ପ୍ରଥମ ସ୍ବାମୀଙ୍କୁ ଛାଡି ଦ୍ଵିତୀୟ ବିବାହ କରିଛନ୍ତି ଓଡିଆ ଇଣ୍ଡଷ୍ଟ୍ରି ର ଏହି ନାମିଦାମି ଅଭିନେତ୍ରୀ

ନମସ୍କାର ବନ୍ଧୁଗଣ । ଆପଣ ମାନେ ସମସ୍ତେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅଭିନୟ କରୁଥିବା ପ୍ରକ୍ଷାତ କଳାକାର ମାନଙ୍କୁ ନିଶ୍ଚୟ ଜାଣିଥିବେ । କଳାକାର ମାନେ ଏତେ ସୁନ୍ଦର ଭାବେ ଅଭିନୟକୁ ଚରିତାର୍ଥ କରିଥାନ୍ତି ଯେ ଯାହାକୁ ଦର୍ଶକ ମାନେ ବେସ ପସନ୍ଦ କରିଥାନ୍ତି । ତେବେ ଓଡିଆ କଳାକାର ମାନେ ଋଲ୍ସ ଲାଇଫ ଠାରୁ ରିୟଲ ଲାଇଫ ପାଇଁ ବେସ ଚର୍ଚ୍ଚା ରେ ରହିଥାନ୍ତି ।

ଓଡିଆ ଇଣ୍ଡଷ୍ଟ୍ରି ରେ ଏମିତି କିଛି ଜଣାଶୁଣା ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ପ୍ରଥମ ବିବାହ କରିବା ପରେ ଛାଡପତ୍ର ନେଇଛନ୍ତି । ଆଉ ଦ୍ଵିତୀୟ ବିବାହ କରି ବେସ ଲୋକଲୋଚନ କୁ ଆସିଛନ୍ତି । ଆଜି ଆମେ ଆପଣଙ୍କୁ ସେମିତି ୫ ଜଣ ଖାସ ହିରୋଇନ ଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଦ୍ଵିତୀୟ ବିବାହ କରିଛନ୍ତି ।

୧- କୋୟଲ ବାନାର୍ଜୀ : ଆମ ଲିଷ୍ଟର ପ୍ରଥମ ରେ ଆସୁଛନ୍ତି ଅଭିନେତ୍ରୀ କୋୟଲ ବାନାର୍ଜୀ । ସେ ପ୍ରଥମେ ଓଡିଆ ଅଭିନେତା ବବି ମିଶ୍ର କୁ ଲଭ ମ୍ୟାରେଜ କରିଥିଲେ । କିନ୍ତୁ କିଛି ବିବାଦକୁ ନେଇ ଏହି ଦୁଇ ପ୍ରିୟ କଳାକାରଙ୍କର ଛାଡପତ୍ର ହୋଇଥିଲା । ବର୍ତ୍ତମାନ ସମୟରେ କୋୟଲ ଅନ୍ୟ ଜଣଙ୍କୁ ବିବାହ କରି ସାରିଛନ୍ତି । ତାଙ୍କର ଗୋଟେ ପୁଅ ମଧ୍ୟ ଅଛନ୍ତି ।

୨- ପ୍ରିୟା ଚୌଧୁରୀ : ଆପଣ ମାନେ ଅଭିନେତ୍ରୀ ପ୍ରିୟା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଆମର ଦ୍ଵିତୀୟ ଲିଷ୍ଟରେ ଆସୁଛନ୍ତି । ସେ ଓଡିଶାର ସିନେମା ଜଗତକୁ ଅନେକ ସୁପର ହିଟ ଫିଲ୍ମ ଭେଟି ଦେଇଛନ୍ତି । ସେ ପ୍ରଥମେ ଦୂର୍ଗା ପ୍ରସାଦ ମିଶ୍ରଙ୍କୁ ବିବାହ କରିଥିଲେ । ପରବର୍ତ୍ତୀ ସମୟରେ ବିବାଦ ପରେ ଛାଡପତ୍ର ନେଇଥିଲେ । ବର୍ତ୍ତମାନ ସମତ୍ୟରେ ଇଣ୍ଡଷ୍ଟ୍ରି ର ଫୋଟୋଗ୍ରାଫର କୁଞ୍ଜମ କୁମାର ଙ୍କୁ ଦ୍ଵିତୀୟ ବିବାହ କରିଛନ୍ତି । ଦୁହିଙ୍କର କୁନି ପୁଅ ଟି ଅଛି ।

୩- ଅନୁ ଚୌଧୁରୀ : ଆମ ଲିଷ୍ଟରେ ତୃତୀୟରେ ଆସୁଛନ୍ତି ଅଭିନେତ୍ରୀ ଅନୁ ଚୌଧୁରୀ । ସେ ଅନେକ ଗୁଡାଏ ଫିଲ୍ମ ଭେଟି ଦେଇଛନ୍ତି ଓଡିଆ ଇଣ୍ଡଷ୍ଟ୍ରି କୁ । ସେ ୨୦୦୬ରେ ସନ୍ଦିପ ମିଶ୍ରଙ୍କୁ ବିବାହ କରିଥିଲେ । କିନ୍ତୁ ମନାନ୍ତର ପାଇଁ ୨୦୦୮ରେ ଛାଡପତ୍ର ହୋଇଥିଲା । ବର୍ତ୍ତମାନ ଅଭିନେତା ବିଶାଳ ବର୍ମା ଙ୍କୁ ଦ୍ଵିତୀୟ ବିବାହ କରିଛନ୍ତି ।

୪- ରଚନା ବାନାର୍ଜୀ ; ଅଭିନେତ୍ରୀ ରଚନା ବାନାର୍ଜୀ ଙ୍କୁ କିଏ ବା ନ ଜାଣେ । ସେ ଅଭିନେତା ସିଦ୍ଧାର୍ଥ ମହାପାତ୍ର ଙ୍କୁ ଲଭ ମ୍ୟାରେଜ କରିଥିଲେ । କିନ୍ତୁ ପରେ ଦୁହିଙ୍କର ଛାଡପତ୍ର ହୋଇ ଯାଇଥିଲା । ବର୍ତ୍ତମାନ ସମୟରେ ସେ ବଙ୍ଗଳା ଇଣ୍ଡଷ୍ଟ୍ରି କୁ ଫେରି ଯାଇଛନ୍ତି ଆଉ ଦ୍ଵିତୀୟ ବିବାହ ମଧ୍ୟ କରିଛନ୍ତି । କିନ୍ତୁ ଗତ କିଛି ଦିନ ତଳେ ତାଙ୍କ ଦ୍ଵିତୀୟ ସ୍ବାମୀଙ୍କ ପରଲୋକ ଘଟିଛି । ବନ୍ଧୁଗଣ ଆପଣଙ୍କୁ କେଉଁ ଅଭିନେତ୍ରୀ ଙ୍କ ଅଭିନୟ ଭଲ ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *