ଘରେ କାହା ପାଦଧୂଳି ପଡ଼ିଲେ ଗରିବ ଲୋକବି ଧନି ହୋଇଥାଏ ! Anuchinta

ଜୀବନରେ ନୀତିନିୟମ ପାଳନ କରିବା ନିତାନ୍ତ ଆବଶ୍ୟକ ହୋଇଥାଏ । ଏହାଦ୍ବାରା ଅଭାବ ଅସୁବିଧା ଦୂର ହୋଇ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ । ଏଥିସହ ଘରର ବହୁତ ଉନ୍ନତି ହୋଇଥାଏ । ତେବେ ଚାଲନ୍ତୁ କିଛି ଗୁରୁତ୍ଵପୂର୍ଣ୍ଣ ନିୟମ ତଥା ଅନୁଚିନ୍ତା ସମ୍ପର୍କରେ ଏଠାରେ ଆଲୋଚନା କରିବା ।

1- ପୋଡିଯାଇଥିବା ପୋଷାକ କେବେବି ପିନ୍ଧିବା ଉଚିତ ନୁହେଁ । ନିଆଁ ଗୁଳା ପଡି ଟିକେ ବି କଣା ହୋଇଯାଇଥିବା ବସ୍ତ୍ର ମଧ୍ୟ ପିନ୍ଧିବା ଅନୁଚିତ ।

2- ମାଙ୍କଡ ଯଦି ଘରକୁ ପଶିଯାଏ । ତେବେ ଅର୍ଥ ହାନୀ ହୋଇଥାଏ । ତେଣୁ ବ୍ରାହ୍ମଣଙ୍କୁ ହନୁମାନ ଚାଳିଶା ସହ ଦକ୍ଷିଣା ଦାନ କରିବା ଉଚିତ ।

3- ଲୁଣକୁ ସବୁବେଳେ କାଚର ପାତ୍ରରେ ରଖିବା ଉଚିତ । ସେଥିରେ ଚାରୋଟି ଲବଙ୍ଗ ପକାଇଲେ । ରୁଣଭାର ଦୂର ହୋଇ ଆର୍ଥିକ ସ୍ଥିତି ଭଲ ରହିଥାଏ ।

4- ପ୍ରତ୍ଯେକ ଦିନ ଗୀତାର ଗୋଟିଏ ଶ୍ଳୋକ ପାଠ କରିବା ଉଚିତ । ଏବଂ ଗର୍ଭବତୀ ମହିଳା ଗୀତା ପାଠ କରିଲେ । ବହୁତ ମଙ୍ଗଳ ହୋଇଥାଏ ।

5- ଠାକୁର ପୂଜା କରିବା ସମୟରେ ତମ୍ବା ବାସନ ବ୍ୟବହାର କରିବା ଉଚିତ । ଏଥିସହ ସୂର୍ଯ୍ୟଙ୍କୁ ଜଳ ଦାନ କରିବା ସମୟରେ ତମ୍ବା ମୁଦି ପିନ୍ଧିଲେ ବହୁତ ଶୁଭ ହୋଇଥାଏ ।

6- ସୂର୍ଯ୍ୟ ଅସ୍ତ ହେବା ପରେ ବାହାର ଲୋକଙ୍କୁ କେବେବି କ୍ଷୀର, ହଳଦୀ ଏବଂ ଝାଡୁ ଦେବା ଉଚିତ ନୁହେଁ । ଏହା ବହୁତ ଅମଙ୍ଗଳକାରୀ ହୋଇଥାଏ ।

7- ମହୁଫେଣା ଯଦି ଘରେ କିମ୍ବା ବାଡିରେ ହୋଇଥାଏ । ତେବେ ଭାଙ୍ଗିବା ଉଚିତ ନୁହେଁ । ଏହା ବହୁତ ଶୁଭଫଳ ପ୍ରଦାନ କରିଥାଏ ।

8- ଦୋକାନରେ 2 ଟି ଗୋମତୀ ଚକ୍ର ଲାଲ କପଡାରେ ବାନ୍ଧି ପଇସା ବାକ୍ସରେ ରଖିବା ଦ୍ଵାରା ବହୁତ ଶୁଭ ହୋଇଥାଏ ।

9- ନିମ୍ବଗଛ କେବେବି କାଟିବା ଉଚିତ ନୁହେଁ । କିମ୍ବା ନିମ୍ବ ଗଛ କେବେବି ଜାଳିବା ଉଚିତ ନୁହେଁ । କାରଣ ଏହାର ଧୂଆଁ ନାକରେ ବାଜିଲେ ନପୁଂସକତା ଦେଖାଦେଇଥାଏ ।

10- ଗାଈ ଖୁରାର ଧୁଳି, ଧାନର ଧୁଳି, ଭଣଜା ପାଦଧୁଳି କିମ୍ବା ବ୍ରାହ୍ମଣ ପାଦ ଧୁଳି ଘରେ ପଡିଲେ ଦରିଦ୍ରତା ଦୂର ହୋଇ ଧନ ବୃଦ୍ଧି ହୋଇଥାଏ । ଏମାନଙ୍କ ପାଦର ଧୁଳି ଘରେ ପଡିବାକୁ ବହୁତ ଶୁଭ ମାନାଯାଇଥାଏ ।

ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ବି ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *