ନିଜେ ଏକୁଟିଆ ରହିବା ଶିଖିଯାଅ… ଲୋକ ତୁମ ସହ କଥା ହେବା ପାଇଁ ପାଗଳ ହୋଇଯିବେ… Motivational speech

1- ଲୋକଙ୍କୁ ଆପଣାଇବା ଶିଖ । ଲୋକଙ୍କୁ ଭୁଲିବା ଶିଖ । ଯେଉଁଠି ଇଜ୍ଜତ ନାହିଁ । ସେହି ଜାଗାରୁ ଉଠି ଆସିବା ଶିଖ । 2- ଜୀବନରେ ଖୁସିକୁ ପାଇବାର କୌଣସି ବି ରାସ୍ତା ନଥାଏ । ମଣିଷ ନିଜେ ନିଜ ପାଇଁ ରାସ୍ତା ବନାଇଥାଏ । ଯେଉଁଠି ତାକୁ ଯିବାର ଥାଏ । ଏହି କଥା ଯିଏ ଜାଣିଗଲା । ଜାଣ ଖୁସି ତା’ ର ଠିକଣା ପାଇଗଲା । 3- ଜୀବନରେ ଯେତେ ତ୍ୟାଗ କରିବ । ସେତେ ପାଇବ । ଲୋକ କଣ କହିବେ ପ୍ରଥମ ଦିନ ହସିବେ ।

ଦିତୀୟ ଦିନ ମଜାକ ଉଡାଇବେ । ଆଉ ତୃତୀୟ ଦିନ ସବୁକିଛି ଭୁଲିଯିବେ । ସେଥିପାଇଁ ଲୋକଙ୍କ ବିଷୟରେ ଚିନ୍ତା ନକରି ତାହା କର ଯାହା ଉଚିତ । ଯେଉଁଥିରେ ତୁମେ ଖୁସି ଅଛ । ମନେ ରଖିବ, ଜୀବନ ତୁମର ଲୋକଙ୍କର ନୁହଁ । 4- କେହି ପ୍ରଶଂଷା କରିଲେ ସଙ୍ଗେ ସଙ୍ଗେ ଖୁସି ହୋଇ ଜାଅ ନାହିଁ । ମନେ ରଖିବ, ପ୍ରଶଂଷା ପୋଲ ତଳେ ସ୍ଵାର୍ଥର ନଦୀ ବହିଥାଏ । ସମସ୍ଯା ଆମ ଜୀବନରେ ବିନା କାରଣରେ ଆସିନଥାଏ । ସମସ୍ଯା ଆସିବା ଏକ ସଂକେତ ଦେଇଥାଏ କି ଆମ ଜୀବନରେ କିଛି ବଦଳାଇବା ଜରୁରୀ ।

5- ଜୀବନରେ ସବୁଠୁ ଭଲ ଆଉ ଖରାପ କଥା ଏହା ଯେ ବୟସ ବିତିବା ସହ ଏହା ବୁଝା ପଡିଯାଏ । ଯେ ଦିନ ଖରାପ ହେଉ ଅବା ଭଲ ବିତି ଯାଇଥାଏ । 6- ଜୀବନରେ କିଛି ଅଧ୍ୟାୟ ଏମିତି ହୋଇଥାଏ । ଯାହା ଆଜି ନୁହେଁ ତ କାଲି ବନ୍ଦ ହିଁ ହୋଇ ଯାଇଥାଏ । ସେଥିପାଇଁ ଯିଏ ତୁମ ପାଇଁ ନୁହେଁ । ତାକୁ ଜବରଦସ୍ତି ଧରି ରଖିଲେ କିଛି ଲାଭ ନାହିଁ ।

7- ଜୀବନ ସାରା ପଛେ ଏକୁଟିଆ ରହିଯାଅ । କିନ୍ତୁ ଜବରଦସ୍ତି କାହା ସହିତ ସମ୍ପର୍କ ରଖିବାକୁ ଜିଦି କର ନାହିଁ । 8- ହିସାବ ରଖୁଥାଅ । ଆଜିକାଲି ଲୋକ ଏହା ପଚାରି ନେଉଛନ୍ତି ତୁମେ ମୋ ପାଇଁ କରିଛ ବା କଣ ।

9- ଜୀବନରେ ବେଳେବେଳେ ଆଗକୁ ବଢିବା ପାଇଁ ପଛକୁ ହଟିବା ବି ଜରୁରୀ ହୋଇଥାଏ । 10- ସମୟ ଆଉ ସମ୍ମାନ ଭାରି ଅଜବ ହୋଇଥାନ୍ତି । ତୁମେ ଯାହାକୁ ସମ୍ମାନ କରିବ । ସିଏ କେବେବି ତୁମକୁ ସମୟ ଦେବ ନାହିଁ । ଆଉ ତୁମେ ଯାହାକୁ ନିଜର ସମୟ ଦେବ । ସେ ମଣିଷ କେବେ ବି ତୁମର ସମ୍ମାନ କରିବ ନାହିଁ ।

ବନ୍ଧୁଗଣ ଆଶା କରୁଛୁ ଆପଣ ମାନଙ୍କୁ ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *