଯାହା ଦ୍ଵାରା ଘରେ ପ୍ରତିଦିନ କିଛି ନା କିଛୁ ନୂଆ ସମସ୍ଯା ସୃଷ୍ଟି ହୋଇଥାଏ । ତେବେ ଚାଲନ୍ତୁ କିଛି ମହତ୍ଵପୂର୍ଣ୍ଣ ବାସ୍ତୁ ଟିପ୍ସ ବିଷୟରେ ଆଲୋଚନା କରି ଜାଣିନେବା ।

ଯଦି ଘରେ ସବୁବେଳେ ବିବାଦ, ଝଗଡା ଲାଗି ରହୁଥାଏ । ତେବେ ଏକ ତମ୍ବା ପାତ୍ରରେ ପାଣି ଭାରି ସେଥିରେ ଲୁଣ ମିଶାନ୍ତୁ । ଏହାପରେ ସେହି ପାତ୍ର ଚାରିପଟେ ନାଲି କପଡା ଗୁରାଇ ଘର ଚାରିପାଖରେ ବୁଲାଇ ଆଣନ୍ତୁ । ତାପରେ ସେହି ପାତ୍ରକୁ ବରଣ୍ଡାରେ ଲୁଚାଇ ରଖି ଦିଅନ୍ତୁ । ଏପରି କରିବା ଦ୍ଵାରା ତାହାକୁ ନେଇ ନଦୀ ଜଳରେ ଭସାଇ ଦିଅନ୍ତୁ । ଶନିବାର ଓ ମଙ୍ଗଳବାର ସପ୍ତାହକୁ 2 ଥର କରିବା ଦ୍ଵାରା ଘରୁ ଖରାପ ଶକ୍ତି ସବୁ ଚାଲି ଯାଇଥାଏ ।

ଏହାପରେ ଆପଣଙ୍କ ପରିବାରରେ ପୁଣି ଥରେ ଶାନ୍ତିର ମାହୋଲ ଚାଲି ଆସିବ । ଯଦି ଆପଣଙ୍କୁ ନିଦ ନଆସୁଥାଏ । ରାତି ସାରା ଅନିଦ୍ରା ରହି ଚିନ୍ତାରେ ରାହୁଥାନ୍ତି । ତେବେ ପାଣିରେ ସାମାନ୍ୟ ଲୁଣ ମିଶାଇ ସେଥିରେ ନିଜର ହାତ ଗୋଡ ଧୁଅନ୍ତୁ । ଏହାପରେ ଆପଣ କୌଣସି ପ୍ରକାର ଚିନ୍ତାରେ ନରହି ଶାନ୍ତି ନିଦ୍ରା କରିପାରିବେ । ଯଦି ଆପଣ ଧାର କରଜରୁ ମୁକ୍ତି ପାଇବାକୁ ଚାହୁଁଥାନ୍ତି ।

କୌଣସି ଏକ ରବିବାରକୁ ଘରକୁ ଲୁଣ ପାଣିରେ ପୋଛା ଲଗାଇବା ଉଚିତ । ତେବେ ଏଭଳି କରିବା ଦ୍ଵାରା ଘରର ଧାରକରଜ ସବୁ ଶୀଘ୍ର ସୁଝିଯିବ । ଆପଣଙ୍କୁ ଘରକୁ ଧୀରେ ଧୀରେ ଧନ ଆଗମନ ହେବାକୁ ମଧ୍ୟ ଲାଗିବ । ଯଦି ଘରର ଛୋଟ ପିଲାକୁ ବାରମ୍ବାର ଖରାପ ନଜର ଲାଗୁଥାଏ । ତେବେ ତା’ ର ସ୍ନାନ ପାଣିରେ ଚୁଟକି ଲୁଣ ପକାଇ ପିଲାର ସ୍ନାନ କରନ୍ତୁ । ତା’ ଉପରେ ରହିଥିବା ସବୁ କୁଦୃଷ୍ଟି ଦୂର ହୋଇଯିବ ।

ଘର ପୋଛା ଲଗାଇବା ସମୟରେ ସେଥିରେ ସାମାନ୍ୟ ଲୁଣ ମିଶାଇ ଘର ପୋଛିବା ଉଚିତ । ସପ୍ତାହରେ ଅତି କମ୍ ରେ ଥରେ ଘରକୁ ପାଣିରେ ପୋଛା ଲଗାଇବା ସମୟରେ ପାଣିରେ ଲୁଣ ମିଶାଇ ପୋଛା ଲଗାନ୍ତୁ । ଏପରି କରିବା ଦ୍ଵାରା ଘର ଉପରେ ଥିବା ନକରାତ୍ମକ ପ୍ରଭାବ ନଷ୍ଟ ହୋଇଯାଇଥାଏ ।

ମାସେ ଏହି ଉପାୟ କରିବା ଦ୍ଵାରା ଏହାର ଭଲ ପ୍ରଭାବ ଧୀରେ ଧୀରେ ଆପଣ ଦେଖିବାକୁ ପାଇବେ ।ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *