ଘରର ଅଭାବ ଦୂର କରିବା ପାଇଁ 2ଟି ଛୋଟ ଉପାୟ- Ajira Anuchinta

ଆପଣ ମାନେ ଜାଣିଥିବେ ପ୍ରତେକ ମଣିଷ ଜୀବନରେ କିଛି ନା କିଛି ସମୟା ଅଲାଗି ରହିଥାଏ । ବିଶେଷ କରି ଧନ ସମ୍ବଧୀୟ ସମସ୍ଯା ଅନେକ ଲୋକଙ୍କ ଠାରେ ଦେଖାଯାଏ । ଅନ୍ୟ କ୍ଷେତ୍ର ରେ କିଛି ଲୋକ ମାନେ ଯେତେ ରୋଜଗାର କରିଲେ ମଧ୍ୟ ତାଙ୍କର ଉନ୍ନତି ହୋଇ ନ ଥାଏ । କିଛି ଲୋକ ମାନେ ଧନ ସଞ୍ଚୟ କରିବାକୁ ଚାହିଲେ ମଧ୍ୟ କରିପାରୁ ନାହାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି ଦୁଇ ଟି ଉପାୟ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣଙ୍କର ସବୁ ସମସ୍ୟାର ସମାଧାନ ହେବ ।

ଯଦି ଆପଣଙ୍କ ଘରେ ଅଭାବ ଲାଗି ରହୁଥାଏ ବା କଳହ ସୃଷ୍ଟି ହେଉଥାଏ ବା ଯେତେ ଟଙ୍କା ରୋଜଗାର କରିଲେ ମଧ୍ୟ ତାହା ଆପଣ ସଞ୍ଚିତ କରିପାରୁ ନାହାନ୍ତି ତେବେ ଏହାର ଏକ ସରଳ ଉପାୟ ରହିଛି ନିବାରଣ ପାଇଁ । ଏକ ପିତଳ ଢାଳ ଆଣନ୍ତୁ । ଏହି ପିତଳ ଢାଳ ରେ କିଛି କଏନ ଯେମିତି ଗୋଟେ ଟଙ୍କା ହେଉ ବା ଦୁଇ ଟଙ୍କାର କଏନ ପକାନ୍ତୁ । ପିତଳ ଢାଳ ରେ କଏନ ପୂର୍ଣ୍ଣ କରନ୍ତୁ ।

ଏହା ପରେ କଏନ ରେ ଭରା ଥିବା ଏହି ଢାଳ କୁ ଘରର ପଶ୍ଚିମ ଦିଗରେ ରଖନ୍ତୁ । ଢାଳ କୁ ରଖିବା ସମୟରେ ଭଗବାନ ଙ୍କ ନାମ ନେଇ ସ୍ମରଣ କରନ୍ତୁ । ଏହି ଉପାୟ କରିଲେ ଆପଣ କିଛି ଦିନ ମଧ୍ୟ ରେ ଦେଖିବାକୁ ପାଇବେ ଆପଣଙ୍କ ଘର ଉନ୍ନତି ହେବା ସହ ଧନ ବୃଦ୍ଧି ମଧ୍ୟ ହେବ ।

ଦିତୀୟ ରେ ଅନ୍ୟ ଏକ ଉପାୟ ହେଉଛି ଯାହା ଦ୍ଵାରା ଧନ ବୃଦ୍ଧି ହେବ ସହ ଘରେ ସୁଖ ଶାନ୍ତି ରହିବ ତାହା ହେଉଛି ବ୍ୟକ୍ତି ହେଉ ବା ନାରୀ ନିଜ ପର୍ସ ରେ ଗୋଟେ ଓସ୍ତ ପତ୍ର ରକହନ୍ତୁ । ଏହି ଓସ୍ତ ପାତ୍ର କୁ ଗଙ୍ଗା ଜଳରେ ଧୋଇ ସେଥିରେ କେଶର ରେ ଶ୍ରୀ ଲେଖି ପର୍ସ ରେ ରଖନ୍ତୁ । ଏହି ଉପାୟ କରିଲେ ନିଶ୍ଚିନ୍ତ ରୂପେ କାର୍ଯ୍ୟ କରିଥାଏ ।

ଏହି ଦୁଇ ଟି ନିୟମର ,ପ୍ରୟୋଗ କରିଲେ ଆପଣ ମାନେ ଦେଖିବେ ବହୁତ ଜଲ୍ଦି ଆପଣଙ୍କ ଜୀବନରେ ବଡ ପରିବର୍ତ୍ତନ ହେବା ସହ ଧନ ର ବୃଦ୍ଧି ହେବାରେ ଲାଗିବ । ଏହା ଛଡା ଆପଣଙ୍କ ବେପାର ବାଣିଜ୍ୟ ରେ ଉନ୍ନତି ହେବ । ଘରେ ଶାନ୍ତିପୂର୍ଣ୍ଣ ବାତାବରଣ ରହିବ । ତେବେ ଏହା ଥିଲା ଘରର କିଛି ସମସ୍ଯା ଦୂର କରିବାର ଦୁଇ ଟି କ୍ଷୁଦ୍ର ଉପାୟ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *