କାହାର ନାଁ ଭାବି ବାଛନ୍ତୁ ଗୋଟେ ନମ୍ବର ଦେଖନ୍ତୁ ତାଙ୍କ ହୃଦୟରେ ଆପଣଙ୍କ ପାଇଁ କଣ ଅଛି ? Tarot Card Reading

ହେଲୋ ସାଙ୍ଗ ମାନେ । ଆପଣଙ୍କ ଲାଇଫରେ କେହି ନା କେହି ହମସଫର ନିଶ୍ଚୟ ଥିବେ । ତେବେ ସେହି ହମସଫର ବେଳେବେଳେ କିଛି ନ କହି ଆପଣଙ୍କୁ କିଛି ମ୍ଯାସେଜ ଦେବାକୁ ଚେଷ୍ଟା କରିଛନ୍ତି ଇସାରା ରେ । ଯାହାକୁ କିଛି ପ୍ରେମୀ ଯୁଗଳ ବୁଝିପାରନ୍ତି ତ ଆଉ କେହି ବୁଝିପାରନ୍ତି ନାହିଁ । ତେବେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ୫ଟି ନମ୍ବର । ସେଥିମଧ୍ୟରୁ ଆପଣଙ୍କୁ କୌଣସି ଗୋଟେ ବାଛିବାକୁ ପଡିବ ।

ଆଉ ତା ପରେ ଆପଣ ଜାଣିପାରିବେ ଆପଣଙ୍କ ପର୍ଶନ ଆପଣଙ୍କୁ ନେଇ କଣ ଭାବୁଛନ୍ତି । ଯାହା ଆପଣ ବୁଝିବା ଦରକାର । ୧- ଯଦି ଆପଣ ପ୍ରଥମ ନମ୍ବରଟି ଚୁଜ କରିଛନ୍ତି ତେବେ ଆପଣଙ୍କୁ ନେଇ ପଜେଟିଭ କି ନେଗେଟିଭ ବିଚାର ନାହିଁ । ଆପଣଙ୍କ ସମ୍ପର୍କ ଆକର୍ଷିତ ଭଳି ରହିଛି । ତାଙ୍କୁ ଲାଗୁଇଛି ଆପଣ ତାଙ୍କୁ ଧୋକା ଦେଇପାରନ୍ତି । କିଛି ଏମିତି ଭୁଲ ବୁଝାମଣା ହୋଇଛି ଯାହା ପାଇଁ ସେ ଆପଣଙ୍କୁ ନେଇ ସନ୍ଦେହରେ ଅଛନ୍ତି । ବର୍ତ୍ତମାନର ସ୍ଥିତି ଏମିତି ରହିଛି ।

୨- ଆପଣ ଯାହାଙ୍କ ପାଇଁ ଦ୍ଵିତୀୟ ନମ୍ବର ଚୟନ କରିଛନ୍ତି ତେବେ ତାଙ୍କୁ ଲାଗୁଛି ଆପଣ କଣ କରିବେ ତାହା ସ୍ଥିର କରି ସାରିଛନ୍ତି । ଆପଣ ସମୟ ଆସିଲେ ନିସ୍ପତି ଶୁଣାଇବେ । ଆପଣ ପ୍ରତେକ କାମ ବୁଝି ବିଚାରୀ କରିଥାନ୍ତି । ମନର ବିଚାରକୁ କାହା ଆଗରେ ଜାହିର କରନ୍ତି ନାହିଁ । ସେ ଜାଣିଛନ୍ତି ଆପଣ ମାଇଣ୍ଡ ଅଧିକ ଖର୍ଚ୍ଚ କରନ୍ତି । ତାଙ୍କୁ ଲାଗୁଛି ଆପଣ ସମୟ ଅପେକ୍ଷାରେ ଅଛନ୍ତି ।

୩- ଆପଣ ନିଜ ପର୍ଶନଙ୍କ ପାଇଁ ତୃତୀୟ ନମ୍ବର ବାଛିଥିଲେ ଆପଣ ସମସ୍ତଙ୍କ ପାଇଁ ଭଲ ଚିନ୍ତା କରିଥାନ୍ତି । ଆପଣଙ୍କ ଉପରେ ଈଶ୍ବରଙ୍କ କୃପା ରହିଛି । ଆପଣଙ୍କୁ ନେଇ ସେବହୁତ ଖୁସି ଅଛନ୍ତି । ଆପଣଙ୍କୁ ନେଇ ସେ ପଜେଟିଭ ଅଛନ୍ତି । ଆପଣ ଲୋକଙ୍କୁ ଭଲ ଗାଇଡ କରିପାରନ୍ତି । ଆପଣ ବହୁତ ଭଲ ମଣିଷ । ଆପଣ ଆକର୍ଷଣର କେନ୍ଦ୍ର ବିନ୍ଦୁ ଅଟନ୍ତି ।

୪- ଯଦି ଆପଣ ଚତୁର୍ଥ ନମ୍ବର ନିଜ ପର୍ଶନଙ୍କ ପାଇଁ ବାଛିଛନ୍ତି ତେବେ ସେ ଆପଣଙ୍କ ବିଷୟରେ ଅଧିକ ଭାବୁଛନ୍ତି । ତାଙ୍କୁ ଲାଗୁଛି ଆପଣ ବହୁତ ଚିନ୍ତାରେ ଅଛନ୍ତି । ବର୍ତ୍ତମାନ ଯେଉଁ ସମୟ ଚାଲିଛି ଆପଣ ତାହାକୁ ନେଇ ଦୁଖୀ ଅଛନ୍ତି । ସେ ଆପଣଙ୍କର କଷ୍ଟକୁ ଅନୁଭବ କରୁଛନ୍ତି । ଆପଣ କଣ କରୁଛନ୍ତି, ଆପଣଙ୍କ ଲାଇଫରେ କଣ ଚାଲିଛି ଏମିତି ଅନେକ ବିଚାର ରହିଛି ତାଙ୍କ ମନରେ । ପ୍ରତେକ ସମୟରେ ସେ ଆପଣଙ୍କ କଥା ଭାବୁଛନ୍ତି ।

୫- ଯଦି ଆପଣ ପଞ୍ଚମ ନମ୍ବର ଚୁଜ କରିଛନ୍ତି ସେ ଆପଣଙ୍କୁ ନେଇ ପଜେଟିଭ ଅଛନ୍ତି । ସେ କେୟାରିଙ୍ଗ ବ୍ୟକ୍ତି ହେବା ସହ ଆପଣଙ୍କ ସମ୍ପର୍କ ମଜବୁତ ଅଛି । ଆପଣଙ୍କ ସମ୍ପର୍କରେ କେବେ ଫାଟ ଆସିବ ନାହିଁ । ତାଙ୍କୁ ଲାଗୁଛି ଆପଣ ତାଙ୍କର କୌଣସି କଥାକୁ ନେଇ ଅପେକ୍ଷାରେ ଅଛନ୍ତି । ଆପଣ ତାଙ୍କୁ ପ୍ରଥମେ ପ୍ରପୋଜ କରନ୍ତି ଏମିତି ଆଶା ରଖିଛନ୍ତି ସେ । ବନ୍ଧୁଗଣ ଆପଣ କେଉଁ ନମ୍ବରଟି ଚୁଜ କରିଲେ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *