ଘର ର ପୂଜା ଘରେ ଏହି ଜିନିଷ ରଖୁଥିଲେ ତୁରନ୍ତ ହଟାଇ ଦିଅନ୍ତୁ, ନଚେତ ବରବାଦ ହୋଇଯିବେ

ବନ୍ଧୁଗଣ ଠାକୁର ଘରେ ଦେବୀ ଦେବତାଙ୍କ ଫୋଟୋ ସହ ତାଙ୍କ ସହ ଜଡିତ ଅନ୍ୟାୟ ସାମଗ୍ରୀ ରଖା ଯାଇଥାଏ । ପୂଜା ପାଠର ସାମଗ୍ରୀ କୁ ଧ୍ୟାନ ପୂର୍ବକ ରଖିବାର ଆବଶ୍ୟକ ପଡିଥାଏ । କିନ୍ତୁ ମନ୍ଦିର ରେ ସାମଗ୍ରୀ ଗୁଡିକ ରଖିବା ଯେତେ ଫଳଦାୟୀ ହୋଇଥାଏ ସେତିକି କିଛି ଜିନିଷ ରଖିବା ଅଶୁଭ ହୋଇଥାଏ । ଏମିତି କିଛି ସାମଗ୍ରୀ ଅଛି ଯାହା ଦ୍ଵାରା ନେଗେଟିଭ ଊର୍ଜା ବଢିବା ସହ ଘରେ କଳହ ଲାଗି ରହିଥାଏ ।

ଆଜି ଆମେ ଆପଣଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ପୂଜା ଘରେ ଭୁଲରେ ବି ରଖିବା ଉଚିତ ଓ ଅନୁଚିନ୍ତା । 1- ଦୀପ : ପୂଜା ଘରେ ମାଟିର ଦୀପ ରଖିବା ଅତ୍ୟନ୍ତ ଜରୁରୀ ଅଟେ । ନଚେତ ପିତଳ ଦୀପ ରାଖୀ ପୂଜା କରିପାରିବେ ।

2- ସ୍ଵସ୍ତିକ : ପୂଜା ଘରେ ସ୍ଵସ୍ତିକ ଚିହ୍ନ ରହିବା ଜରୁରୀ ଅଟେ । ଏହାକୁ ରୋଲିରେ ବନାଇବା ଦ୍ଵାରା ଶୁଭତା ବୃଦ୍ଧି ପାଇଥାଏ ।

3- କଳସ : ଭଗବାନ କୃଷ୍ଣ କହିଛନ୍ତି କଳସ ସୁଖ ସମୃଦ୍ଧିର ପ୍ରତୀକ ଅଟେ । ପୂଜା ଘରେ ସ୍ଵସ୍ତିକ ଚିହ୍ନ ଆଙ୍କି ତା ଉପରେ ମଙ୍ଗଳ କଳସ ନିଶ୍ଚୟ ରଖିବା ଉଚିତ ।

4- ଶଙ୍ଖ : ବହୁତ କମ କ ଜାଣିଛନ୍ତି ଶଙ୍ଖର ସୃଷ୍ଟି ସମୁଦ୍ର ମନ୍ଥନ ସମୟରେ 14 ରତ୍ନ ସହ ହୋଇଥିଲା । ଏହି କାରଣରୁ ମା ଲକ୍ଷ୍ମୀଙ୍କର ପ୍ରିୟ ଶଙ୍ଖ ଅଟେ । ଶଙ୍ଖର ଶବ୍ଦରେ ପେଜଟିଭ ଊର୍ଜାର ସୃଷ୍ଟି ହୁଏ ।

5- ଘଣ୍ଟି : ପୂଜା ଘରେ ଘଣ୍ଟି ରହିବା ଅତ୍ୟନ୍ତ ଜରୁରୀ । ଏହାର ଶବ୍ଦରେ ବାତାବରଣ ପବିତ୍ର ଓ ଶୁଦ୍ଧ ହୋଇଥାଏ । ଯେଉଁ ଘରେ ପୂଜା ସମୟରେ ଘଣ୍ଟି ବାଜଯାଏ ନେଗେଟିଭ ଊର୍ଜା ଦୂର ହୁଏ ।

6- ଗଣେଶଙ୍କ ବିଷମ ସଂଖ୍ୟାରେ ମୂର୍ତ୍ତି : ପୂଜା ଘରେ ଭଗବାନ ଗଣେଶଙ୍କ 3,1,5 ସଂଖ୍ଯାରେ ମୂର୍ତ୍ତି ରଖିବା ଅନୁଚିତ । ମାତ୍ର 2ଟି ମୂର୍ତ୍ତି ପୂଜା ଘରେ ରଖନ୍ତୁ ।

7- ଭଙ୍ଗା ଚାଉଳ : ପୂଜା ଘରେ କେବେବି ଭାଙ୍ଗି ଯାଇଥିବା ଚାଉଳ ପୂଜାରେ ବ୍ୟବହାର କରିବା ଅନୁଚିତ । ଏହା ସହ ପୁରୁଣା ଚାଉଳ ଅଧିକ ସମୟ ଅଜାଏନ ରଖନ୍ତୁ ନାହି ।

8- ପୂର୍ବଜଙ୍କ ଫୋଟୋ : ଯଦି ଆପଣ ପୂଜା ଘରେ ପୂର୍ବଜଙ୍କ ଫୋଟୋ ରଖିଛନ୍ତି ତେବେ ତୁରନ୍ତ ହାତୀ ଦିଅନ୍ତୁ । ଏହା ଅଶୁଭ ହୋଇଥାଏ । ଏହାଦ୍ଵାରା ଶୁଭ ପରିଣାମ ମିଳିଥାଏ ।

9- ଭଗବାନ ଭୈରବ ଓ ଶନିଦେବଙ୍କ ମୂର୍ତ୍ତି : ପୂଜା ଘରେ ଭୁଲରେ ବି ଭଗବାନ ଭୈରବ, ଶନିଦେବ ଓ ମା କାଳୀଙ୍କ ମୂର୍ତ୍ତି ରଖିବା ଅନୁଚିତ । ଏହା ସହ ଛିଡା ହୋଇଥିବା ମା ଲକ୍ଷ୍ମୀଙ୍କ ମୂର୍ତ୍ତି ପୂଜା କରିବା ଅନୁଚିତ । ମାତା ଲକ୍ଷ୍ମୀ ସର୍ବଦା ବସିଥିବା ମୁଦ୍ରା ରେ ହୋଇଥିବା ଜରୁରୀ । ତେବେ ପୂଜା ଘରେ ଏହି ସବୁ ଜିନିଷ ରଖିବା ଉଚିତ ନୁହେଁ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *