ବନ୍ଧୁଗଣ ଭଗବାନ କୃଷ୍ଣ କହିଛନ୍ତି ଯେଉଁ ଘରେ ଏହି ଗଛ ଆପେ ଆପେ ଉଠିଯାଏ ସେହି ଘରେ ମା ଲକ୍ଷ୍ମୀ ପ୍ରବେଶ କରିଥାନ୍ତି । ଏହି ଗଛ କୌଣସି ଗ୍ଝାରେ ଆପେ ଆପେ ଉଠିଗଲେ ସେହି ବ୍ଯକ୍ତିର ଦାରିଦ୍ରତାର ନାସ ହୋଇଥାଏ । ଏହି ଗଛକୁ ଶାସ୍ତ୍ରରେ ଅତ୍ୟନ୍ତ ଶୁଭ ମାନାଯାଇଛି । ଏହି ଗଛ ଯେଣୁଠି ରହିଥାଏ ସେଠାରେ ପଜେଟିଭ ବାତାବରଣ ରହିଥାଏ । ଆଉ ଯେଉଁଠି ଏହି ଗଛ ଶୁଖିଯାଏ ସେଠାରେ ନେଗେଟିଭ ଊର୍ଜାର ବାସ ହୋଇଥାଏ । ତେଣୁ ଏହି ଗଛ ଘରେ ରହିବା ଶୁଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଘରର ଆଖାପାଖରେ କେଉଁ ଗଛ ଉଠିଲେ ଅତ୍ୟନ୍ତ ଶୁଭ ହୋଇଥାଏ ।
୧- ତୁଳସୀ ଗଛ : ଭଗବାନ କୃଷ୍ଣ କୁହନ୍ତି ତୁଳସୀ ଗଛ ସବୁଠାରୁ ପବିତ୍ର ହୋଇଥାଏ । ଏହା ଯେଉଁ ଠାରେ ହୋଇଥାଏ ସେଠାରେ ଖରାପ ଶକ୍ତି ବାସ କରନ୍ତି ନାହି । ତୁଳସୀରେ ସାକ୍ଷାତ ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଏହାର ନିତ୍ୟ ପୂଜା କରିଲେ ଘରେ ସୁଖ ଶାନ୍ତି ରହିଥାଏ । କିନ୍ତୁ ତୁଳସୀ ଗଛ ଆପେ ଆପେ ଉଠିଗଲେ ଅତ୍ୟନ୍ତ ଶୁଭ ହେବା ସହ ମା ଲକ୍ଷ୍ମୀ ଘରେ ଆସିବାର ସୂଚନା ମିଳିଥାଏ । ଏହା ସହ ଧନ ଆଗମନର ସୂଚନା ଦେଇଥାଏ ।
୨- କଦଳୀ ଗଛ : କଦଳୀ ଗଛରେ ଭଗବାନ ବିଶୁଣୁଙ୍କ ବାସ ହୋଇଥାଏ । ଏହି ଗଛ ଘରେ ଲଗାଇଲେ ସବୁ ଦୁଖର ନାସ ହୋଇଥାଏ । ଗୁରୁବାର ଦିନ କଦଳୀ ଗଛ ପୂଜା କରିଲେ ଭଗବାନ ବିଶୁଣୁ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି । କିନ୍ତୁ ଏହି ଗଛ ଆପେ ଆପେ ଉଠିଗଲେ ଶୁଭ ହେବ ସହ ବ୍ୟକ୍ତି ଅନେକ ଦିନରୁ ରୋଗରେ ପଡିଥିଲେ ଭଲ ହୋଇଥାନ୍ତି । ଏହି ଗଛ ଘରେ ଥିଲେ ଅକାଳ ମୃତ୍ୟୁ ହୁଏ ନାହି ।
୩- ଅଶୋକ ଗଛ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଅଶୋକ ଗଛ ଶୋକର ନାସ କରିବାର ପ୍ରତେକ ହୋଇଥାଏ । ଏହି ଗଛ ଘରେ ଲଗାଇବା ଦ୍ଵାରା ବହୁତ ଅଶୁଭ ସଂକେତ ଦେଇଥାଏ । ଯଦି ଘରେ ପାଖରେ ଥିବା ଶୋକ ଗଛ ଶୁଖିଯାଏ ତେବେ ଜାଣିବେ ଘରେ ଖାରପ ନଜର ଲାଗିଛି । କିନ୍ତୁ ଯଦି ଏହି ଗଛ ଆପେ ଆପେ ଉଠିଯାଏ ତେବେ ସଂକେତ ମିଳିଥାଏ କି ଦୁଖର ଅନ୍ତ ହୋଇ ଶୁଭ ଘଡି ଆସିବାକୁ ଯାଉଛି ।
୪- ନିମ ଗଛ : ନିମ ଗଛ ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ଗଛ ରୋଗ ତଥା ଶୋକର ବିନାଶ କରିଥାଏ । ଏହି ଗଛ ଘରେ ଆପେ ଆପେ ଉଠିଗେଲ ଶୁଭ ସଂକେତ ଦେଇଥାଏ । ଏହି ଗଛକୁ ନିତ୍ୟ ଜଳ ଅର୍ପଣ କରିବା ସହ ପୂଜା କରିବା ଉଚିତ ।
୫- ଅରଖ ଗଛ : ଶାସ୍ତ୍ର ଅନୁଯାୟୀ ଅରଖ ଗଛ ଘରେ ଆପେ ଆପେ ଉଠିଲେ ଶୁଭ ସଂକେତ ମାନା ଯାଇଥାଏ । ଏହା ଦ୍ଵାରା ଜୀବନରୁ ଦୁଖ ଦାରିଦ୍ରତା ନାସ ହୋଇଥାଏ । ଏହାର ପାତ୍ର ହନୁମାନଙ୍କୁ ଅର୍ପଣ କରିବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।